ଅନ୍ୟାନ୍ୟ / September 20 , 2023
14

ଡକ୍ଟର ସ୍ତ୍ରୀ ଥାଇ ମଧ୍ୟ୍ୟ କ'ଣ ମନ ଶାନ୍ତି ଲାଗୁନଥିଲା.....!!
ଶେଷରେ ଟିକେ ଖୁସି ପାଇବା ପାଇଁ ନର୍ସ କୁ ଵି ମାନିଲେନି.....!!
ଆଉ ଟଙ୍କା ଦେଇ ବେଡ଼ରୁମ୍ କୁ ଡାକିଥିଲେ...!!
ଟଙ୍କା ଲୋଭ ଦେଖାଇ ଶାରୀରିକ ସମ୍ପର୍କ ରଖିବା ପାଇଁ କହିଲେ....!!


      ଦେଖନ୍ତୁ ଦର୍ଶକ ଏହି ଭିଡିଓ ଟି ଅତ୍ୟଧିକ ମାତ୍ରାରେ ଭାଇରାଲ ହେବାରେ ଲାଗିଛି , ଯାହାକି ଘରୋଇ CCTV କ୍ଯାମରା ରେ ରେକର୍ଡ ହୋଇଥିବା ଦୃଶ୍ୟ ! ଜଣେ ଡକ୍ଟର ଙ୍କ ସ୍ଵାମୀ ସେହି ସମୟରେ ତାଙ୍କ ସ୍ତ୍ରୀ ଆସି ପହଞ୍ଚି ଗଲେ ! ତାପରେ ତାଙ୍କ ସ୍ଵାମୀ ଏକଟିଙ୍ଗ କରିବା ଆରମ୍ଭ କଲା ! ତାଙ୍କ ସ୍ତ୍ରୀ ପଚାରିଲେ କି ତୁମର ପେଟ ପେଇନ ହେଉଛି କି ? କିନ୍ତୁ ସେ ଏକଟିଙ୍ଗ କରି କହିଲେ ଯେ ତୁମେ ତୁମ ମେଡିକାଲ କୁ ଗଲେ ମଧ୍ୟ  ମୋର ଟ୍ରିଟମେଣ୍ଟ ପାଇଁ  ମୋ ପାଖରେ କୌଣସି ଗୋଟିଏ ନର୍ସ କୁ ଛାଡିଦିଅ !ତାଙ୍କ ସ୍ତ୍ରୀ ହଉ ଠିକ ଅଛି କହି ଜଣେ ନର୍ସ କୁ ଟ୍ରିଟମେଣ୍ଟ  ପାଇଁ  ଡକାଇ ଥିଲେ । ତାର କିଛି ସମୟ ପରେ ନର୍ସ ଜଣକ ଆସି ପହଞ୍ଚିଲେ ଏବଂ ତାଙ୍କ ସ୍ତ୍ରୀ ସ୍ଵାମୀ ଙ୍କ ଟ୍ରିଟମେଣ୍ଟ କରିବା ପାଇଁ ଛାଡିଦେଇ ମେଡିକାଲ ବାହାରି ଥିଲେ  !
    
କିଛି ସମୟ ପରେ ନର୍ସ ଜଣକ ଆସି ପହଞ୍ଚିଲେ !ସ୍ଵାମି ଜଣକ ନର୍ସଟି କୁ କବାଟ ବନ୍ଦ କରିବାକୁ କହିଲେ !ସେହି ସମୟରେ ସେ ଖୁସି ଅନୁଭବ କରୁଥିଲେ ! ସେ କହିଲେ ମୋର କିଛି ପେଇନ ହେଉନଥିଲା ଏହା ମୋର ଏକ୍ଟିଙ୍ଗ ଥିଲା ! ସେ ତାଙ୍କୁ ଟଙ୍କା ଲୋଭ ଦେଖେଇବାକୁ ଲାଗିଲେ ଆଉ ବେଡରୁମ କୁ ଡ଼ାକିଥିଲେ ! ନର୍ସ ଜଣକ ଟଙ୍କା ଦେଖି ତାଙ୍କ କଥାରେ ରାଜି ହୋଇଗଲେ ! ତାପରେ ସେ ଖୁସି ଅନୁଭବ କରିବାକୁ ଲାଗିଲେ ! ନର୍ସ ଟିକୁ ତାଙ୍କ ବେଡରୂମ କୁ ନେଇଗଲେ, ଆଉ କବାଟ ଟିକୁ ବନ୍ଦ କରିଦେଲେ ! ଡକ୍ଟର ଜଣକ କିଛି ଫାଇଲ ଛାଡିଦେଇଥିବା ହେତୁ ପୁଣି ଘରକୁ ଆସିଥିଲେ !

 ଆସି ଫାଇଲ ଖୋଜିବାକୁ ଲାଗିଲେ ! ଏବଂ ଦେଖିବାକୁ  ପାଇଲେ ଯେ ତାଙ୍କ ସ୍ଵାମୀ ଓ ସେହି ନର୍ସ ସେହି ଠାରେ ନଥିଲେ ।  ଆଉ ହଠାତ ଦେଖିଲେ  ସେହି ନର୍ସ ଟିର ଜୋତା ସେଠି ପଡିଛି ଆଉ ବେଡରୁମ କବାଟ ଭିତର ପଟୁ ବନ୍ଦ ଅଛି ! ଏହା ଦେଖି ସ୍ତ୍ରୀ ଲୋକଟି ସେଇଠାରେ ବସିପଡି ଜୋରରେ କାନ୍ଦିବାକୁ ଲାଗିଲେ ! ତାର କାନ୍ଦ ଶୁଣି ସେମାନେ ଦୁଇ ଜଣ ବେଡରୁମ ରୁ ବାହାରି ସ୍ଵାମୀ ଜଣକ ସ୍ତ୍ରୀ ର ଗୋଡହାତ ଧରି ବୁଝେଇବାକୁ ଚେଷ୍ଟା କଲେ ! କିନ୍ତୁ ତାଙ୍କ ସ୍ଵାମୀ ଉପରେ ସେ ବହୁତ ରାଗି ଯାଇ ହାତ ଉଠେଇଥିଲେ ।ଆଉ  ସ୍ଵାମୀ, ସ୍ତ୍ରୀ ଙ୍କ ମଧ୍ୟରେ ବହୁତ ଯୁକ୍ତି ତରକ ଲାଗିଥିବା ବେଳେ ନର୍ସଟି ବେଡରୁମ ଭିତରୁ ବାହାରିଥିଲେ ! ସେହି ନର୍ସ ଟି ମଧ୍ୟ ତାଙ୍କ ସ୍ତ୍ରୀଙ୍କ ଗୋଡହାତ ଧରି ବୁଝେଇବାକୁ ଚେଷ୍ଟା କରିଥିଲେ, କିନ୍ତୁ ତାଙ୍କୁ ମଧ୍ୟ ରାଗିଯାଇ ଚାପୁଡା ମାରିଥିଲେ ଓ ନର୍ସଟି  ସେହି ଠାରୁ ଚାଲିଯାଇଥିଲେ !ତାପରେ ଡକ୍ଟର ଜଣକ ତାଙ୍କ ସ୍ଵାମୀ କୁ USE କରୁଛ ବୋଲି କହି ଘର ଛାଡି ଚାଲି ଯିବି ବୋଲି ଧମକ ଦେଇଥିଲେ !
ବୁରୋ ରିପୋର୍ଟ TVP NEWS 9 ....

Tags :- # news # tvp news9 # tvp # tvpnews

Share With