ଦେଖୁ ଦେଖୁ ମହିଳାଙ୍କୁ କଞ୍ଚା ଗିଳିଦେଲା .....!!
ନଦୀ ଭିତରେ ମହିଳାଙ୍କୁ ଗଡେଇ ତଡେଇ ଗୋଟା ଖାଇଦେଲା...!!
ଆଉ ମହିଳାଙ୍କୁ ଏମିତି ଭିଣିଭିଣା କରି ଖାଇଥିଲା.....ଯେ 
ମହିଳାଙ୍କୁ ତା ମୁହଁରୁ ଉଦ୍ଧାର କରିବା ପରେ ଗୋଟିଏ ଗୋଡ ଆଉ ଗୋଟିଏ ହାତ ଦେହରୁ ଗାଏବ ହୋଇଯାଇଥିଲା ....!!

    ଦର୍ଶକବନ୍ଧୁ 
            ଭୟଙ୍କର ଥିଲା ସେ ଦୃଶ୍ୟ ଦେଖୁ ଦେଖୁ ଦେହର ଲୋମଟାଙ୍କୁରି ଯାଉଥିଲା ! ଆଉ ସେ ଦୃଶ୍ୟ କୁ ଆପଣ ମଧ୍ୟ ଦେଖିଲେ ଆପଣଙ୍କର ଶରୀର ମଧ୍ୟ ଥରିଉଠିବ ! ଆଖି ସାମ୍ନାରେ ଜଣେ ମହିଳାଙ୍କୁ କଞ୍ଚା ଖାଇଦେଲା ! ଏପଟେ ଗାଁ ଲୋକେ ଦେଖୁଥିଲେ ମଧ୍ୟ କାହାର ସାହାସ ହୋଇନଥିଲା ମହିଳାଙ୍କୁ କୁମ୍ଭୀର ପାଟିରୁ ବଞ୍ଚେଇବା ପାଇଁ ! ସେପଟେ ମହିଳାଙ୍କୁ ପାଟିରେ ଚୁବେଇ ଚୁବେଇ ଖାଉଥିଲା ! ଲୋକମାନେ ଦେଖୁ ଦେଖୁ ସେ କଞ୍ଚା ଖାଇଦେଇଥିଲା !
        ମହିଳା ଜଣକ ମଧ୍ୟ ନିଜକୁ ରକ୍ଷା କରିବା ପାଇଁ ଅନେକ ଚେଷ୍ଟା କରିଥିଲା ! କିନ୍ତୁ ତାର ସେହି ମୁନିଆ ଏବଂ ଧାରୁଆ ଦାନ୍ତ ଆଗରେ ମହିଳାଙ୍କ ବଳ କିଛି କାମ କରିନଥିଲା ! ଆଉ ମହିଳାଙ୍କୁ ଅଳ୍ପ ସମୟ ଭିତରେ କଞ୍ଚା ଗିଳିଦେଇଥିଲା ! ନଦୀ କୁଳରୁ ଝାମ୍ପି ନେଇଥିଲା ଆଉ ନଦୀର ଆରପାରିକୁ ନେଇ କଞ୍ଚା ଚୁବେଇ ଚୁବେଇ ଖାଇଦେଇଥିଲା ! ମହିଳା ଜଣକ ଚିତ୍କାର କରୁଥାଏ କିନ୍ତୁ କୁମ୍ଭୀରଟି ସେମିତି ଗିଳିଚାଲିଥାଏ ! 
                   ଆଉ ମହିଳା ଜଣକ ବଞ୍ଚିବା ପାଇଁ ଛୋଟ ପୋଟ ମଧ୍ୟ ହୋଇଥାନ୍ତି ! କିନ୍ତୁ କୁମ୍ଭୀରଟି ତାକୁ ଝୁଣି ଝୁଣି ଖାଉଥାଏ ! ମହିଳା ଜଣଙ୍କର ଚିତ୍କାର ଶୁଣି ଗାଁ ଲୋକେ ଧାଇଁ ଆସିଥିଲେ ସତ ହେଲେ କେହି ବି ବଞ୍ଚେଇ ପାରିନଥିଲେ ! ପ୍ରଥମେ ହାତ ଏବଂ ଶେଷରେ ଗୋଡ ତାପରେ ମୁଣ୍ଡକୁ ଚୁବେଇ ଚୁବେଇ ଖାଇଦେଇଥିଲା ସେହି ମଣିଷ ଖିଆ କୁମ୍ଭୀର ! ସତେ ଯେମିତି କେତେଦିନ ଭୋକିଲା ଥିଲା ଆଉ ମହିଳାଙ୍କୁ ପାଇ ନିଜର ଭୋକ ମେଣ୍ଟାଇଥିଲା ! 
        ନଦୀ ଉପରେ ଲୋକ ରୁନ୍ଧଥାନ୍ତି ହେଲେ କେହି ବଞ୍ଚେପାରୁନଥିଲେ ! ଏପଟେ କୁମ୍ଭୀର ଟି କଞ୍ଚା ଗିଳୁଥାଏ ! ଆଉ ଯିଏ ଉଧାର କରିବା ପାଇଁ ଯାଇଥାନ୍ତା ସେ ମଧ୍ୟ ତାର ଶିକାର ହୋଇଥାନ୍ତା ! ନଦୀକୁ କପଡା ଧୋଇବା ପାଇଁ ଯାଇଥିଲେ ମହିଳା ନଦୀ କୁଳରୁ ଝାମ୍ପି ନେଇଥିଲା କୁମ୍ଭୀର ! ଏହି ଦୃଶ୍ୟ ଯାଜପୁରୁ ଜିଲ୍ଲା ବୋରୀ ବ୍ଲୋକ ଅନ୍ତର୍ଗତ ଅମଠ ପୁର ଗାଁରେ ଏଭୋଳି ଏକ ଘଟିଛି ଲୋମଟାଙ୍କୁରା ଦୃଶ୍ୟ !

Tags :- # news # tvp news9 # tvp # tvpnews

Share With