ମଣିଷଖିଆ କୁମ୍ଭୀର ଟାର୍ଗେଟରେ 50 ବର୍ଷୀୟା ବୁଢା...!!
ପୁଣି ଶାନ୍ତ ରହି ବ୍ରାହ୍ମଣୀ ନଦୀରେ ପଶିଲା, ମଣିଷଖିଆ ବଉଳା କୁମ୍ଭୀର....!!
ଦାନ୍ତ କଡ଼ ମଡ଼ କରି, ବ୍ରାହ୍ମଣୀ ନଦୀରେ ଉତ୍ପାତ କରୁଛି ବଉଳା କୁମ୍ଭୀର.....!!
"ହଁ ଦର୍ଶକବନ୍ଧୁ "
ବ୍ରାହ୍ମଣୀ ନଦୀକୂଳରୁ ଜଣକୁ ଟାଣି ନେଇଛି, ମଣିଷଖିଆ ନର ଭକ୍ଷୀ ବଉଳା କୁମ୍ଭୀର ! ରାଜପୁର ଗ୍ରାମର ଭାସ୍କାର ରାଉତଙ୍କୁ ନଦୀ କୂଳରେ ମଇଁଷି ଚରାଉ ଥିବା ବେଳେ ପାଣି ଭିତରକୁ କୁମ୍ଭୀର ଟାଣି ନେଇଛି ! ଏବେ ଦୁଇ ମାସ ମଧ୍ୟ୍ୟରେ 4ଜଣକୁ ନିଜର ଆହାର କରିସାରିଲାଣି ବଉଳା କୁମ୍ଭୀର !ଗାଁ ଲୋକମାନେ ମଇଁଷି ଚରାଳିକୁ ଖୋଜା ଖୋଜି କରିଥିଲେ ! କାରଣ ଦୁଇ ମାସ ଭିତରେ ମଣିଷଖିଆ କୁମ୍ଭୀର 4 ଜଣକୁ ଗିଳି ସାରିଲାଣି ! ଯାହାକୁ ନେଇ ରାଜପୁର ଗାଁରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି ! ଏବେ ଯୁଆଡେ ଚାହିଁବ ସିଆଡେ ଖାଲି ମଣିଷଖିଆ ନରଭକ୍ଷୀ ବଉଳା କୁମ୍ଭୀରର ଆତଙ୍କ !
କିଛି ଦିନ ଶାନ୍ତ ରହିଥିଲା ହେଲେ ଏବେ ମଣିଷ ମାଂସ ଖାଇବା ପାଇଁ ଡହଳ ବିକଳ ହେଲାଣି ନରଭକ୍ଷୀ କୁମ୍ଭୀର ! ଏବେ ନଈ, ନାଳରେ ପାଦ ରଖିବାକୁ ଭୟ ଲାଗୁଛି ! ନଦୀରେ ଲୁଚି ରହୁଛି ଏବଂ ଲୋକଙ୍କୁ ଟାଣି ନେଉଛି ! ଗ୍ରାମ ବାସୀଙ୍କ ଦ୍ଵାରା ଉଧାର କାର୍ଯ୍ୟ ଚାଲିଛି , ହେଲେ ଭାସ୍କର ରାଉତଙ୍କର କିଛି ସନ୍ଧାନ ମିଳୁନି ! ବ୍ୟକ୍ତି ଜଣକ ଥିଲେ ରାଜନଗର ବ୍ଲକର ରାଜପୁର ଗ୍ରାମର ହୋଇଥିବା ଜଣାପଡିଛି ! ସତରେ କ’ଣ ମଇଁଷି ଚରାଳିଙ୍କୁ କଞ୍ଚା ଗିଳି ଖାଇଦେଇଛି କି ବଉଳା କୁମ୍ଭୀର ! ଆଉ ଏବେ ରାଜପୁର ଗ୍ରାମର ଲୋକମାନେ ଭୟରେ ଥରି ଉଠୁଛନ୍ତି!
ମଣିଷଖିଆ ନରଭକ୍ଷୀ ବଉଳା କୁମ୍ଭୀରର ଦାନ୍ତରୁ କେହି ମଧ୍ୟ ବଞ୍ଚି ପାରନ୍ତି ନାହିଁ ! ଏବଂ ସେହି ମଣିଷଖିଆ କୁମ୍ଭୀର ପାଟିରୁ ଟିକେ ହଲ୍ ଚଲ୍ ମଧ୍ୟ ହୋଇପାରୁ ନାହାନ୍ତି ଲୋକେ ! ଆଉ ଏବେ ସାରା ଓଡିଶାରେ ମଣିଷଖିଆ କୁମ୍ଭୀରର ଆତଙ୍କ ସୃଷ୍ଟି ହୋଇଛି ! ହେଲେ ସେହି ମଣିଷଖିଆ କୁମ୍ଭୀର ପ୍ରତି ଲୋକେ ଏବେ ସାବଧାନ ରହୁଛନ୍ତି , କାହିଁକି ନା ଲୁଚି ଲୁଚି ମଣିଷ ଉପରେ ଝାମ୍ପ ମାରି ମଣିଷଙ୍କୁ କଞ୍ଚା ଗିଳି ଦେଉଛି ! ହେଲେ ଦର୍ଶକ ବନ୍ଧୁ ଏବେ ହୋଇଯାନ୍ତୁ ସାବଧାନ , ମଣିଷଖିଆ କୁମ୍ଭୀର ଏବେ ମଣିଷ ମାଂସ ଖାଇବାକୁ ଡହଳ ବିକଳ ହୋଇ ପାଗଳ ଲୋକଙ୍କ ପରି ହେଉଛି !
ବ୍ୟୁର ରିପୋର୍ଟ Tvp news9