470

ପୁଣି ଥରେ କରମଣ୍ଡଳ ଏକ୍ସପ୍ରେସ୍ ର ଦୁର୍ଘଟଣା ଗ୍ରସ୍ତ ହୋଇଛି କି ......? 
ସାମ୍ନାକୁ ଆସିଛି ଛାତିଥରା ଦୃଶ୍ୟ ...!!
ସହ ସହ ମୁଣ୍ଡ ଗଡିଲା ପରେ ଆହୁରି କ’ଣ, କରମଣ୍ଡଳର ମନ ଶାନ୍ତି ହୋଇନି କି ...!!
ପୁଣି ଥରେ ଏହି ଛାତିଥରା ଦୃଶ୍ୟ କିଛି ଷଡଯନ୍ତ୍ରର ବାର୍ତ୍ତଳାପ ନୁହେଁ ତ...!!
ତାହା ହେଲେ ଆସନ୍ତୁ ଜାଣିବା ସେହି ଛାତିଥରା ଘଟଣା ବିଷୟ ରେ ....!!

    ପୂର୍ବ ଭଳି ଯେପରି କରମଣ୍ଡଳ ଏକ୍ସପ୍ରେସ୍ ଏକ ମର୍ମନ୍ତୁକ ଦୁର୍ଘଟଣା ସହ ବହୁ ଲୋକଙ୍କର ମୁଣ୍ଡ ଗଡାଇଥିଲା, ସେହିପରି ଏବେ ମଧ୍ୟ କିଛି ଆଶ୍ଚର୍ଯ୍ୟ ଚକିତ ହେଲା ଭଳି ଦୁର୍ଘଟଣା ଗ୍ରସ୍ତରୁ ବର୍ତ୍ତୀ ଯାଇଛି  କରମଣ୍ଡଳ ! ତାହା ହେଲେ କାହିଁକି କରମଣ୍ଡଳ ଏକ୍ସପ୍ରେସ୍ ସହ ବାରମ୍ବାର ଏପରି ଘଟଣାମାନ ଦେଖିବାକୁ ମିଳୁଛି ! ଏହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇ ବସିଛନ୍ତି ! ବର୍ତ୍ତମାନ ସେହି ଛାତି ଥରା ଦୃଶ୍ୟ ସାମ୍ନାକୁ ଆସିଛି ଯେ, କରମଣ୍ଡଳ ଏକ୍ସପ୍ରେସ୍ ଗଞ୍ଜାମରୁ ବାହାରି କଟକ ଯିବା ମଝି ରାସ୍ତାରେ ଗୋଟିଏ ଟ୍ରାକ୍ ରେ ହିଁ ଦୁଇଟି ଟ୍ରେନ୍ ର ମୁହାଁମୁହିଁ ଦୃଶ୍ୟ ଦେଖିବାକୁ ମିଳିଛି । 
     ଗଞ୍ଜାମରୁ ବାହାରି ଯେଉଁ ଟ୍ରାକ୍ ରେ କଟକ ଆଡକୁ ଯାଉଥିବା କରମଣ୍ଡଳ ଏକ୍ସପ୍ରେସ୍ , ତାର ବିପରୀତ ଦିଗରୁ ଆଉ ଏକ ଟ୍ରେନ୍ ସେହି ଟ୍ରାକ୍ ରେ ହିଁ ଆସୁଥିଲା ! ସେତିକି ବେଳେ ପୁଣି ଥରେ ହେବାକୁ ଯାଉଥିବା ଏକ ମର୍ମନ୍ତୁକ ଛାତି ଥରା ଦୃଶ୍ୟରୁ, ବର୍ତ୍ତୀ ଯାଇଛି କରମଣ୍ଡଳ ଏକ୍ସପ୍ରେସ୍ ! ଆଉ ପୂର୍ବଥର ଘଟିଥିବା ସେହି ଦୁର୍ଘଟଣାରେ ଗଡିଥିବା ସହ ସହ ମୁଣ୍ଡ, ସେହି ଭଳି ଏବେ ମଧ୍ୟ ସେମିତି ଗଡିବାକୁ ଯାଉଥିବା ସହ ସହ ମୁଣ୍ଡକୁ ବଞ୍ଚାଇ ଦେଇଛି ସେହି କରମଣ୍ଡଳ ଏକ୍ସପ୍ରେସ୍ ! ପୂର୍ବ ଭଳି ଏବେ ମଧ୍ୟ ସେହି ଦୁର୍ଘଟଣା ପଛରେ ଷଡଯନ୍ତ୍ର କରାଯାଇଛି କି, ନା ଶିଗ୍ଗନାଲ୍ ର କୌଣସି  ଅସୁବିଧା ରହିଛି, ଯାହାଫଳରେ ଗୋଟିଏ ଟ୍ରାକ୍ ରେ ଦୁଇଟି ଟ୍ରେନ୍ ର ମୁହାଁମୁହିଁ ହେବା ଦୃଶ୍ୟ ସାମ୍ନାକୁ ଆସିଛି ! 
    ଏହି ଦୃଶ୍ୟ କୁ ନଜର କରି କୁହାଯାଉଛି ଯେ ପୁଣି ଥରେ ଦୁଇଟି ଟ୍ରେନ୍ ମୁହାଁମୁହିଁ ହୋଇ ବାହାନଗାରେ ଘଟିଥିବା ଦୁର୍ଘଟଣାର ରୂପ ନେଇଥାନ୍ତା ! କିନ୍ତୁ କରମଣ୍ଡଳ ଏକ୍ସପ୍ରେସ୍ ର ପାଇଲଟ, ଶିଗ୍ଗନାଲ୍ ପାଇ ଟ୍ରେନ୍ ଟିକୁ ରୋକିବା ପାଇଁ,ଚେଷ୍ଟା କରି ଟ୍ରେନ୍ ଟିକୁ ଅଟକାଇବାରେ ସଫଳ ହୋଇଥିଲେ ! ଏହା ନେଇ କୁହାଯାଇଛି ଯେ ବାହାନଗାରେ ଘଟିଥିବା ସହ ସହ ଲୋକଙ୍କ ମୃତ୍ୟୁ ଦୁର୍ଘଟଣା ଭଳି ଏବେ ମଧ୍ୟ ସେଭଳି କିଛି ଘଟିବାକୁ ଯାଉ ଯାଉ ବର୍ତ୍ତୀ ଯାଇଥିଲା ସେହି କରମଣ୍ଡଳ ଏକ୍ସପ୍ରେସ୍, ଆଉ ବଞ୍ଚି ଯାଇଥିଲା ସହ ସହ ଜୀବନ ! ଟ୍ରେନ୍ ଟି ରହିବା ପରେ ସେଥିରେ ବସିଥିବା ସମସ୍ତ ଯାତ୍ରୀଗଣ ଭୟଭୀତ ହୋଇ ବାହାରକୁ ବାହାରି ପଡିଥିଲେ ! 
     ଏବଂ ସାମ୍ନାରେ ଦେଖିବାକୁ ପାଇଲେ ଆଉ ଏକ ଟ୍ରେନ୍ ସେହି ଗୋଟିଏ ଟ୍ରାକ୍ ରେ ହିଁ ବିପରୀତ ଦିଗରୁ କରମଣ୍ଡଳ ଏକ୍ସପ୍ରେସ୍ ଆଡକୁ ମାଡି ଆସୁଥିଲା ! ଏପରି ଦୃଶ୍ୟ ଦେଖି ସମସ୍ତଙ୍କର ଲୋମଟାଙ୍କୁରି ଯାଇଥିଲା ! ଆଉ ସଙ୍ଗେ ସଙ୍ଗେ ସେହି ଟ୍ରେନ୍ ର ପାଇଲଟ ବୋଧେ ଶିଗ୍ଗନାଲ୍ ପାଇ ଟ୍ରେନ୍ ଟିକୁ ରୋକିବାକୁ ଚେଷ୍ଟା କରିଥିଲେ ! ଫଳରେ ଟ୍ରେନ୍ ଟି ଧୀରେ ଧୀରେ ଆସି କରମଣ୍ଡଳ ଏକ୍ସପ୍ରେସ୍ ର ସାମ୍ନା ସାମ୍ନୀ ହୋଇ ରହିଥିଲା ! ଆଉ ଏକ ବଡ ଦୁର୍ଘଟଣାରୁ ବର୍ତ୍ତୀ ଯାଇଥିଲେ ଏହି ଦୁଇ ଟ୍ରେନ୍, ଆଉ ସେଥିରେ ବସିଥିବା ଯାତ୍ରୀଗଣ !   

    ବ୍ୟୁର ରିପୋର୍ଟ Tvp news9

Tags :- # news # tvp news9 # tvp # tvpnews

Share With