* ୨୦୨୫ ରେ ବୁଡ଼ିଯିବ ପୁରୀ ଶ୍ରୀମନ୍ଦିର , ଘଟିବ ଅଘଟଣ 

* ପୁରୀ ଛାଡ଼ି ଚାଲିଯିବେ ମହାପ୍ରଭୂ ଜଗନ୍ନାଥ, ଶୂନ୍ୟ ପଡ଼ିବ ଶ୍ରୀକ୍ଷେତ୍ର

* ବଡ଼ ଦାଣ୍ଡ ସାରା ବୁଲିବେ ଭୂତ ପିଶାଚ ଡାହାଣୀ 

* ବାଇଶି ପାହାଚରେ ସୁଭିବ ଭୈରବୀଙ୍କ ରଡ଼ି 


ବିଲୁପ୍ତ ହେଇଯିବ ଜଗନ୍ନାଥ ଧାମ ପୁରୀ , ବାଇଶି ପାହାଚରେ ମିନ ଖେଳିବା ଆଗରୁ ଜଳମୟ ହୋଇଯିବ ସାରା ଶ୍ରୀକ୍ଷେତ୍ର ଧାମ। ଜାଣନ୍ତୁ, ଏହାକୁ ନେଇ ଆସିଛି ହୃଦୟ ଥରାଇଦେଲା ଭଳି ଭବିଶ୍ୟବାଣୀ। 

ଭବିଷ୍ୟ ମାଳିକା ରୁ ଏପରି ଏକ କଥା ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ।ଜଗନ୍ନାଥ ପୁରିଧାମ ସମୁଦ୍ର ରେ ଲିପ୍ତ ହୋଇଯିବ ଏବଂ ୨୦୨୫ ରେ କଳିଯୁଗ ଶେଷ ହୋଇଯିବ ବୋଲି କୁହାଯାଇଛି। ତା ସହ ପୁରୀ ଛାଡ଼ି ଚାଲିଯିବେ ମହାପ୍ରଭୁ ଜଗନ୍ନାଥ, ଆଉ ଗଡିବନି ରଥ କି ହେବନି ରଥ ଯାତ।  ଶୂନ୍ୟ ପଡ଼ିବ ରତ୍ନ ସିଂହାସନ ଆଉ ଖାଲି ହୋଇଯିବ ସାରା ଶ୍ରୀକ୍ଷେତ୍ର। 
ପାଞ୍ଚ ଶହ ବର୍ଷ ପୂର୍ବେ ଓଡ଼ିଆରେ ଅବସ୍ଥିତ ଜଗନ୍ନାଥ ମନ୍ଦିର ପାଖରେ ଜଣେ ସନ୍ଥ ଜନ୍ମ ନେଇଥିଲେ , ଯାହାଙ୍କ ନାଁ ହେଉଛି ଅଚ୍ୟୁତାନନ୍ଦ ଦାସ । ଅଚ୍ୟୁତାନନ୍ଦ ଦାସ ଙ୍କୁ ବହୁତ ଲୋକ ପୂଜା କରନ୍ତି, କହିବାକୁ ଗଲେ ସାରା ଓଡ଼ିଶା ତାଙ୍କୁ  ଯୋଗୀ ଏବଂ ସନ୍ଥ ବୋଲି ମାନିଥାନ୍ତି। ସେ ହିଁ ଭବିଷ୍ୟବାଣୀ ସବୁ ମାଳିକା ଭାବରେ ତାଳପତ୍ରରେ ଲେଖିଥିଲେ।
ବର୍ତମାନ ତାଙ୍କ ଲେଖା ଦ୍ଵାରା ହୋଇଥିବା ଭବିଷ୍ୟବାଣୀ କୁ ନେଇ ଚର୍ଚ୍ଚା ହେବାରେ ଲାଗିଛି। ଏପରି ଘଟଣା ମାନ ଘଟିବାକୁ ଯାଉଛି ଯାହାକି ଲୋକ ମାନଙ୍କୁ ପ୍ରଭାବିତ କରିବ ବୋଲି ସେ କହିଛନ୍ତି।ଭବିଷ୍ୟ ମାଳିକା ଏକ ପୁସ୍ତକ ଅଟେ, ଯେଉଁଥିରେ ଆଗତ ଭବିଷ୍ୟତ ସବୁକିଛି ବର୍ଣ୍ଣନା ରହିଛି। 
ଲୋକମାନେ କହିଥାନ୍ତି ଯେ ଅଚ୍ୟୁତାନନ୍ଦ ସବୁ ପୁସ୍ତକ ନିଜ ଯୋଗ ଶକ୍ତି ବଳରେ ଲେଖିଥିଲେ।କୁହାଯାଏ ଯେ ଓଡ଼ିଶାରେ ଏକ ଲକ୍ଷ ରୁ ଅଧିକ ମାଳିକା ପୁସ୍ତକ ରହିଛି।ଏହି ପୁସ୍ତକ କାହାକୁ ଦେଖା ଯାଇ ନଥାଏ। ତେବେ ଏଥିରେ କେବଳ ପୁରୀ କି ଓଡ଼ିଶା ନୁହେଁ, ଏମିତି କି ଭାରତ ବି ନୁହେଁ, ସାରା ବିଶ୍ଵର ଆହୁରି ଅନେକ ଦେଶ ବିଷୟରେ ବି ଲେଖା ଯାଇଛି। 
ୟୁରୋପ ରେ ସବୁକିଛି ଶେଷ ହୋଇଯିବ ବୋଲି ଲେଖା ଥିବା କଥା ମଧ୍ଯ ଭାଇରାଲ ହେବାରେ ଲାଗିଛି।
ଆଗାମୀ ଦିନରେ ଆମେରିକା ପାଣିରେ ବୁଡି ଯିବ ଆଉ ଶେଷ ରେ ଋଷ ସଫଳତା ପାଇବ।ଲୋକମାନେ କୀଟ ପତଙ୍ଗ ଭଳି ମରି ଯିବେ।ବିଶ୍ଵର ଜନ ସଂଖ୍ୟା ୬୪ କୋଟି ରହିବ।ଋଷ ହିନ୍ଦୁ ରାଷ୍ଟ୍ର ହୋଇଯିବ। ଏମିତି ଅନେକ କଥା ସବୁ ବର୍ଣ୍ଣନା ରହିଛି। 
ତେବେ ଏହି ଭବିଷ୍ୟ ମାଳିକା ଅନୁସାରେ ୨୦୨୫ ରେ କଳିଯୁଗ ଶେଷ ହୋଇଯିବ।ଯେଉଁ ମାନେ ଧର୍ମ ଆଉ ସତ୍ୟ ପାଳନ କରୁଥିବେ ସେହି ବ୍ୟକ୍ତି ମାନେ ହିଁ ଜୀବିତ ରହିବେ। ତା ସହ ଭାରତ ରେ ହେବାକୁ ଥିବା ଆକ୍ରମଣ ବିଷୟରେ ଅଚ୍ୟୁତାନନ୍ଦ ଉଲ୍ଲେଖ କରିଛନ୍ତି।
ଇଶ୍ଲାମିକ ଦେଶ ଭାରତ ଉପରେ ଆକ୍ରମଣ କରିବେ।ଭବିଷ୍ୟବାଣୀ ଅନୁସାରେ ଏକ ସନ୍ଥ ହିଁ ରାଜା ହେବେ।କିନ୍ତୁ ସେ ଅବିବାହିତ ହୋଇଥିବେ।
ଭାରତ ଉପରେ ଚିନ ଆଉ ମୁସଲମାନ ଆକ୍ରମଣ କରିବେ।
ଏବେ ଭବିଷ୍ୟତ ମାଳିକାର ସେହି ସବୁ କଥାକୁ ନେଇ ଆଲୋଚନା ଆରମ୍ଭ ହୋଇଛି।

Tags :- # news # tvp news9 # tvp # tvpnews

Share With