ପୁରୀ ସମୁଦ୍ରରେ ଦେଖା ଦେଲା ଅନ୍ତିମ ଶେଷ କାଳ …..!!!!
ବିଶ୍ଵକୁ ଆସିଲା ଅନ୍ତିମ କାଳର ସଙ୍କେତ , ଭୟରେ ଥରୁଛି ସାରା ଶ୍ରୀକ୍ଷେତ୍ର .......!!!!
ସତ ହେଲା ମାଳିକା ବଚନ.........!!!!!
ପୁରୀ ସମୁଦ୍ରରେ ଦେଖା ଦେଲା ବଉଳା କୁମ୍ଭୀରର ଗର୍ଜନ......!!!!!
ଗର୍ଜନ ଦେଖାଇଲା ବଉଳା କୁମ୍ଭୀର ଆଉ ସତ ହେଲା ମାଳିକା ଲେଖାର ବେଦର ଗାର .....!!!
“ ହଁ ଦର୍ଶକ ବନ୍ଧୁ “.......!!!!
ପୁରୀ ସମୁଦ୍ରରେ ଏଭଳି ଏକ ଭୟଙ୍କର ଦୃଶ୍ୟ ଯାହାକି ଆଗରୁ କେବେବି ଦେଖିବାକୁ ମିଳିନଥିଲା ! ପୁରୀ ସମୁଦ୍ରକୁ ଅନେକ ଦେଶ ବିଦେଶରୁ ଲୋକମାନେ ଆସି ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବା ସହ ସମୁଦ୍ରରେ ବହୁତ ଶ୍ରଦ୍ଧାର ସହ ସ୍ନାନ କରିଥାନ୍ତି ! ଲୋକମାନେ ସ୍ନାନ କରିଲା ବେଳେ ଅଟାତ୍ ସେ ସମୟରେ ପୁରୀ ସମୁଦ୍ରରେ ଦେଖା ଦେଲା ଭୟଙ୍କର ବିଶାଳକାୟ ବଉଳା କୁମ୍ଭୀର ! ଏହି ଭୟଙ୍କର ବିଶାଳକାୟ ବଉଳା କୁମ୍ଭୀକୁ ଦେଖି ଶ୍ରୀକ୍ଷେତ୍ର ଏବଂ ସାରା ସଂସାରକୁ ଭୟ ଓ ଆତଙ୍କର ଛାୟା ଖେଳିସାରିଲାଣି ! ସତ ହେଲା ମାଳିକା ବଚନ ପୁରୀ ସମୁଦ୍ରରେ ଦେଖା ଦେଲା ବଉଳା କୁମ୍ଭୀର ! ବିଶ୍ଵ ସିଆସିଲା ଶେଷ ଅନ୍ତିମ କାଳର ସଙ୍କେତ ଭୟରେ ଥରୁଛି ସାରା ଶ୍ରୀକ୍ଷେତ୍ର ! ଆଉ ସମସ୍ତଙ୍କୁ ମନେ ପାଇଦେଲା ଯେ ମାଳିକାରେ ଯେଉଁ ଶେଷ ସଙ୍କେତ ଆସିବାର ଥିଲା , ବର୍ତ୍ତମାନ ତାହା ଦେଖା ଦେଲା ଅନ୍ତିମ କାଳର ଶେଷ ସଙ୍କେତ ବଉଳା କୁମ୍ଭୀର !
ତ୍ରାହି ନାହିଁ ଆଉ ସାରା ବିଶ୍ଵ ବ୍ରହ୍ମାଣ୍ଡକୁ କାହିଁକି ନା ପୁରୀ ଶ୍ରୀକ୍ଷେତ୍ରରେ ମାତିଲାଣି ବଉଳା କୁମ୍ଭୀରର ଗର୍ଜନ ! ଏହି ବଉଳା କୁମ୍ଭୀରକୁ ଲୋକମାନେ ଦେଖି ଭୟରେ ଥରିଲେଣି ଆଉ କେତେ ଜଣେ ଶିକାର ମଧ୍ୟ ହୋଇସାରିଲାଣି ! ସେହି ବଉଳା କୁମ୍ଭୀରଟି ତାର ଭୟଙ୍କର ରୂପ ଦେଖାଇବା ସହ ଭୟଙ୍କର ଗର୍ଜନ ମଧ୍ୟ କରୁଛି ! ଆଉ ଇଏ ହେଉଛି ସେହି ଅନ୍ତିମ କାଳର ବଉଳା କୁମ୍ଭୀରର ଗର୍ଜନ ! ଯେଉଁପରି ଭାବେ ମାଳିକାରେ ଲେଖା ହୋଇଛି ଯେ , ଶେଷ ଅନ୍ତିମରେ ବଉଳା କୁମ୍ଭୀର ତାର ଭୟଙ୍କର ରୂପ ନେବା ସହ ଭୟଙ୍କର ଗର୍ଜନ କରି ଲୋକମାନଙ୍କୁ ଛିନ୍ ବିନ୍ କରି ଖାଇବ !
ମାଳିକାରେ ଏହା ବି ବର୍ଣ୍ଣିତ ଯେ ଯେତେବେଳେ ଚିତଳ ମାଛ ଆଉ ବଉଳା କୁମ୍ଭୀରର ମିଳନ ହେବ ! ସେତେବେଳେ ସାରା ବିଶ୍ଵ ଧ୍ଵଂସ ହୋଇଯିବ ! ଏହା ମଧ୍ୟ ଖୁବ୍ ଶୀଘ୍ର ସତ ହେବ ଆଉ କଳିଯୁଗ ମଧ୍ୟ ଶେଷ ହୋଇଯିବ ! କାହିଁକି ନା ଚିତଳ ମାଛ ବି ପୁରୀ ଶ୍ରୀକ୍ଷେତ୍ର କୁ ଆସିବାକୁ ଶେଷ ସେଙ୍କେତ ମଧ୍ୟ ଦେଇସାରିଲାଣି ! ସାରା ବିଶ୍ବରେ ଖେଳିବ ଚିତଳ ମାଛର ଭୟଙ୍କର ରୂପ ଓ ବଉଳା କୁମ୍ଭୀର ଭୟଙ୍କର ଗର୍ଜନ ! ବର୍ତ୍ତମାନ ଆସିଗଲା ଶେଷ ଅନ୍ତିମ କାଳ ଆଉ ଖୁବ୍ ଶୀଘ୍ର ଧ୍ଵଂସ ହେବ କଳିଯୁଗର ଶେଷ କାଳ !!!!!!