ପୁରୀର କେଉଁ ସ୍ଥାନରେ ପୂଜା କରାଯାଏ ଘୁଷୁରି ମାଂସ ........!!
କେଉଁ ଦେବୀଙ୍କ ପାଖରେ ଲାଗିଥାଏ ଏହି ଘୁଷୁରି ମାଂସ......!!
କିଏ ସେହି ଦେବୀ ଏପରି କାହିଁକି ମାଂସ ଭକ୍ଷଣ କରୁଛନ୍ତି .........!!
କେବେଠାରୁ ଏହି ମାଂସ ଭକ୍ଷଣ ପରମ୍ପରା ଲାଗୁହୋଇଛି .....!!
ତେବେ ଆସନ୍ତୁ ଜାଣିବା କିଏ ସେହି ଦେବୀ .......ପୁରୀ ଭଳି ଏକ ପବିତ୍ର ସ୍ଥାନରେ ରହି ମାଂସ ଭକ୍ଷଣ କରୁଛନ୍ତି........!!!
“ ହଁ ଦର୍ଶକ ବନ୍ଧୁ “.......!!
।ମନ୍ଦିର ଭଳି ଏକ ପବିତ୍ର ସ୍ଥାନରେ ମାଂସ ପୂଜା କରିବା ତା ଦୂରର କଥା କିନ୍ତୁ ପାଟିରେ ଧରିବା ମଧ୍ଯ୍ଯ ଶୁଭ ବୋଲି କୁହାଯାଏ । କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଏକ ମନ୍ଦିର ଦେଖାଇବୁ ଯାହାକୁ ଦେଖିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେଯେ। ଏହିଠାରେ ରହିଛି ବହୁ ଚର୍ରଚିତ ଅବଧୂତ ମଠ ,ଯାହାକୁ ନେଇ ବହୁ ଅଲୌକିକ ରହସ୍ୟ ଭାରି ରହିଛି । ଏହି ମଠରେ ସୂର୍ଯ୍ୟ ଦେବତାଙ୍କୁ ପୂଜା କରାଯିବ ସହ ଘୁଷୁରି ମାଂସ କୁ ଭୋଗ କରାଯାଏ । ଏ କଥାଟା ଶୁଣିବାପରେ ଆପଣ ମାନେ ବିଶ୍ବାସ ହେଉନ ଥିବା କିନ୍ତୁ ଏ କଥା ସେହି ମଠର ପୂଜାରୀ ଜଣକ କହୁଛନ୍ତି ।ଲୋକମାନଙ୍କର କହିବା କଥା ଯେ ପୂର୍ବ କାଳରୁ ହିଁ ଏହି ମଠରେ ତନ୍ତର ପୀଠ ଥିଲା ତା ଏଠାରେ ମାଛ ମାଂସ ପ୍ରସାଦ ମଧ୍ଯ୍ଯ ହେଉଥିଲା କାରଣ ଏଠାରେ ଶିବଙ୍କ ପୀଠ ଥିଲା ।
ଏହି ପୀଠ ବହୁତ ପୁରୁଣା ଥିଲା ତେଣୁ ଏଠାରେ ମଦ ମାଂସ ସହ ତୁଲସୀ ପତ୍ରକୁ ଦେଇ ପୂଜା କରାଯାଉଥିଲା । ଯେତେବେଳେ କି ମହାପ୍ରସାଦର ପ୍ରଚଳନ ହେଉଥିଲା । ଏଗାର ସହ ଖ୍ରୀଷ୍ଟାଦ୍ଧରେ ମୁସଲ୍ ମାନେ ଆସି ପୁରନ୍ଧ୍ର ମନ୍ଦିରକୁ ଭାଙ୍ଗିଲେ , ତୁଲସୀ ପତ୍ର ସହ ଘୁଷୁରି ମାଂସ ପୂଜା କରିଲେ । ଜକା କି ଘୁଷୁରି ମାଂସକୁ ମୁସଲ୍ ମାନେ ଘୃଣା କରନ୍ତି ।ଏବଂ ସେ ଛାଡିକି ଚାଲିଯାଇଥିଲେ ।ଯେତେବେଳେ କଣାର୍କ କୁ ଲାଙ୍ଗୁଡା ନରସିଂହ ଦେବ ଜୟ କରିଲେ ସେତେବେଳେ ସୂର୍ଯ୍ୟ ପୂଜା ବିଧିରେ ପୁରୀର କେଉଁ ସ୍ଥାନରେ ପୂଜା କରାଯାଏ ଘୁଷୁରି ମାଂସ ........!!
କେଉଁ ଦେବୀଙ୍କ ପାଖରେ ଲାଗିଥାଏ ଏହି ଘୁଷୁରି ମାଂସ......!!
କିଏ ସେହି ଦେବୀ ଏପରି କାହିଁକି ମାଂସ ଭୋଗ ପାଉଛନ୍ତି .........!!
କେବେଠାରୁ ଏହି ମାଂସ ଭକ୍ଷଣ ପରମ୍ପରା ଲାଗୁହୋଇଛି .....!! ତେବେ ଆସନ୍ତୁ ଜାଣିବା କିଏ ସେହି ଦେବୀ .......ମନ୍ଦିର ଭଳି ଏକ ପବିତ୍ର ସ୍ଥାନରେ ରହି ମାଂସ ଭୋଗ ........!!!
“ ହଁ ଦର୍ଶକ ବନ୍ଧୁ “.......!!
ମନ୍ଦିର ଭଳି ଏକ ପବିତ୍ର ସ୍ଥାନରେ ମାଂସ ପୂଜା କରିବା ତ ଦୂରର କଥା, କିନ୍ତୁ ପାଟିରେ ଧରିବା ମଧ୍ଯ୍ଯ ଅଶୁଭ ବୋଲି କୁହାଯାଏ । ହେଲେ ଆଜି ଆମେ ଆପଣଙ୍କୁ ଏପରି ଏକ ମନ୍ଦିର ଦେଖାଇବୁ ଯାହାକୁ ଦେଖିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଏହିଠାରେ ରହିଛି ବହୁ ଚର୍ଚିତ ଅବଧୂତ ମଠ ,ଯାହାକୁ ନେଇ ବହୁ ଅଲୌକିକ ରହସ୍ୟ ଭରି ରହିଛି । ଏହି ମଠରେ ସୂର୍ଯ୍ୟ ଦେବତାଙ୍କୁ ପୂଜା କରାଯିବା ସହ ଘୁଷୁରି ମାଂସ କୁ ଭୋଗ କରାଯାଏ । ଏ କଥା ଶୁଣିବାପରେ ଆପଣମାନଙ୍କୁ ବିଶ୍ବାସ ହେଉନ ଥିବ..!! କିନ୍ତୁ ଏ କଥା ସେହି ମଠର ପୂଜାରୀ ଜଣକ କହୁଛନ୍ତି ।ଲୋକମାନଙ୍କର କହିବା କଥା ଯେ ପୂର୍ବ କାଳରୁ ହିଁ ଏହି ମଠରେ ତନ୍ତର ପୀଠ ଥିଲା..!! ଆଉ ଏଠାରେ ମାଛ ମାଂସ ପ୍ରସାଦ ମଧ୍ଯ୍ଯ ହେଉଥିଲା କାରଣ ଏଠାରେ ଶିବଙ୍କ ପୀଠ ଥିଲା ।
ଏହି ପୀଠ ବହୁତ ପୁରୁଣା ଥିଲା ତେଣୁ ଏଠାରେ ମଦ ମାଂସ ସହ ତୁଲସୀ ପତ୍ରକୁ ଦେଇ ପୂଜା କରାଯାଉଥିଲା । ଯେତେବେଳେ କି ମହାପ୍ରସାଦର ପ୍ରଚଳନ ହେଉଥିଲା । 1100 ସହ ଖ୍ରୀଷ୍ଟାଦ୍ଧରେ ମୁସଲମାନ ମାନେ ଆସି ମନ୍ଦିରକୁ ଭାଙ୍ଗିଥିଲେ, ଆଉ ତୁଲସୀ ପତ୍ର ସହ ଘୁଷୁରି ମାଂସ ପୂଜା କରିଲେ । ଯାହାକି ଘୁଷୁରି ମାଂସକୁ ମୁସଲମାନ ମାନେ ଘୃଣା କରନ୍ତି । ଏବଂ ସେ ଏହାକୁ ଛାଡି ଚାଲିଯାଇଥିଲେ । ଯେତେବେଳେ କୋଣାର୍କ କୁ ଲାଙ୍ଗୁଡା ନରସିଂହ ଦେବ ଜୟ କରିଲେ ସେତେବେଳେ ସୂର୍ଯ୍ୟ ପୂଜା ବିଧିରେ ଘୁଷୁରି ମାଂସର ପୂଜା ବିଧି ପ୍ରଚଳିତ ଥିଲା...!! ତେଣୁ ଲାଙ୍ଗୁଡା ନରସିଂହ ଦେବ କୋଣାର୍କ ମନ୍ଦିରରେ ତିନି ଚାରୋଟି ଜାଗାରେ ଘୁଷୁରି ମାରିବାର ନିୟମ ରଖିଲେ ।
କିମ୍ବଦନ୍ତୀ ଅନୁସାରେ ରାଜା ଲାଙ୍ଗୁଡା ନାରସିଂହ ଦେବଙ୍କ ସମୟରେ ନିଧିଷ୍ଟ ସାମ୍ପ୍ରଦାୟର ବିଦେଶୀ ଶକ୍ତିର ଆକ୍ରମଣରୁ ରକ୍ଷା କରିବା ପାଇଁ ଏଠାରେ ଘୁଷୁରି ମାଂସ ପୂଜା କରାଯାଏ । ଆଉ ଏହା 1100 ସହ ଶତାଦ୍ଧି ହେଲା ପାଳନ ହୋଇ ଆସୁଛି । ପୁରାତନ କାଳରୁ ଆଜି ଯାଏଁ ଏହି ମଠରେ ଘୁଷୁରି ମାଂସ ପୂଜା କରାଯାଇ ଆସୁଛି |