ଜଗନ୍ନାଥଙ୍କ ମହିମା

* ସତରେ କ'ଣ  ଭଗବାନ ଅଛନ୍ତି ?
* ସେ କ'ଣ  ସତରେ  ଦୁଃଖୀ ଦରିଦ୍ରଙ୍କ ଡାକ ଶୁଣନ୍ତି କି ?

       """" ହଁ ଆଜ୍ଞା """"

ଜଗତର ନାଥ ଜଗନ୍ନାଥଙ୍କୁ କିଏ ବା ନଜଣେ , ତାଙ୍କର ଅପାର ମହିମା ! ସେ ବଡ଼ ଦେଉଳରେ ବସି ସବୁ  ଦେଖୁଛନ୍ତି  | ତାଙ୍କ ଚକା ଚକା  ଆଖିରେ ସେ ସବୁବେଳେ ଭକ୍ତ ମlନଙ୍କର ଦୁଃଖ ଦୂର  କରିବାକୁ  ଦେଖିଥାନ୍ତି,,,, l
ସତରେ ତାଙ୍କର ମହିମା ଅପାର  |

      ଜଗନ୍ନାଥଙ୍କ ମନ୍ଦିରରେ ସବୁକିଛି ଅଦ୍ଭୁତ  ଘଟଣା ମlନ ଘଟୁଛି  | ଯେପରିକି ପ୍ରତିଦିନ ସ୍ୱୟଂ ପ୍ରଭୁ ଜଗନ୍ନାଥଙ୍କ ପାଇଁ 56 ଗୋଟି ଭୋଗ ରନ୍ଧାଯାଇଥାଏ |

ଲୋକ ମାନେ କୁହନ୍ତି ଯେ,,,ମାତା ଲଷ୍ମୀ ନିଜେ ଆସି ରୋଷେଇ ଘରେ ମହାପ୍ରଭୁଙ୍କ ପାଇଁ ଅଭଡ଼ା ରୋଷେଇ କରନ୍ତି.......!!!!!!

    ସେହି ରୋଷେଇ ଘରେ ଏମିତି କ'ଣ ରହିଛି ?

କିଛି ଅଜଣା ରହସ୍ୟ ରହିଛିକି,,ପୁରୀ ଶ୍ରୀ ମନ୍ଦିର ରୋଷେଇ ଘରେ........!!!!!

     ଆସନ୍ତୁ ଜାଣିବା ସେହି ରହସ୍ୟ........!!!!
ଶ୍ରୀ ମନ୍ଦିର ରୋଷେଇ ଶାଳରେ ପୁରା 240 ଗୋଟି ଚୁଲି ରହିଛି.....!!!!!!
ରୋଷେଇ କରିବା ସମୟରେ ପୁରା 9ଟି ହାଣ୍ଡି ଭାଡ଼ି କରି ରଖାଯାଇଥାଏ |

"ମା" ଲଷ୍ମୀଙ୍କ ଅପାର ମହିମା ଯୋଗୁଁ ପ୍ରଥମେ ଯେଉଁ ହାଣ୍ଡିରେ ରହିଥାଏ ତାହା ପ୍ରଥମେ ସିଜି ଥାଏ........!!!!
ରୋଷେଇ ଘରେ ଜଳୁଥିବା ଅଗ୍ନିର ନାଁ ହେଉଛି ବୈଷ୍ଣବ ଅଗ୍ନି.......!!!!!!
    

ଏହି ପରି ଅନେକ ରହସ୍ୟ ରହିଛି.....!!!!!

ଲୋକ ମାନଙ୍କୁ ଠାରୁ ଶୁଣିବାକୁ ମିଳୁଛି ଯେ ପ୍ରଭୁ ଜଗନ୍ନାଥଙ୍କ ରତ୍ନ ଭଣ୍ଡାରକୁ ରାଜା ରାଜୁତି କାଳରେ 2 ରୁ 3 ଥର ରତ୍ନ ଭଣ୍ଡାର ଖୋଲିଯାଇଛି
ଓ ଲୋକମାନେ ରତ୍ନଭଣ୍ଡାରର ଶେଷ ଦ୍ଵାରରେ ନାଗ ସାପ ମାନଙ୍କର ଗର୍ଜନ ଶୁଣିବାକୁ ମିଳୁଛି |
ପୁରାଣ ଅନୁସାରେ କୁହାଯାଏ,,,,. ଯେ ସେ ଜଗନ୍ନାଥ ଙ୍କ ରତ୍ନଭଣ୍ଡାରକୁ ସେହି ସାପ ମାନେ ଜଗିବସିଛନ୍ତି |

ଏହି ପରି ଅନେକ ରହସ୍ୟ ଘଟଣା ମାନ ଶ୍ରୀମନ୍ଦିରରେ  ଦେଖିବାକୁ ମିଳୁଛି.......!!!!!!

Tags :- # news # tvp news9 # tvp # tvpnews

Share With