81

କାହିଁକି ଏମିତି ଭୟଙ୍କର ଘଟଣା ଘଟି ଯାଇଥିଲା ରୁପାଲିଙ୍କ ସହ ........!!!!

 ଆଉ କ’ଣ ପାଇଁ ତାଙ୍କ ସହ ଏମିତି ହୋଇଥିଲା....!!!!

    କେତେ ମାତ୍ରାରେ ରୁପାଲି ଭୟ ଭୀତ ହୋଇଥିଲେ....!!!!

ସତରେ କ’ଣ ରୁପାଲି ଙ୍କ ସହ ଏମିତି କିଛି ଭୟଙ୍କର ଘଟଣା ଘଟିଛି କି ......!!!

        ଆସନ୍ତୁ ଜାଣିବା କ’ଣ ରହିଛି ଏହା ପଛରେ ବହୁତ୍ ବଡ ରହସ୍ୟ .....!!!!
     
                                     ହଁ “ ଦର୍ଶକ ବନ୍ଧୁ “
    
             ସେଦିନ ଥାଏ ଅମାବାସ୍ୟା ରାତି ଆଉ ଚାରିଆଡୁ ଅନ୍ଧାର କଳା ମେଘା ଢାଙ୍କି କରି ସାରା ଆକାଶକୁ ଅନ୍ଧାର  |   ଏବଂ ବାତାବାରଣ  କୁକୁର ଓ ବିଲୁଆ ତାହା ସହ ପେଚା ଙ୍କ ଶବ୍ଦ ଜୋର୍ ରେ ଶୁଭୁଥାଏ |                                                                    
         
       ଆଉ ସେତିକି ବେଳେ ରୁପାଲି ନିଜ ମାମୁଁ ଘରୁ ଫେରୁଥାଏ | ସେହି ଜାଗା ଟି ଥିଲା ଖୁବ୍ ଭୟଙ୍କର ଓ ରାସ୍ତାରେ କୁକୁରଙ୍କ ହାଡ ଯାକ ଛିନ୍ନ ବିନ୍ ହୋଇପଡିଥିଲା | ଆଉ ସେହି ହାଡକୁ ଦେଖି ରୁପାଲି ଖୁବ୍ ଜୋର୍ ରେ ଡରି ଯାଇଥିଲା | କିନ୍ତୁ ରୁପାଲି ଭାବୁଥିଲା କି ମୁଁ କେତେବେଳେ ନିଜ ଘରେ ପହଁଞ୍ଚିବି ...!!! କିନ୍ତୁ ସେ କ’ଣ  କରିବେ ତାଙ୍କ ପାଖରେ ଅନ୍ୟ କିଛି ରାସ୍ତା ନଥାଏ |
                   
                          ସେ କିଛି ସମୟ ଧରି ରାସ୍ତାରେ ଧୀରେ ଧୀରେ ଚାଲୁଥାଏ ଆଉ ମନରେ ପ୍ରଭୁ ହନୁମାନଙ୍କୁ ଡାକୁଥାଏ କି ମତେ ଏହି ରାସ୍ତାରୁ ଉଦ୍ଧାର କର ବୋଲି |  ରୁପାଲି ଯେତେବେଳେ ପାଦକୁ ଆଗକୁ ଆଗକୁ ପକାଇଥାଏ ସେତେବେଳେ ସେହି ରାସ୍ତାରେ  
ଲାଗିଥିବା ବାମ ଏବଂ ଡାହାଣ ପାଖରେ ଷ୍ଟିଟ୍ ଲାଇଟ୍ ଗୁଡିକ ଧୀରେ ଧୀରେ ବନ୍ଦ ହୋଇଯାଏ | ଆଉ ଲାଇଟ୍ ବନ୍ଦ ହେବ ମାତ୍ରକେ ରୁପାଲି ବେଶ୍ ଭୟଭୀତ ହୋଉଥାଏ | ଆଉ ତାକୁ ଲାଗୁଥାଏ କି କେହି ଜଣେ ପଛରୁ ଡାକୁଛି ବୋଲି ଏବଂ ସେ ପଛକୁ ବୁଲି ଦେଖେ ତୋ କେହି ବି  ନଥାଏ |

           କିନ୍ତୁ କିଛି ବାଟ ଦେଇ ଆସିଲା ପରେ ଏକ ନଦୀ ଟି ପଡିଲା ଆଉ ସେ ନିଜକୁ ବଞ୍ଚାଇବାକୁ ପାଇଁ ଗୋଟେ ଗଛ ତଳେ ଲୁଚି ଗଲା...!!!!
 ସେଠାରେ ଜଣେ ଭୟଙ୍କର ଲୋକଙ୍କୁ ଦେଖିଲା ଆଉ ସେତେବେଳ ରୁପାଲି  ବେ ହୋସ୍ ହୋଇ ତଳେ ପଡିଗଲା ! ସେହି ବ୍ୟକ୍ତିଟି ଥିଲେ ଜଣେ ଗୁଣିକାର ଓ ତାନ୍ତ୍ରିକ | ସେ ରୁପାଲି ଙ୍କୁ ଧରି ନିଜ ତାନ୍ତ୍ରିକ ଜାଗାକୁ ଚାଲିଗଲା ଆଉ ସେଠାକୁ ଯାଇ ନିଜର କାର୍ଯ୍ୟ ଅନୁଷ୍ଠାନ ଗୁଡିକ ଆରମ୍ଭ କଲା | 

            ପରେ ରୁପାଲି ଙ୍କୁ ନିଜର ମନ୍ତ୍ର ପାଣି ପକାଇ ହୋସ୍ କୁ ଆଣିଲେ ଆଉ ତାକୁ କହିଲେ ତୁ ଆଜି ବଳି ହେବୁ ଆଉ ମୁଁ ଆଜି ଅମାବାସ୍ୟାରେ ବହୁତ୍ ବଡ ଶକ୍ତିଶାଳି ହେବି | କିନ୍ତୁ ରୁପାଲି ବହୁତ୍ ହାତ ଯୋଡି କହୁଥାଏ ଯେ ମୋତେ ଛାଡିଦିଆ ବୋଲି | କିନ୍ତୁ ସେ ରୁପାଲି ର କଥାକୁ ଶୁଣିଲା ନାହିଁ ତାପରେ ରୁପାଲି କୁ ବଳି ପକେଇଦେଇଥିଲା ଆଉ ରୁପାଲି ର ମୃତ୍ୟୁ ଘଟି ଥିଲା.....!!!

      କିନ୍ତୁ ତାର ଆତ୍ମା ସେହିଠାରେ ଘୁରି ବୁଲୁଛି ଆଉ ଯାହାକୁ ଦେଖିଲେ ତାକୁ ମାରିଦଉଛି | ସେହି ଜାଗା ଦେଇ ଯିବା  କେତେ ଡ୍ରାଇଭର ମାନଙ୍କର ମୃତ୍ୟୁ ଘଟିଛି l ଏମିତି ଅନେକ ଲୋକମାନେ ଯିବା ଆସିବା ବେଳେ ଭୟ ଭୀତ  ହୋଇ ଅତ୍ୟନ୍ତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ......!!!!

     ସେଠି ରୁପାଲି ର ଆତ୍ମା ପ୍ରତି ଦିନ କାହାକୁ ନା କାହାକୁ ମାରିଦେଉଛି.....!!!!!!!!

       ବ୍ୟୁର ରିପୋର୍ଟ TVP NEWS9

Tags :- # news # tvp news9 # tvp # tvpnews

Share With