ବାହିଶି ପାହାଚେ ଖେଳିଲା ମୀନ ........!!!!!!
ସତ ହେଲା ମାଳିକା ବଚନ .........!!!!!!!!!
ବିଶ୍ଵକୁ ଆସିଲା ମହାଭୟଙ୍କର ବିପଦ ........!!!!!
ପୋକ ମାଛି ପରି ମରିବେ ଲୋକ........!!!!!!!
ବିଶ୍ଵରେ ଶୁବିଲା ବିକଳ ଚିତ୍କାର ମାଳିକା ବଚନ ବେଦର ଗାର........!!!!!
ବର୍ତ୍ତମାନ ସମଗ୍ର ପୃଥିବୀ ଜଳପୂର୍ଣ୍ଣ ହୋଇପାରେ .......!!!!!
“ ଦର୍ଶକ ବନ୍ଧୁ “..........!!!!!!!
ମାଳିକାରେ କଳିଯୁଗ ବିନାଶର ଯାହା ସବୁ ଉଲ୍ଲେଖ ରହିଛି ତାହା ମଧ୍ୟ ଗୋଟି ଗୋଟି କରି ଘଟି ଚାଲିଛି ! ମାଳିକାରେ ଏହା ବି ଉଲ୍ଲେଖ ରହିଛି ଯେ ମହାପ୍ରଭୁ ଜଗନ୍ନାଥ ଶ୍ରୀମନ୍ଦିର ଛାଡି ଛତିଆ ବଟକୁ ଚାଲିଯିବେ ! କିନ୍ତୁ ଏହା ମଧ୍ୟ ଉଲ୍ଲେଖ ରହିଛି ଯେ ବାହିଶି ପାହାଚରେ ଖେଳିବ ମିନ ଆଉ ପୋକ ମାଛି ପରି ମରିବେ ଲୋକ ! ବର୍ତ୍ତମାନ ତାହା ଗତ କାଲି ସତ ହୋଇଛି ! ଏବେ ସାରା ସଂସାର ବା ବିଶ୍ଵକୁ ତ୍ରାହି ନାହିଁ ଆଉ ! କାହିଁକି ନା ପ୍ରଭୁ ଜଗନ୍ନାଥ ବାହାରିଲେଣି ଛତିଆ ବଟକୁ ଏବଂ ବାହିଶି ପାହାଚରେ ମିନ ମଧ୍ୟ ଖେଳିସାରିଲାଣି ! ସମୁଦ୍ରର ପାଣି ମଧ୍ୟ ଭୟଙ୍କର ଗର୍ଜନ ସହ ଲୋହରି ମଧ୍ୟ ଶ୍ରୀମନ୍ଦିରକୁ ଛୁହିଁବାରେ ଲାଗିଲାଣି ! ଭୟରେ ଥରିଲେଣି ସାରା ସଂସାର ........
ମାଳିକା ବଚନ ଅନୁସାରେ , ଗୋଟେ ଦିନେ ଏକ ଚିଲ ଶ୍ରୀମନ୍ଦିରର ପତକା ଉପରେ ବସିଥିଲା ଏହା ଯେତେବେଳେ ସମସ୍ତ ଦେଖିଥିଲେ ସବୁ ଆଶ୍ଚର୍ଯ୍ୟ ହୋଇଗଲେ ! ସମସ୍ତ ଏହାକୁ ଅଶୁଭ ସଙ୍କେତ ବୋଲି ଭୟ କରୁଥିଲେ ପରେ ସେମାନଙ୍କ ଭୟ ମଧ୍ୟ ସତ ହୋଇଗଲା ! କାରଣ ଚିଲ ବସିବାର କିଛି ଦିନ ପରେ କୋରନା ମହାମାରୀ ସାରା ବିଶ୍ଵରେ ହୋଇଥିଲା ଆଉ ଶ୍ରୀମନ୍ଦିରର ରତ୍ନ ଭଣ୍ଡାରର ଚାବି ମଧ୍ୟ ହଜିଯାଇଥିଲା ଏବଂ ଶ୍ରୀମନ୍ଦିର ପତକାରେ ନିଆ ଲାଗିଯାଇଥିଲା ତାପରେ କିଛି ଦିନ ତଳେ ସିଂହଦ୍ଵାରରେ ଗୋଟେ କିନ୍ନର ଆତ୍ମ ହତ୍ୟା କରିଥିଲା ! ଏହା ସବୁ ମାଳିକାରେ ଲେଖାଥିଲା !
ବର୍ତ୍ତମାନ ଆସି ଗଲା ଶେଷ ସମୟ ରାତିହେଲେ ମାଡିଆସିବ କାଳ ରାତ୍ର , ବାହାରେ ବୁଲିବେ ଭୂତ , ଡାହାଣୀ , ପିଚାଶ ଆଉ ଜଙ୍ଗଲରୁ ଆସିବେ ବାଘ , ହାତୀ ଆଉ ସହ ସହ ! ଏବଂ ମାଡିଆସିଲାଣି ହୀରାକୁଦ ବନ୍ଧର ପାଣି , ପୁଣି ସମ୍ଭାଳୁନି ସମୁଦ୍ର ଗର୍ଜନର ଲୋହରି ! ପୃଥିବୀ ଧ୍ଵଂସ ହେବାର ଆସିଲା ଶେଷ ସମୟ ଭୟଙ୍କର ଆଉ କର୍ଦଜ୍ୟ ଭାବେ ଜଳରେ ମରିବେ ଲୋକ ! କେଉଁଠି ବନ୍ୟାରେ କୋଟି କୋଟି ଲୋକ ଭାସି ଯିବେତ ଆଉ କେଉଁଠି ବାତ୍ୟାରେ ସମସ୍ତ ଲୋକ ପାଣିରେ ଜୀବନ ହାରିବେ ! ସାରା ବିଶ୍ଵର ଲୋକମାନେ ଭୟ ଓ ପ୍ରାଣ ବିକଳରେ ପାହାଡ ଉପରକୁ ଯାଇସାରିଲେଣି ! ଏବେ ତ୍ରାହି ନାହିଁ ଆଉ ବିଶ୍ଵକୁ ......
ସତ ହେଲା ମାଳିକା ବଚନ............!!!!!!!!!