କୁମ୍ଭୀର ଆତଙ୍କ ପରେ ପୁଣି ଦୂଇମୁଣ୍ଡିଆ କୁମ୍ଭୀରର ଆତଙ୍କ ।
ବଉଳା କୁମ୍ଭୀର ପେଟରୁ ଜାତ ହେଲା କି ଦୁଇମୁଣ୍ଡିଆ କୁମ୍ଭୀର ।
ଏଥର ଦୁଇ ଦୁଈଟି ଶିକାର କରିବ କି ଏହି ଦୁଇମୁଣ୍ଡିଆ କୁମ୍ଭୀର ।
ରାକ୍ଷାସ ପେଟରୁ ଜାତ ହୋଇ ପୁଣି ରାକ୍ଷାସ ରୂପ ନେବ କି ଏହି ଦୁଇମୁଣ୍ଡିଆ କୁମ୍ଭୀର ।
ମଣିଷ ମାଂସ ଖିଆ ରାକ୍ଷସୀ କୁମ୍ଭୀର ପରେ ପୁଣି ଦେଖାଦେଲା ଦୁଇମୁଣ୍ଡିଆ କୁମ୍ଭୀର ... ! ଚାରିଆଡେ ଆତଙ୍କ ଖେଳାଉଛି ଏହି ଦୁଇମୁଣ୍ଡିଆ ମଣିଷ ଖିଆ କୁମ୍ଭୀର...! ଆଉ ପୁଣିଥରେ ଆତଙ୍କିତ ଅବସ୍ଥାରେ ନଇ କୁଳିଆ ସହର ବାସି । ମଣିଷ ମାଂସ ଖିଆ ବଉଳା କୁମ୍ଭୀର ଆତଙ୍କ ପରେ ଟିକେ ଶାନ୍ତିରେ ନିଶ୍ଵାସ ମାରୁଥିଲେ ନଇ କୁଳିଆ ସହର ବାସୀ ଆଉ ସମସ୍ତ ଲୋକ। ପୁଣିଥରେ ଭୟଭୀତ ହୋଇ ପଡିଛନ୍ତି ଏହି ଦୁଇମୁଣ୍ଡିଆ କୁମ୍ଭୀରର ଅତଙ୍କରେ । ସତର୍କ ଘଣ୍ଟି ବଜାଇ ଚାରିଆଡେ ଖେଳାଇ ହୋଇ ବୁଲୁଛନ୍ତି ଏହି ମଣିଷ ଖିଆ ଦୁଇମୁଣ୍ଡିଆ ମଣିଷ ମାଂସ ଖିଆ ବଉଳା କୁମ୍ଭୀର । ପ୍ରତ୍ୟକ ନଦୀ ନାଳରେ ଆତଙ୍କିତ ଅବସ୍ଥାରେ ମଣିଷ ମାଂସ ଖାଇବା ପାଇଁ ଘୁରି ବୁଲୁଛନ୍ତି ଏହି ଦୁଇମୁଣ୍ଡିଆ କୁମ୍ଭୀର । ଆଉ ଆତଙ୍କିତ ଅବସ୍ଥାରେ ସମସ୍ତ ଗ୍ରାମବାସୀ ।
ହଁ ଆଜ୍ଞା ,,
ଏବେ ପ୍ରତ୍ୟକ ନଦୀ ନାଳରେ ପୁଣି ଦେଖିବାକୁ ମିଳିଛି ଏହି ଭୟଙ୍କର ମଣିଷ ମାଂସ ଖିଆ ଦୁଇମୁଣ୍ଡିଆ କୁମ୍ଭୀର । ଲୋକ ଭୟଭୀତ ହୋଇ ପୁଣିଥରେ ସତର୍କ ଅବସ୍ଥାରେ ନାୟନଳକୁ ଯିବା ବନ୍ଦ କଲେଣି । ଆଉ ସମସ୍ତଙ୍କୁଇ ପୁଣି ସତର୍କ କରାଇ ଦିଆଯାଉଛି ନଇ ନାଳରେ ନ ଗାଧୋଇବା ପାଇଁ । ଆଉ ସତର୍କ କରାଇବା ପାଇଁ ଡିଜିଟାଲରେ ମଧ୍ୟ ଏବେ ଭାଇରାଲ ହେଉଛି ଏହି ମଣିଷ ମାଂସ ଖିଆ ଦୁଇମୁଣ୍ଡିଆ ରାକ୍ଷାସ କୁମ୍ଭୀର । ଆଉ ଦେଖିବାକୁ ମିଳୁଛି ଯେ ଏହି ଦୁଇମୁଣ୍ଡିଆ କୁମ୍ଭୀର ଖାଲି ମଣିଷକୁ ନୁହେଁ ପଶୁ ମାନଙ୍କୁ ମଧ୍ୟ ଖାଇଦଉଛି । ବର୍ତ୍ତମାନ ସାମ୍ନାକୁ ଆସିଛି ଏହି ଦୁଇମୁଣ୍ଡିଆ ମଣିଷ ଆଉ ପଶୁ ମାଂସ କକ୍ଷା କୁମ୍ଭୀରର ଭୟାନକ ରୂପ । ଏମିତି ମାତ୍ରାରେ ଏହି କୁମ୍ଭୀର ଆତଙ୍କ ବଢାଇଛି ଯେ ଜଣାପଡିଛି ଏହି ଦୁଇମୁଣ୍ଡିଆ କୁମ୍ଭୀର ମଣିଷ, ପଶୁ , ପକ୍ଷୀ କାହାରୀକୁ ମଧ୍ୟ ଛାଡୁନାହିଁ । ସାଧାରଣରେ ଚାର୍ଛା ଚାଲିଥିବା ଏହି ବଉଳା କୁମ୍ଭୀର ଆତଙ୍କ ଏବେ ମଧ୍ୟ ଲୋକଙ୍କ ମନରୁ ଯାଇନାହିଁ, ଆଉ ପୁଣି ଆସି ଦେଖା ଦେଲାଣି ଏହି ଦୁଇମୁଣ୍ଡିଆ ରାକ୍ଷସୀ କୁମ୍ଭୀର । ଯେ ମଣିଷ ତ ମଣିଷ ପଶୁ ପକ୍ଷୀ ମାନଙ୍କୁ ମଧ୍ୟ କାହାରିକୁ ଛାଡୁନି । ପୁଣି ଚିନ୍ତାର ବିଷୟ ପାଲଟିଛି ସବୁ ନଇ କୁଳିଆ ଲୋକଙ୍କ । କଣ ସତରେ ଘୁରି ବୁଲୁଛି କି ଏହି ମଣିଷ ଆଉ ପଶୁ ମାଂସ ଖିଅ ଦୁଇ ମୁଣ୍ଡିଆ କୁମ୍ଭୀର । କିନ୍ତୁ ଏବେ ଯାଏଁ ଜଣାପଡିନି ଏହା କେଉଁ ନଦୀ କିମ୍ବା ନାଳରେ ଦେଖାଦେଇଛି । ଏହି ଦ୍ରୁଶ୍ଯ ଆମକୁ ସଚେତନ କରାଉଛି ଯେ ଭୟଙ୍କର ବଉଳା କୁମ୍ଭୀରର ଆତଙ୍କ ପରେ କେହି ମଧ୍ୟ ନଇ କିମ୍ବା ନଳକୂଅ ଯାଉଥିଲେ ସାବଧାନତାର ସହ ଯିବା ଆସିବା କରିବେ ।
ବ୍ୟୁର ରିପୋର୍ଟ TVP NEWS9