ଶୋଇବା ସମୟରେ ପାଖରେ ଭୁଲ ସୁଦ୍ଧା ରଖନ୍ତୁ ନାହି ଚପଲ ନଚେତ୍ ଆପଣ ହୋଇଯିବେ ଗରିବ ......!!
କ’ଣ ଆପଣ ଶୋଇବା ସମୟରେ ପାଖରେ ରଖୁଛନ୍ତିକି ଚପଲ ......??
ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର !
ବାସ୍ତୁଶାସ୍ତ୍ର ଅନୁସାରେ ଯେଉଁ ବ୍ୟକ୍ତି ବ୍ରହ୍ମ ସମୟରେ ଶଯ୍ୟା ତ୍ୟାଗ କରିଥାଏ ସେମାନଙ୍କ ଉପରେ ସ୍ଵୋୟମ ଭଗବାନ କୃପା କରିଥାନ୍ତି | ଆଉ କିଛି ବ୍ୟକ୍ତି ରହିଥାନ୍ତି ଯେଉଁ ମାନେ କି ଡେରିରେ ଶଯ୍ୟା ତ୍ୟାଗ କରିଥାନ୍ତି ସେମାନଙ୍କ ଉପରେ ସାଧାରଣତ କୁ-ପ୍ରଭାବ ପଡିଥାଏ|
ଏପରି ଅନେକ କଥା ରହିଛି ଯାହା ଆମେ ଜାଣତରେ ହେଉ ଅବା ଅଜାଣତରେ ଭୁଲ୍ କରିବସିଥାଉ |
ସେଇଥିପାଇଁ ବସ୍ତୁସାସ୍ତ୍ର ଅନୁସାରେ ଆମେ ରାତିରେ ଶୋଇବା ସମୟରେ ପାଖରେ ଏପରି କିଛି ଜିନିଷ | ରଖିବା ନାହିଁ ,ଯାହାଦ୍ଵାରା ଆମଉପରେ ନକାରାତ୍ମକ ପ୍ରଭାବ ପଡିବ |
ଅଧିକାଂଶ ଲୋକ ସାଧାରଣତ ଶୋଇବା ଘରେ ପାଖରେ ଚପଲ ରଖି ଶୋଇବାକୁ ପସନ୍ଦ କରିଥାନ୍ତି |କିନ୍ତୁ କ’ଣ ଆପଣ ମାନେ ଜାଣିଛନ୍ତି କି ଏପରି କରିବା ଦ୍ଵାରା ଆପଣ ଓ ଆପଣଙ୍କ ପରିବାରେ କୋଳହ ସୃଷ୍ଟି ହୋଇଥାଏ ଅଚାନକ ଧନର ହାନି ହୋଇଥାଏ ,ଆଉ ପିଲାମାଙ୍କର ଭବିଷ୍ୟତ ଖରାପ ହେବାରେ ଲାଗିଥାଏ ଏବଂ ଶନିଦେବଙ୍କ ଖରାପ ନଜର ପଡିଥାଏ | ଏଥିପାଇଁ ଆପଣ ଶୋଇବା ସମୟରେ ଏହିସବୁ ଜିନିଷ ପାଖରେ ରଖନ୍ତୁ ନାହିଁ | ଅଧିକାଂଶ ଲୋକ ଜାଣିଶୁଣି ମଧ୍ୟ ଏହି ଜିନିଷ ପାଖରେ ରଖି ଶୋଇଥାନ୍ତି |
ଆସନ୍ତୁ ଜାଣିବା ;
ବାସ୍ତୁଶାସ୍ତ୍ର ଅନୁସାରେ ଆମେ ଶୋଇବା ସମୟରେ ଆମ ପାଖରେ କେଉଁ କେଉଁ ଜିନିଷ ରଖି ଶୋଇବା ଅନୁଚିତ |
ପ୍ରଥମ କଥାହେଲା ଯେ ବାସ୍ତୁଶାସ୍ତ୍ର ଅନୁସାରେ ଶୋଇବା ବେଳେ ଆପଣଙ୍କ ଗୋଡ ପୂର୍ବ ବା ଦକ୍ଷିଣ କରି ଶୋଇବା ଅନୁଚିତ ଅଟେ ,ଓ ପଶ୍ଚିମ ଉତ୍ତର କରି ଶୋଇବା ଉଚିତ ଏବଂ ଆପଣଙ୍କର ମୁଣ୍ଡ ପୂର୍ବଦିଗ କରି ଶୋଇବା ଉଚିତ । ଏହିପରି ଶୋଇବା ଦ୍ଵାରା ମନୁଷ୍ୟ ନକାରାତ୍ମକ ଶକ୍ତି ଠାରୁ ଦୂରେଇ ରହିଥାଏ ଏବଂ ସେ ଜୀବନରେ ଅନେକ ଉନ୍ନତି କରିଥାଏ |ଆହୁରି ଅନେକ ଲୋକ ଅଛନ୍ତି ଶୋଇବା ସମୟରେ ପାଖରେ ପାଣିରଖି ଶୋଇଥାନ୍ତି କିନ୍ତୁ ଏପରି କରିବା ଅଶୁଭ ବୋଲି କହିଛନ୍ତି |
ଶୋଇବା ସମୟରେ ଧ୍ୟାନ ରଖନ୍ତୁ ଯେ ଆପଣଙ୍କ ଚାରିପାଖରେ ଚପଲ ରଖନ୍ତୁ ନାହିଁ, ନଚେତ ଆପଣ ଆପଣ ଦୁର୍ଭାଗ୍ୟକୁ ନିମନ୍ତ୍ରଣ କରୁଛନ୍ତି |
ଚପଲ ସାଧାରଣତ ଆମ ପାଦରେ ସବୁବେଳେ ରହିଥାଏ ,ଯାହାଦ୍ୱାରା ଆମ ଶରୀରର ନକାରାତ୍ମକ ଶକ୍ତି ସବୁଏହି ଚପଲ ଦ୍ଵାର ଯାଇ ପ୍ରଭାବିତ ହୋଇଥାଏ |