28ଟି ଶବକୁ ମିଳି ନାହିଁ ପରିଚୟ ଅପେକ୍ଷାରେ ରହିଛନ୍ତି ପରିବାର ଲୋକ !
DNA ମ୍ୟାଚିଂ କରିସାରିବା ପରେ ବି ମିଳୁନାହିଁ ସନ୍ଧାନ !
କ’ଣ କରାଯିବ ଏହି 28ଟି ଶବ !
ଆସନ୍ତୁ ଜାଣିବା କ’ଣ କହିଛନ୍ତି ରାଜ୍ୟ ସରକାର !
“ ହଁ ଦର୍ଶକ ବନ୍ଧୁ"
ବାହାନଗା ଟ୍ରେନ୍ ଦୃଘଟଣାରେ ଘଟିଥିବା ଟ୍ରେନ୍ ଆକ୍ସିଡେଣ୍ଟର 162 ଲୋକଙ୍କ ଶବକୁ ଭୁବନେଶ୍ଵର AMS ହସ୍ପିପିଟାଲ୍ ରେ ଭର୍ତି କରାଯାଇଥିଲା ! ଯାହା ଦ୍ୱାରା ସେଥି ମଧ୍ୟରୁ ମୃତକଙ୍କ ପରିବାର ଆସି ସେମାନଙ୍କର ମୃତ ଶବକୁ ନେଇଯାଇଥିଲେ ! କିନ୍ତୁ ଆଜି ବି ସେହି ହସ୍ପିପିଟାଲ୍ ର କଣ୍ଟେନର ଭିତରେ 28ଟି ମୃତ ଶବ ସୁରକ୍ଷିତ ଭାବରେ ରକ୍ଷାଯାଇଛି ! DNA ମ୍ୟାଚିଂ କରିସାରିବା ପରେ ବି ମିଳୁପାରୁନି ସନ୍ଧାନ !
କାହିଁକି 28ଟି ମୃତ ଶବ ଗୁଡିକର ମିଳୁନାହିଁ ପରିଚୟ !
କେବେ ମିଳିବ 28ଟି ମୃତ ଶବଙ୍କ ପରିଚୟ !
“ ହଁ ଆଜ୍ଞା “......!!!
ଆଜିକୁ ପ୍ରାୟ ତିନି ମାସ ବୀତିଗଲାଣି ବାହାନଗା ଟ୍ରେନ୍ ଦୃଘଟଣା ହେବାର , ସେହି ରେଳ ଟ୍ରାକ୍ ମଧ୍ୟ ତିଆରି ହୋଇ ଟ୍ରେନ୍ ମଧ୍ୟ ଯିବା ଆସିବା କରିସାରିଲାଣି ! କିନ୍ତୁ ଆଜି ବି ମିଳିପାରୁନି ସେହି 28ଟି ଶବ ଗୁଡିକର ସନ୍ଧାନ ! ଭୁବନେଶ୍ଵର AMS ହସ୍ପିପିଟାଲ୍ କତୃପକ୍ଷ ସୂଚନା ଦେଇଛନ୍ତି ଯେ ବାହାନଗା ଟ୍ରେନ୍ ଦୃଘଟଣାର 162 ଲୋକଙ୍କୁ ଭୁବନେଶ୍ଵର AMS ହସ୍ପିପିଟାଲ୍କୁ ଭର୍ତି କରାଯାଇଥିଲା , ସେଥି ମଧ୍ୟରୁ 81 ଟି ମୃତ ଶବକୁ ଦାବି କରିଥିଲେ 100ରୁ ଅଧିକ ଜଣ ଲୋକ ! DNA ମ୍ୟାଚିଂ କରିଲା ପରେ 53ଟି ମୃତ ଶବକୁ ଚିହ୍ନଟ କରି ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା ! ଆଉ ବାକି 28ଟି ମୃତ ଶବକୁ DNA ମ୍ୟାଚିଂ କରିବା ପରେ ସୁରକ୍ଷିତ ଭାବରେ କଣ୍ଟେନର ରଖି ଦିଆଯାଇଥିଲା ! କିନ୍ତୁ ଆଜି ପର୍ଯ୍ୟନ୍ତ କିଏ ବି ସେ 28ଟି ମୃତ ଶବକୁ ଦାବି କରିନାହାନ୍ତି !
ପ୍ରଶ୍ନ ଆସୁଛି ମନକୁ ଯେ କେବେ ମିଳିବ ସେ 28ଟି ମୃତ ଶବର ପରିଚୟ .......!!!!
ଆଉ କଣ କରାଯିବ ସେହି ମୃତ ଶବକୁ ଗୁଡିକୁ ........!!!!
ରେଳପଥ କତୃପକ୍ଷ କହିଛନ୍ତି ଯେ ଆଜି ଯାଏ ଏତେ ମୃତ ଶବ ଚିହ୍ନଟ ବା DNA ମ୍ୟାଚିଂ କରିବା ପରେ ବି କେବେ ଦେଖିବାକୁ ମିଳିନଥିଲା ! ଆଜି ପ୍ରଥମ ଥର ପାଇଁ DNA ମ୍ୟାଚିଂ କରିସାରିବା ପରେ ବି ଏମିତି କିଛି ଦେଖିବାକୁ ମିଳୁଛି ! ତେବେ ଏହି 28ଟି ଶବ ଗୁଡିକର କଣ କରାଯିବ ତାହା ରେଲୱେ ବୋର୍ଡ ରାଜ୍ୟ ସରକାରଙ୍କ ସହ ଯୋଗାଯୋଗ କରିଛନ୍ତି !