ବୁଦ୍ଧ ଖୋଲ ମନ୍ଦିର କେଉଁଠି ଅବସ୍ଥିତ.........????????

ଏହି ମନ୍ଦିରରେ କିଛି ରହସ୍ୟ ଅଛି ଯାହାକୁ ଶୁଣିଲେ ଆପଣ ମାନେ ଆଶ୍ଚଯ୍ୟ ହୋଇଯିବେ.........!!!!!!!!

ସତରେ କଣ ଏହି ମନ୍ଦିରରେ ବିଷାକ୍ତ ସାପଙ୍କ ଗର୍ଜନ ଶୁଣିବାକୁ ମିଳେ.........?????


କଣ ସତରେ ପ୍ରଭୁ ଶିବଙ୍କୁ ଏଠାକାର ଲୋକ ଦେଖିବାକୁ ପାଉଛନ୍ତି କି.........????????

ଏହି ସ୍ଥାନଟୀ ହିନ୍ଦୁ ଧର୍ମ ଙ୍କର, ନା ବୌଦ୍ଧ ଧର୍ମ ର........ "!!!!!


ଆସନ୍ତୁ ଜାଣିବା ବୁଦ୍ଧ ଖୋଲର କିଛି ଗୁପ୍ତ ରହସ୍ୟ...........!!!!!!!!!

          ଓଡିଶା ରାଜ୍ୟ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ରେ ଅବସ୍ଥିତ ବୁଦ୍ଧ ଖୋଲ ମନ୍ଦିର......,,, l ଏହି ମନ୍ଦିର ଏକ ଦର୍ଶନୀୟ ରହସ୍ୟମୟ ଏବଂ ଶାନ୍ତି ପୀଠ ଅଟେ.........l ଏହି ସ୍ଥାନକୁ ଆସିଲେ ଏଠାକାର ଘଞ୍ଚ ଜଙ୍ଗଲ, ପର୍ବତମାଳା, ଏବଂ ଉଚ୍ଚ ଶିଖରରୁ ଜରିଆସୁଥିବା ଜଳ ଧାରକୁ ଦେଖିଲେ  ମନ କୁ ଶାନ୍ତି ମିଳେ ଏବଂ ସବୁ ବାଧା ବିଘ୍ନ ଦୂର ହୋଇଥାଏ ଏହି ସ୍ଥାନରେ ଏକ ପ୍ରକାର ଅଧ୍ୟାତ୍ମିକ ଶକ୍ତି ରହିଛି ଯାହା ଫଳରେ ଦର୍ଶକ ଏହି ଜାଗାକୁ ଟାଣି ହୋଇ ଆସନ୍ତି ......


            ବୁଦ୍ଧ ଖୋଲ ହଉଛି ଗଞ୍ଜାମ ଜିଲ୍ଲା ର ଏକ ଏଇତିହାସିକ ସ୍ଥଳୀ,,, ଯାହାକି ଜିଲ୍ଲାର ମୁଖ୍ୟାଳୟରୁ 92 km ଦୂରରେ ଅବସ୍ଥିତ l ଉଚ୍ଚ ଶିଖରରୁ ଝରିଆସୁଥିବା ଏହି ଜଳଧରର କଳ କଳ ଶବ୍ଦଟି ପଯ୍ୟଟନକଙ୍କ ମନ ଯିତିନିଏ l

     ଏହି ସ୍ଥାନରେ 5 ଟି ମହାଦେବଙ୍କ ମନ୍ଦିର ରହିଛି l ଯାହାର ନାମ ଶ୍ରୀ ମକରେଶ୍ୱର,,,,,, ଶ୍ରୀ ଗଙ୍ଗାଧର,, ଶ୍ରୀ ଜଗଦେଶ୍ୱର,,, ଶ୍ରୀ ବୁଧେଶ୍ୱର,,, ଯାହାକି ମହାଦେବଙ୍କ ମନ୍ଦିର ନାମରେ ଜଣାଶୁଣା l

        ଏହି ମନ୍ଦିର ଗୁଡିକର ନିର୍ମାଣ ଜଗତଗୁରୁ ଆଦିଶଙ୍କର ଥିଲେ l ବୁଦ୍ଧ ଖୋଲ ମନ୍ଦିରକୁ ପଞ୍ଚ ମହାଦେବ ପୀଠ ବୋଲି ମଧ୍ୟ କୁହାଯାଏ l ଏହି ବୁଦ୍ଧ ଖୋଲ ମନ୍ଦିରର 2km ଭିତର ଅଞ୍ଚଳରେ ଏକ ସିଦ୍ଧଗୁମ୍ଫା ରହିଛି ଯେଉଁ ଗୁମ୍ଫାରେ ପୂର୍ଵରୁ ବୁଦ୍ଧବିକ୍ଷୁ ମାନେ ରହି,ଏହି ଧ୍ୟାନ କରି ସିଦ୍ଧଲାଭ  କରୁଥିଲେ..... """

       କୁହାଯାଏ ଯେ ଏହି ଗୁମ୍ଫା ଭିତରେ ପଶିଗଲେ ଲୋକମାନେ ନିଜକୁ ନିଜେ ଭୁଲିଯାନ୍ତି l କାରଣ ଏହି ଗୁମ୍ଫା ରେ ବିଜ୍ଞାନର କିଛି ଶକ୍ତି ଅନୁଭୂତି ହୁଏ l ଏହି ଗୁମ୍ଫା ଟି ଯେତେ ଆକର୍ଷନିୟ  ସେତେ ରହସ୍ୟ ମୟ......!!!!!!! l ବୁଦ୍ଧଖୋଲ ଏପରି ଏକ ସ୍ଥାନ ଯେଉଁସ୍ଥାନରେ ଉଭୟ ହିନ୍ଦୁ ଏବଂ ବୁଦ୍ଧ ଧର୍ମ ର ମିଶ୍ରଣ ହୋଉଥାଏ l

              ମହାଶିବରାତ୍ରି ରେ ଏହି ସ୍ଥାନକୁ ଆସି ଧ୍ୟାନ କଲେ ସବୁ ସମସ୍ୟାର ସମାଧାନ ହୋଇଥାଏ....... ଏବଂ ଶରୀରର ଅନେକ ଇନ୍ଦ୍ରିୟ ଜାଗ୍ରତ ହୋଇଥାଏ l ବୁଦ୍ଧଖୋଲରେ ଅବସ୍ଥିତ ଏକ ବିରାଟକାୟ ଶିବ, ପାର୍ବତୀ ମୂର୍ତ୍ତି ଦର୍ଶକଙ୍କ ଆକର୍ଷଣ ର କେନ୍ଦ୍ରବିନ୍ଦୁ ପାଲଟିଛି l ପାହାଡର 25 ଫୁଟ ଉପରୁ ଯେଉଁ ଜଳ ପ୍ରବାହ ବୋହୁଛି,... ଏହି ଜଳରେ କିଛି ଏପରି ଔଷଧୀୟ ଗୁଣ ରହିଛି ଯାହାକି ଅନେକ ରୋଗ ବୈରାଗ୍ୟ କୁ ଭଲ କରିଥାଏ l ଏ ମନ୍ଦିରରେ ଅନେକ ବିଷ ଧର ସାପ ଦେଖିବାକୁ ମିଳୁଛି କିନ୍ତୁ ଏହି ସାପ କେବେ କାହାରି କ୍ଷତି କରି ନାହିଁ....... l ତେବେ ଏ ଥିଲା ବୁଦ୍ଧ ଖୋଳ ମନ୍ଦିରର ରହସ୍ୟ l

Tags :- # news # tvp news9 # tvp # tvpnews

Share With