କାହିଁକି ଅମାବାସ୍ୟା ଦିନ ଉପବାସ ରହିଲେ ବ୍ରହ୍ମାଣ୍ଡ ଠାକୁର  .......!!

କାହିଁକି ଭକ୍ତଙ୍କ ଆଖିରୁ ଅସୃର ଲୁହ ଝରି ପଡିଥିଲା ..........!!

କଣ ସେବାୟତ ମାନେ ନୀତି କାର୍ଯ୍ୟ କରିବାରେ କେଉଁଠି ଭୁଲ୍ କରିଦେଲେ କି ..........!!!

କାହିଁ କି ସେବାୟତ ମାନଙ୍କ ମଧ୍ୟରେ ବିବାଦ ଦେଖା ଦେଇଥିଲା .......!!

     ଦର୍ଶକ ବନ୍ଧୁ .......!!!

       ଜଗତର ନାଥ ଜଗନ୍ନାଥ କାଳିଆ ଶାନ୍ତ । କୋଟି ବ୍ରହ୍ମାଣ୍ଡର ଠାକୁର  ଅଟନ୍ତି । ଯିଏ ଭକ୍ତର ଦୁଖକୁ ଦେଖି ସହି ପାରନ୍ତିନୀ ଆଉ ଗରିବଙ୍କ ମୁହଁରେ ଦାନା ଦିଅନ୍ତି ଆଜି ସେ କେମିତି ନିଜେ ଉପବାସ ରହିପାରିଲେ । ଏପରି କାହିଁକି କରିଲେ ମହାପ୍ରଭୁ । ଆସନ୍ତୁ ଜାଣିବା ...........!!


ଏବେ ଦୁଇଦିନ ତଳେ ପଡିଥିଲା ସପ୍ତପୁରୀ ଅମାବାସ୍ୟା । ଏହି ସପ୍ତ ପୁରୀ ଅମାବାସ୍ୟାରେ  ମହାପ୍ରଭୁଙ୍କୁ ଲାଗିଥାନ୍ତା ଭିନ୍ ଭିନ୍ ପ୍ରକାର ଭୋଗ , ମିଠେଇ ଆଉ ତାଙ୍କର ପ୍ରିୟ ଭୋଗ ସାତ ପୁରୀ ମଧ୍ୟ କରି ରଖା ଯାଇଥିଲା । ଆଉ ସେହି ସାତ ପୁରୀର ଭୋଗକୁ ଖାଇ ନିଜର ହସ ହସ ମୁହଁରେ ଭକ୍ତଙ୍କୁ ଦର୍ଶନ ଦେଇଥାନ…

Tags :- # news # tvp news9 # tvp # tvpnews

Share With