ମନୋରଞ୍ଜନ / August 28 , 2023
483

କ’ଣ ଆପଣ ଜାଣନ୍ତି ଭାରତର ଟପ୍-5 ଧନୀ ମନ୍ଦିର କିଏ  ...!!

 ଏସବୁ ମନ୍ଦିରର ସମ୍ପତି ଆଗରେ ଅମ୍ବାନୀ  କିଛି ନୁହଁନ୍ତି .....!!

ଆମ ଦେଶ ଭାରତରେ  ୬ଲକ୍ଷ୍ୟରୁ ଅଧିକ ମନ୍ଦିର ରହିଛି,ସେଥିରୁ କିଛି ମନ୍ଦିର ଧନ ଧ୍ୟାନ୍ୟକୁ ନେଇ ଚର୍ଚ୍ଚା ରୁହନ୍ତି ।ଆଜି ଆମେ ଆପଣଙ୍କୁ ଭାରତର ୫ଟି ସବୁଠୁ ଧନୀ ମନ୍ଦିର ବିଷୟରେ କହିବୁ । 
    
          “ହଁ ଦର୍ଶକ ବନ୍ଧୁ”......!!


 ପ୍ରଥମରେ ରହିଛି  କେରଳର  ତିରୁଅନନ୍ତ ପୁରରେ ଅବସ୍ଥିତ ପଦ୍ମାନାଭମନ୍ଦିର । ଏହି ମନ୍ଦିର କେବଳ ଭାରତର ନୁହେଁ ବିଶ୍ଵର ସବୁଠୁ ଧନୀ ମନ୍ଦିର । ମନ୍ଦିର ଭିତରେ ଥିବା ଗୁପ୍ତ କୋଠୋରୀ ରୁ ହଜାର ହଜାର କୋଟିର ସମ୍ପତି ବାହାରି ଥିଲା । ଏହି ମନ୍ଦିର ପକ୍ଷେ ୧ଲକ୍ଷେ ୨୦ ହଜାର କୋଟିର ସମ୍ପତି ରହିଛି । 


ଦ୍ଵିତୀୟରେ ଆନ୍ଦ୍ରାପ୍ରଦେଶ  ତିରୁମାଳରେ ଅବସ୍ଥିତ ତିରୁପତି ବାଲାଜୀ ମନ୍ଦିର ,ଭଗବାନ ଭେଙ୍କେଟେସ୍ଵରଙ୍କ ଏହି ମନ୍ଦିର ଦ୍ଵିତୀୟ ଧନୀ ମନ୍ଦିର । ତିରୁପତି ବାଲାଜୀ ମନ୍ଦିର ଦୈନିକ ୪ ରୁ  ୬ କୋଟି ଟଙ୍କା ଆୟ କରେ । ତାହା ସହ ଅଲଗା ଅଲଗା ବ୍ଯାଙ୍କରେ ମନ୍ଦିରର ତିନି ହଜାର k.gରୁ ଅଧିକ ସୁନା ଜମା ରହିଛି | 


ତୃତୀୟରେ ସିରିଡ଼ି ସାଇ ବାବଙ୍କ ମନ୍ଦିର । ମନ୍ଦିରରେ ଥିବା ସାଇ ବାବଙ୍କ  ସିଂଙ୍ଗାସନ କେବଳ ୯୪ k.g ସୁନରେ ତିଆରି ହୋଇଛି । ମନ୍ଦିର ପାଖେ ଚାନ୍ଦି ଅଳଙ୍କାର ମଧ୍ଯ୍ଯ ରହିଛି ।ଗତ ଆର୍ଥିକ ବର୍ଷରେ ବାର୍ଷିକ ଆୟ ୯୦୦ କୋଟି ଟଙ୍କାରେ ପହଞ୍ଚିଛି । 


ଚତୁର୍ଥ ରେ ଯମୁରେ ଥିବା ବୈଷ୍ଣବ ଦେବୀ ମନ୍ଦିର । ଏହି ମନ୍ଦିରକୁ ୫୦୦ କୋଟିର ଅଧିକ ଦାନ ଆସିଥାଏ । ବାର୍ଷିକ ସବୁଠୁ ଅଧିକ ଭକ୍ତ ଆସୁଥିବା ,ମନ୍ଦିର ଭିତରେ ବୈଷ୍ଣବ ମନ୍ଦିର ଦ୍ୱତୀୟ ସ୍ଥାନ ରହିଛି ।


ପଞ୍ଚମରେ ସିଦ୍ଧିବିନାୟକ  ମନ୍ଦିର ।ଭଗବାନ ଗଣେଶଙ୍କର ସବୁଠାରୁ ଲୋକ ପ୍ରିୟା | ଏହି ମନ୍ଦିରର ମୁଖ୍ୟ ମନ୍ଦିରରେ ୪ kg ସୁନା ଲଗାଯାଇଛି ।ମନ୍ଦିର ବାର୍ଷିକ ୧୨୫ କୋଟି ଟଙ୍କା  ଅଧିକ ଆୟ କରେ ।

Tags :- # news # tvp news9 # tvp # tvpnews

Share With