23

ମଣିଷ ଜାଲରେ କୁମ୍ଭୀର ଛୁଆ .........!!
ମାଛ ବଦଳରେ ପଡିଲା କୁମ୍ଭୀର .........!!
ମାଛ ଭାବିକି ଟେକି ଆଣିଲେ କୁମ୍ଭୀର ଛୁଆ ........!!
 
     ହଁ ଦର୍ଶକ ବନ୍ଧୁ .......!!

ଆପଣ ମାନେତ ଜାଣିଥିବେ କୁମ୍ଭୀର ଆତଙ୍କ ଏବେ ଚାରିଆଡେ ବ୍ୟାପୀଛି । ସେହି ମଣିଷ ଖିଆ କୁମ୍ଭୀର ମଣିଷ ମାଂସ ଖାଇବା ପାଇଁ ପାଗଳ ପରି ଚାରିଆଡେ ଘୂରିବୁଲୁଛି । କେବେ ନଦୀ ,ନଈ ,ନାଳ ,ପୋଖୋରୀରେ ତ କେବେ ଗାଁ ରାସ୍ତାରେ ।  କେବେ ମଣିଷକୁ ଖାଉଛିତ କେବେ ପଶୁକୁ । ଏହି ପରି ଭାବରେ କୁମ୍ଭୀରର ଆତଙ୍କ ଚାରିଆଡେ ଖେଳି ଯାଇଥିବାରୁ ନଦୀକୁଳକୁ ଯିବା ପାଇଁ ଲୋକେ ଭୟଭୀତ ହେଉଥିଲେ । ଭୟରେ କେହି ମଧ୍ୟ ନଦୀ କୁଳକୁ ପାଖକୁ ଯାଉନଥିଲେ । ଯଦି କେହି ନଦୀର ପାଖ ଆଖକୁ ମଧ୍ୟ ଯାଉଥିଲେ , ରାକ୍ଷସ ରୂପୀ କୁମ୍ଭୀରଟା ଜାତକ ପରି ଚାହିଁ ରହୁଥିଲା । ଓ ତାର ସୁଯୋଗ ଦେଖି ମଣିଷକୁ ନଦୀକୁ ଟାଣି ଆଣି ପାଣିରେ ପକାଇ ଛିନ୍ନ ଭିନ୍ନ କରି ତାକୁ ମାରି ଖାଇଦେଉଛି । ସେଥି ପାଇଁ ନଦୀକୂଳକୁ ଯିବା ଯାହା ମୃତ୍ୟୁକୁ ଡାକିଆଣିବା ତାହା ଏହି ଭୟରେ ଲୋକେ ନଦୀ କୁଳକୁ କି ନଦୀ ପାଖକୁ ଯିବା ପାଇଁ ଭୟଭୀତ ହେଉଥିଲେ ।

କିଛି ଦିନ ପରେ କୁମ୍ଭୀରର ଆତଙ୍କ କମିବାର ଦେଖି ମତ୍ସ୍ୟଜୀବି ନିଜର ପରିବାର ଓ ପେଟକୁ କିଛି ଖାଦ୍ୟ ଯୋଗାଡ କରିବା ପାଇଁ ମାଛ ଧରିବାକୁ ନଦୀକୂଳକୁ ଯାଇଥିଲେ । ନଦୀ କୁଳକୁ ଯାଇ ଜାଲ ବିଛାଇ ମାଛ ମଧ୍ୟ ଧରିଥିଲେ । ଏମିତି ବହୁତ ସମୟ ମାଛ ଧରିବା ପରେ ଶେଷରେ ଜାଲରେ ପଡିଥିଲା କୁମ୍ଭୀରଛୁଆ । ଯେତେବେଳେ ସେମାନେ ଜାଲଟିକୁ  ଟାଣିଥିଲେ     ,ଜାଲଟି ଟାଣିଲା ବେଳେ ଓଜନ ହୋଇଥିଲା । ସେ ମନେ ମାନେ ଭାବି  ନେଲେ ଯେ ଜାଲରେ ଏଥର ଏକ ବଡ ମାଛ ପଡିଛି ବୋଲି ଉପରକୁ ଟାଣି ବାହାର କରିଲେ । କିନ୍ତୁ ମାଛ ବଦଳରେ ଜାଲରେ ପଡିଥିଲା କୁମ୍ଭୀର ଛୁଆ । ଏହାକୁ ଦେଖି ମତ୍ସ୍ୟଜୀବି ମାନେ ଆଶ୍ଚର୍ଯ୍ୟ ହୋଇଗଲେ ତାକୁ ପାଣିରୁ କାଢି ବାହାରକୁ ବାହାର କରିଥିଲେ । 


ବ୍ୟୁର ରିପୋର୍ଟ tvp news 9 ……..!!

Tags :- # news # tvp news9 # tvp # tvpnews

Share With