19

ମଣିଷ ମାଂସ ପାଇଁ ପୁଣି ଖାଇଲା ପଶୁ ମାଂସ..!!
ପୁଣି ଥରେ ପଶୁ ମାନଙ୍କୁ ଝୁଣି ଖାଉଛି ସେହି ବଉଳା କୁମ୍ଭୀର...!!
କିପରୀ ଷଣ୍ଡଟିକୁ ଝୁଣି ଖାଇଦେଲା ଏହି ରାକ୍ଷସ ରୂପ ଧାରୀ କୁମ୍ଭୀର...!!
ଆସନ୍ତୁ ଜାଣିବା ଏହି ମଣିଷ ଆଉ ପଶୁ ମାଂସ ଖିଆ ବଉଳା କୁମ୍ଭୀର କିପରୀ ଭୟାନକ ରୂପ ଦେଖାଇ ବର୍ତ୍ତମାନ ଚାରିଆଡେ ଆତଙ୍କ ରୂପ ଦେଖାଉଛି...!!
ଦର୍ଶକ ବନ୍ଧୁ  
ମଣିଷ ମାଂସ ଖାଇ ପେଟ ପୁରିଲାନି ଯେ ପୁଣି ଷଣ୍ଢ କୁ ଖାଇଗଲା ସେହି ମାଂସା ହାରୀ କୁମ୍ଭୀର | କେତେବେଳେ ମଣିଷ ମାନଙ୍କୁ ଦେଖି ମୁଣ୍ଡ ଟେକୁଛି ପୁଣି ପାଣିରେ ଲୁଚି ଯାଉଛି ତ କେତେବେଳେ ମଣିଷ ମାନଙ୍କୁ ଝୁଣି ଖାଉଥିବା ବେଳେ ପୁଣି ଏବେ ପଶୁ ମାନଙ୍କୁ ମଧ୍ୟ ଖାଇଦେଉଛି ଏହି ଭୟଙ୍କର ତାଣ୍ଡବ ରଚୁଥିବା ରାକ୍ଷସ କୁମ୍ଭୀର...!! ଏପରି ଏକ ଭୟଙ୍କର ଘଟଣା କେନ୍ଦୁଝରରେ ଆତଙ୍କ ରୂପ ଦେଖାଇ ଖାଇବାକୁ ଗୋଡାଉଛି ମାଂସାହାରୀ କୁମ୍ଭୀର...!! ଗତକାଲି ପୁଣି ଆଉ ଜଣେ ବୃଦ୍ଧା କୁମ୍ଭୀର ହାବୁଡରେ ପଡ଼ିଥିଲେ | ସେ ଯେତେବେଳେ ଗାଧୋଇବା ପାଇଁ ପାଣିରେ ଗୋଡ ପକାଉଥିଲେ ଠିକ୍ ସେତେବେଳେ ଛପି ରହି ଶିକାର କରିବା ପାଇଁ ଜଗି ବସିଥିଲା ସେ ମଣିଷ ଖିଆ କୁମ୍ଭୀର | ଆଉ ମଣିଷ ଗନ୍ଧ ପାଉ ପାଉ ଝାମ୍ପିବାକୁ ଚାଲିଆସିଲା ସେହି ମଣିଷ ଖିଆ କୁମ୍ଭୀର | କିନ୍ତୁ ହଠାତ୍ କୁମ୍ଭୀରକୁ ଦେଖି କୁଳକୁ ଦୌଡି ଆସିଲା ସେହି ବୃଦ୍ଧା ଜଣକ | ତେବେ ବୃଦ୍ଧଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଚାଲି ଆସିବାରୁ ଭୟରେ ପାଣି ଭିତରେ ଲୁଚିଗଲା ସେହି ମଣିଷ ଖିଆ କୁମ୍ଭୀର |
               ଏପରି ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ ଜଳସୁଆ ପଞ୍ଚାଯତର ନୟାଗଡ କୁସେଇ ନଦୀକୁ  ଗାଧୋଇବାକୁ ଯାଇଥିବା ବେଳେ ହଠାତ୍ ନଜର ପଡିଲା କୁମ୍ଭୀର ଉପରେ ଆଉ ସେହି ବୃଦ୍ଧ ବ୍ୟକ୍ତି ଜଣକ ଖୁବ୍ ଜୋର୍ ରେ ଦୌଡି ଆସି ଚିତ୍କାର କରିବାକୁ ଲାଗିଲେ | 
    ସେହି ଚିତ୍କାର ଶୁଣି ସେଠାରେ ଥିବା ସ୍ଥାନୀୟ ଲୋକେ ଏହି ଦୃଶ୍ୟ ଦେଖିବା ପରେ ବନ ବିଭାଗ କୁ ଯୋଗାଯୋଗ କରିଥିଲେ | ତେବେ ସେହି ସମୟରେ ଅଚାନକ ତାଙ୍କୁ ମନେ ପଡିଲା ଯେ କାଲିଠାରୁ କେହି ମଧ୍ୟ  ତାଙ୍କ ଗ୍ରାମରେ ରହୁଥିବା ଷଣ୍ଢକୁ ଦେଖିବାକୁ ପାଇନଥିଲେ | ତେବେ ତାଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଥିଲା ଯେ ସେ କୁମ୍ଭୀର ବୋଧେ ଷଣ୍ଢକୁ ଖାଇଦେଇଛି । ତେବେ ଏହି ଘଟଣା କୁ ନେଇ ଏବେ ବନ ବିଭାଗ ତ -ଦ୍ଵନ୍ତ କରୁଥିବାରୁ ଶୁଣିବାକୁ ମିଳିଛି | ପରେ ଜଣାପଡିଲା ଯେ ସେହି ଷଣ୍ଡଟି ର ମାଂସ ନଥାଇ ହାଡ ହିଁ ପଡିଥିଲା ସେହି ନଦୀ ତଟରେ...!! ଶେଷରେ ଲୋକ ଜଣିପାରିଲେ ମଣିଷ ମାଂସ ଖିଆ ରାକ୍ଷସ କୁମ୍ଭୀର ଏବେ ପଶୁମାଂସ ଖାଇବା ବି ଆରମ୍ଭ କରିଲାଣି..!! ଏପରିକି ମଣିଷ ଏବଂ ପଶୁ ଯାହାକୁ ମଧ୍ୟ ନଦୀ ତଟରେ ଦେଖୁଛି ତାକୁ ଝାମ୍ପି ନେଇ ମାରି ଖାଇଦେଉଛି ଏହି ମାଂସାହାରୀ ରାକ୍ଷସ କୁମ୍ଭୀର..!!

Tags :- # news # tvp news9 # tvp # tvpnews

Share With