କାହିଁକି ଏପରି ଦୃଘଟଣା ଘଟିଲା ମତ୍ସ୍ୟଜୀବିଙ୍କ ସହ ..........!!!!!
କିପରି ଡଙ୍ଗାଟି ଭାରସାମ୍ୟ ହରାଇ ଓଲଟି ଯାଇଥିଲା........!!!!!
ଏପର୍ଯ୍ୟନ୍ତ ନିଖୋଜ ଅଛନ୍ତି ମତ୍ସ୍ୟଜୀବି .......!!!!!
ସତରେ କଣ ଏହା ମାଳିକା ବଚନର ଶେଷ ଅନ୍ତିମ ଚେତାବନୀ କି........!!!!!
କାହିଁକି ଏହି ସ୍ଥାନରେ ପ୍ରତି ସରକାରଙ୍କ କୌଣସି ପ୍ରକାର ସହାୟତ ମିଳିନଥାଏ.......!!!!!
ଆସନ୍ତୁ ଜାଣିବା ଏହାର ସଂପୂର୍ଣ୍ଣ ଖବର.......!!!!!
“ ହଁ ଦର୍ଶକ ବନ୍ଧୁ “........!!!!!!
ମତ୍ସ୍ୟଜୀବି ମାନେ ସମୁଦ୍ରକୁ ମାଛ ଧରିବାକୁ ଯାଇଥିଲେ ! କିନ୍ତୁ ମାଛ ଧରି ଫେରିବା ସମୟରେ ଏମିତି ଏକ ଦୃଘଟଣା ଘଟିଥିଲା ମତ୍ସ୍ୟଜୀବି ମାନଙ୍କ ସହିତ ! ଯେତେବେଳେ ମାଛ ଧରି ଫେରିବା ସମୟରେ ମତ୍ସ୍ୟଜୀବି ମାନଙ୍କର ଡଙ୍ଗାଟି ସମୁଦ୍ର ମଝିରେ ଓଲଟି ଯାଇଥିଲା ! ଏହା ସୂଚନା ମିଳିଛି ଯେ ସାତ ରୁ ଅଧିକ ଜଣ ମତ୍ସ୍ୟଜୀବି ସମୁଦ୍ରରେ ବୁଢିଯାଇଛନ୍ତି ! ଏହା ମଧ୍ୟ ସୂଚନା ମିଳିଲା ଯେ ସେହି ମତ୍ସ୍ୟଜୀବି ମାନଙ୍କୁ ଉଧାର କରି ପାଇଁ ବର୍ତ୍ତମାନ ଯାଇ ଯୋଜନା ଜାରିରହିଛି ! ଏହିପରି ପ୍ରାୟତହ ଦୃଘଟଣା ବାରମ୍ବାର ଦେଖିବାକୁ ମିଳୁଛି ! ସତରେ କଣ ଏଭଳି ଭାବେ କଳିଯୁଗ ଶେଷ ହେବାର ସଙ୍କେତ ଆସୁଛି କି ! କଣ ଏହା ମଧ୍ୟ ଶେଷ ଅନ୍ତିମ ଭାବେ ସଙ୍କେତ ଦେଉଛି !
“ ହଁ ଆଜ୍ଞା “ ........!!!!!
ଜଗସିଂହପୁର ଜିଲ୍ଲା ପାରଦୀପ୍ ସମୁଦ୍ରରେ କାଲି ଅପରାହ୍ନ ସମୟରେ ମାଛ ଧରିବାକୁ ମତ୍ସ୍ୟଜୀବି ମାନେ ସମୁଦ୍ରକୁ ଯାଇଥିଲା ! ସେହି ଡଙ୍ଗାରେ ସାତ ରୁ ଅଧିକ ଜଣ ମତ୍ସ୍ୟଜୀବି ମାନେ ସାଙ୍ଗ ହୋଇ ଯାଇଥିଲେ ! କିନ୍ତୁ ଫେରିବା ସମୟରେ ସେହି ମତ୍ସ୍ୟଜୀବି ମାନଙ୍କ ଡଙ୍ଗାଟି ସମୁଦ୍ର ମଝିରେ ଓଲଟି ଯାଇଥିଲା ! ଯାହା ଫଳରେ ସେହି ସାତ ରୁ ଅଧିକ ଜଣ ମତ୍ସ୍ୟଜୀବି ପାଣି ଭିତରେ ବୁଢିଯାଇଥିଲେ ! ସେହି ଡଙ୍ଗାଟି ଓଲଟି ଯିବା ସମୟରେ ମତ୍ସ୍ୟଜୀବି ମାନେ ବହୁତ ଚିତ୍କାର କରିଥିଲେ ! ତାଙ୍କର ସେହି ଚିତ୍କାର ଶୁଣି ଅନ୍ୟ ମତ୍ସ୍ୟଜୀବି ମାନେ ତାଙ୍କ ଆଖ ପାଖରେ ଥିବା ଯୋଗୁଁ ସେମାନଙ୍କୁ ଉଧାର କରିବା ପାଇଁ ବହୁତ ଚେଷ୍ଟା ମଧ୍ୟ କରିଥିଲେ ! ସେହି ବୁଢିଯାଇଥିବା ଡଙ୍ଗା ପାଖକୁ ଅନ୍ୟ ଏକ ଡଙ୍ଗା ଯାଇ ସେହି ମତ୍ସ୍ୟଜୀବି ମାନଙ୍କ ଭିତରୁ ଦୁଇ ଜଣଙ୍କୁ ଉଧାର କରିଥିଲେ ବୋଲି ସୂଚନା ମିଳୁଛି ! ଆଉ ଅନ୍ୟ ମତ୍ସ୍ୟଜୀବି ମାନଙ୍କୁ ଉଧାର କରିବା ପ୍ରକ୍ରିୟାଟି ଏବେ ଯାଇ ଜାରିରହିଛ ବୋଲି ଏହା ମଧ୍ୟ କତୃପକ୍ଷ ଦ୍ଵାରା ସୂଚନା ମିଳୁଛି !
କାଲି ଅପରାହ୍ନ ସମୟରେ ଯେତେବେଳେ ଏହି ଦୃଘଟଣାଟି ଘଟିଥିଲା ବେଳେ ସେହି ସମୟରେ ପାରଦୀପ୍ ସମୁଦ୍ରକୁ ସହ ସହ ଲୋକ ବୁଲିବା ପାଇଁ ଯାଇଥିଲେ ! କିନ୍ତୁ ଏତେ ଲୋକ ଥାଇକି ମଧ୍ୟ ସେହି ମତ୍ସ୍ୟଜୀବି ମାନଙ୍କୁ କେହି ଜଣେ ଲୋକ ବି ଉଧାର କରି ପାରିନଥିଲେ ! କିନ୍ତୁ ଏହା ଯେ ସେହି ସମୁଦ୍ର ମୁହାଣରେ ଥିବା ଲୋକଙ୍କ କଥା ଅନୁସାରେ ଯେତେବେଳେ ଏପରି ଦୃଘଟଣା ଘଟିଲା, ତାର 2 ରୁ 3 ଘଣ୍ଟା ପର୍ଯ୍ୟନ୍ତ ସରକାରୀ ଯୋଜନା ତରଫରୁ କୌଣସି ସହାୟତ ହୋଇନଥିଲା ! ଏମିତିକି ପାରଦୀପ୍ ସମୁଦ୍ରରେ ବାରମ୍ବାର ଏପରି ଘଟଣା ଘଟିଚାଲିଛି ! ଯାହା ଫଳରେ ବାଇଶି ପାହାଚରେ ମୀନ ଖେଳିବା ଆଉ ହୀରାକୁଦରେ ଭୟଙ୍କର ଚିତଳ ମାଛ ଦେଖାଦେବେ ସହ ବଉଳା କୁମ୍ଭୀରର ଆତଙ୍କ ମଧ୍ୟ ଲୋକଙ୍କ ଉପରେ ବହୁତ ମାତ୍ରାରେ ବୃଦ୍ଧି ପାଇଁ ସହ ଲୋକଙ୍କୁ ବହୁତ ନିର୍ମମ ଭାବରେ ଖାଇଦେଉଛି ! ଏହିପରି ଭାବରେ ମାଳିକାରେ ଯାହାବି ଉଲ୍ଲେଖ ରହିବା ସହ ଅଚ୍ୟୁତାନନ୍ଦଙ୍କ ବାଣୀ ମଧ୍ୟ ଧୀରେ ଧୀରେ ସତ ହେଉଛି! ଏହା କଳିଯୁଗର ଅନ୍ତିମ ଚେତାବନୀ ଦେବା ସହ ଶେଷ ସଙ୍କେତ ମଧ୍ୟ ଦେଇସାରିଛି !
ପାରଦୀପ୍ ରେ ଏଭଳି ପ୍ରାୟତହ ଦୃଘଟଣା ସବୁ ବେଳେ ଘଟିବାରେ ଲାଗିଛି ! କିନ୍ତୁ ସରକାର ସେହି ସ୍ଥାନ ପ୍ରତି କୌଣସି ପ୍ରକାର ଯାହାଜ୍ଯର ହାତ ବଢାଉନାହାନ୍ତି , କାହିଁକି ନା କଳିଯୁଗର ଶେଷ ଅନ୍ତିମ କଳା ଆସିଗଲାଣି , ଏବେ ଯାହା ସ୍ପଷ୍ଟ ରହିଛି ମାଳିକାରେ ବର୍ତମାନ ତାହା ହିଁ ହେବ !