*  କ’ଣ ସତରେ କଳିଯୁଗର ଅନ୍ତଘଟିବ କି ....!!!

       * କାହିଁକି 2023 ମସିହାରେ ଦେଖିବାକୁ ମିଳିବ କଳିଯୁଗର ଅନ୍ତ ....!

* ସତରେ କ’ଣ ବିଶ୍ଵ ଧ୍ଵଂସ ହେବ କି ....!!!

         * ଆଉ କିପରି ହେବ ପୃଥିବୀ  ଧ୍ଵଂସ ......!!!! 

               ଆପଣ କ’ଣ  ଜାଣିଛନ୍ତି କି ? 
 
ମାଳିକରେ ରହିଥିବା ବଚନ ଗୁଡିକ ଧୀରେ ଧୀରେ ସତ ହବ ବୋଲି କୁହାଯାଇଛି .....!!!!
     
                      ହଁ “ ଦର୍ଶକ ବନ୍ଧୁ”
 
       ମାଳିକାରେ ଯେଉଁ ବଚନ ରହିଛି ତାହା ଧୀରେ ଧୀରେ ସତ ହେବାକୁ ଲାଗିବା | ଆଉ  କଳିଯୁଗର ଅନ୍ତଘଟିବ ବୋଲି କୁହାଯାଇଛି ! ୨୦୨୩ ରୁ  ଆରମ୍ଭ ହେବ ତାଣ୍ଡବ ହେବ ପରେ ପୁଣି ଆରମ୍ଭ ହେବ ବିଶ୍ଵଯୁଦ୍ଧ |  ବନ୍ୟା ବାତ୍ୟା ସହ ବଢିବ ଭୂମିକମ୍ପର  ତିବ୍ରତା ! ଜଳମୟ ହେବ ଅନେକ ଦେଶ ବ ବିଦେଶ !  ଭାଙ୍ଗିବ ହୀରାକୁଦ ବନ୍ଧ ! ସହର ମୁହାଁ ଦେଖିବାକୁ ମିଳିଛି ଜଙ୍ଗଲ ଯନ୍ତୁ ! “ଦର୍ଶକ ବନ୍ଧୁ”  ଆପଣ ମାନେ ଦେଖିବାକୁ ପାଇଥିବେ ଯେ ୨୦୨୨ ରେ ପୃଥିବୀ ଉପରେ କୁପ୍ରଭାହ ପଡିଥିଲା ! ସେହିପରି  ୨୦୨୨ ରେ ବଡ ବଡ ଅଘଟଣ ଦେଖିବାକୁ ମିଳିଛି ! କିନ୍ତୁ  ଅଚ୍ୟୁତାନନ୍ଦ ଦାସଙ୍କର ମାଳିକରେ  ବଚନ ଉଲ୍ଲେଖ କରାଯାଇଛି !
 
   କିନ୍ତୁ ମହାପୁରୁଷ ଅଚ୍ୟୁତାନନ୍ଦ ଦାସ ତାଙ୍କର ଯୋଗ ଶକ୍ତି ବଳରେ ଅନେକ ଗ୍ରନ୍ଥ ଲେଖିଛନ୍ତି....!!!!!
  
    ଯାହାକି ଆଜି ଭବିଷ୍ୟତ ମାଳିକା ଭାବରେ ଘରେ ଘରେ ପରିଚିତ...!!!
  
   ଏହି ମାଳିକା ପୃଥିବୀ ପୂର୍ବେ ଥିବା ସମସ୍ତ ମଠ ଓ ମନ୍ଦିରରେ ଆଜି ଭି ରହିଛି....!!!!
  
    ୫ ସହ ବର୍ଷେ ପୂର୍ବରୁ ଅଚ୍ୟୁତାନନ୍ଦ ଦାସ ଜାଣିପାରିଥିଲେ ଆଗୁକୁ କଳିଯୁଗର ଅନ୍ତଘଟିବ ବୋଲି...!!!
  
   ଆଉ 2023ରେ ଘଟିବ 23 ଘଟଣା....!!! ଯାହା ଆଜି ଆପଣ ମାନଙ୍କୁ ଜଣାଇବୁ....!!!!
  
      ଏହି ବର୍ଷ ବା 2023 ରେ ବଡ ଅଘଟଣ ଘଟିବାକୁ ଯାଉଛି....!
   
   ଯେ ପ୍ରଥମ ଘଟଣା ହେଉଛି-: ଚାଷୀମାନେ ଚାଷ କାର୍ଯ୍ୟ ବନ୍ଦ କରିଦେବେ... ଆଉ ଗୃହପାଳିତା ପଶୁ ଏବଂ ଜଙ୍ଗଲ ପଶୁମାନେ ଗାଁ ଆଉ ସହର ଭିତରେ ପଶି ଜନସାଧାରଣଙ୍କୁ କ୍ଷତ  ବିକ୍ଷେତ କରିବେ ବୋଲି ମାଳିକା ଉଲ୍ଲେଖ ରହିଛି.......!!!
  
      ଆଉ ପୃଥିବୀ ଗତି  ପରିବର୍ତନ ହେବ ବୋଲି ମଧ୍ୟ୍ୟ କୁହାଯାଇଛି....!!!

   ଭୂମିକମ୍ପ ଭଳି ଵିପର୍ଯ୍ୟ ଦେଖାଦେବାର ସମ୍ଭବ ରହିବ....!!!!!
 
   ବିଭିନ୍ନ ଦେଶରେ ବାଣିର୍ଜ୍ୟ ବା ଅର୍ଥନୀତି ସଙ୍କଟ ପୂର୍ଣ୍ଣ ଦେଖାଯିବ....!!!
  
   ଓ ମନୁଷ୍ୟ ଦେଖିବାକୁ ପାଇବ ଯେ ଆକାଶରେ 2ti ସୂର୍ଯ୍ୟ ଦେଖିବା ଭଳି ତାହା ମଧ୍ୟରୁ ଗୋଟେ ଉଲ୍ଲୁ କା ହୋଇଥିବା ତାହା ସମୁଦ୍ରରେ ପଡିବ....!!!!
  
  ଓଡ଼ିଶାରେ 6ଟି ଜିଲ୍ଲାରେ ଜଳମଗ୍ନ ହେବ ଆଉ ହଠାତ୍ ସମୁଦ୍ରରେ ଜଳସ୍ତର ବଢ଼ିଯିବ....!!!!
  
  ଆଉ ଅନେକ ଦେଶର ସହର ଗୁଡିକ ଜଳମଗ୍ନ ହେବ....!!!
  
    ଏହି ବର୍ଷ 2023ରୁ 2029 ମଧ୍ୟରେ ପ୍ରାକୃତିକ ଵିପର୍ଯ୍ୟ ହେବ...!!! ଏବଂ ତାହା ସହ ସାତ ରାତି ୭ ଦିନ ଅନ୍ଧାରରେ ପରିପୂର୍ଣ୍ଣ ହେଇଯିବ....!!!
 
   ସାରା ବିଶ୍ୱରେ ପ୍ରାକୃତିକ ଵିପର୍ଯ୍ୟ କ୍ଷୟ କ୍ଷେତି କରିବ.. ଆଉ ବିଶ୍ୱରେ ଯୁଦ୍ଧ ଭଳି ପରିସ୍ଥିତି ଆରମ୍ଭ ହେବ...!!!
  6 ବର୍ଷ 6ମାସ ତୃତୀୟ ବିଶ୍ୱଯୁଦ୍ଧ ହେବା ସହ 13ଟି ମୁସଲିମ୍ ଦେଶ ଭାରତ ଉପରେ ଆକ୍ରମଣ କରିବେ....!!!!
  
   ଯୁଦ୍ଧରେ ଭାରତ ବିଜୟୀ ହେବ ଏବଂ ବିଶ୍ୱରେ ଆଖ୍ୟା ମଧ୍ୟ୍ୟ ପାଇବ....!!!!
  
  ମଣିଷ ରୂପରେ ଭଗବାନ କଳିକି ଅବତାର ନେବେ ଆଉ ଯୁଦ୍ଧରେ ମୁଖ୍ୟ ଭୂମିକା ଗ୍ରହଣ କରିବେ...!!!!!
  
   ଆମେରିକାର ବଡ଼ ସହର ଜଳମଗ୍ନ ହେବାକୁ ଯାଉଛି... ଆଉ ବହୁ ଶୀଘ୍ର ଚୀନ୍ ବିଖଣ୍ଡିତ ହେବ......!!!!!
  
ପାକିସ୍ତାନ ମାନଚିତ୍ରରୁ ହଟିଯିବ....!!!
  
   ବିଭିନ୍ନ ଦେଶ ଗୁଡିକରେ ଜନସାଧାରଣ ମାନେ ହିନ୍ଦୁ ସମାଜ ଆପଣବେ....!!!!!
  
    ଆଗୁକୁ ଏପରି ସମୟ ମାଡି ଆସୁଛି କୀଟ ପତଙ୍ଗ ଆଉ ଲୋକଙ୍କୁ ମାରିଦେବେ...!!!!
  
   ବିଶ୍ୱରେ ଜନସାଧାରଣ ବହୁ ମାତ୍ରାରେ କମିଯିବ....!!!!!
  
    ରୁଷ୍ ହିନ୍ଦୁ ରାଷ୍ଟ୍ର ଭାବେ ଗଣତି ହେବ...!!!!
 
   ଭବିଷ୍ୟବାଣୀ ଆହୁରି ମଧ୍ୟ୍ୟ କହୁଛି ଯେ ଏହା କି ଯେଉଁ ମାନେ ଆଗୁକୁ ସତ୍ୟ କହୁଥିବେ ଆଉ ଧର୍ମର ମାର୍ଗରେ ଥିବେ ସେହି ବ୍ୟକ୍ତିମାନେ ହିଁ ବଞ୍ଚିବେ ଆଉ ବାକି ମୃତ୍ୟୁ ବରଣ କରିବେ....!!!!
  
  ସେହିପରି ରହିଛି ଶନି ଯେବେ ମୀନ ରାଶିରେ ପ୍ରବେଶ କରିବେ ଭାରତ ଉପରେ ବଡ଼ ବିପଦି ପଡିବ ଏବଂ କହିବାକୁ ଗଲେ 2024 ରୁ 2025 ମଧ୍ୟରେ ଶନି  ଦେବତା କୁମ୍ଭ ରାଶିରୁ ମୀନ ରାଶିକୁ ଯିବେ ଆଉ ଭାରତରେ ଆରମ୍ଭ ହେବ ଧ୍ବଂସ ଲୀଳା...!!!!
  
   ଶନି ମୀନ ରାଶିରେ ଓଢ଼େଇ ବର୍ଷ ଧରି ରହିବେ ଆଉ ଭାରତରେ ବହୁତ ଲୋକଙ୍କର ମୃତ୍ୟୁ ହେବ.....!!!!!
  
   ଅନ୍ୟ ପଟେ ଦେଶର ଆୟବ୍ୟାୟ କମି ଯିବ.....!!!!
  
  ଭାରତରେ ଶେଷ ରାଜା ବୃଦ୍ଧା ବାଳା କହିଥିବେ ଅର୍ଥାତ୍ ବୟସ ବଢ଼ିଯାଇଥିବା କିନ୍ତୁ ବୃଦ୍ଧି ଛୋଟ ପିଲାଙ୍କ ପରିଥିବ....!!!!!
  
   ଜଗନ୍ନାଥ ମନ୍ଦିର ରୁ ବାରମ୍ବାର ପଥର ଖସୁଥିବ... ଆଉ ଜଗନ୍ନାଥ ମନ୍ଦିରର ପତାକା ବାରମ୍ବାର ତଳେ ପଡୁଥିବ.....!!!!!
  
   ଏମିତି ଅନେକ କିଛି ମାଳିକା ଗ୍ରନ୍ଥରେ ଉଲ୍ଲେଖ କରାଯାଇଛି.....!!!!
  
   ଆଉ ଏହି ସବୁର କାରଣ ଯୋଗୁଁ ହେବ ବିଶ୍ୱ ଧ୍ବଂସ......!!!!!
  
   ବ୍ୟୁର ରିପୋର୍ଟ TVP NEWS9

Tags :- # news # tvp news9 # tvp # tvpnews

Share With