** ସତର୍କ ସୂଚନାର ଘଣ୍ଟି ବାଡେଇଲା ମାଳିକା.....!!
** ଘରେ ଘରେ ରକ୍ତ ନଦୀର ସୁଅ ଛୁଟାଇବ କଳି .....!!
** ସତରେ ଏବେ ଜଳରେ ଲୀନ ହୋଇଯିବ ସମସ୍ତସଂସାର ......!!
** ପୌଷ, ମାଘରେ ହଣା କଟା ହେବା ସହ ମାର୍ଗଶିରରେ ଆସିବ ଭୟଙ୍କର ସୁନାମି......!!
କ'ଣ ସତରେ ଅଗଷ୍ଟ ରୁ ନଭେମ୍ବର ଭିତରେ ଆସିବକି ପୃଥିବୀକୁ ମହାପ୍ରଳୟ.......????
ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର ....!!
""" ହଁ ଦର୍ଶକ ବନ୍ଧୁ """.....!!!
ଭଗବାନ "ଶ୍ରୀକୃଷ୍ଣ" ଗୀତାରେ ସମ୍ପୂଣ୍ଣି ରୂପେ ବର୍ଣ୍ଣନା କରିକହିଛନ୍ତି ଯେ.... ଯେଉଁ ମନୁଷ୍ୟ ଯେପରି କର୍ମ କରିବ ସେ ସେହିପରି ଫଳ ପ୍ରାପ୍ତି କରିବ.....!!!
ସବୁ ପ୍ରାଣୀ କଳିର ପ୍ରଭାବରେ ଅସତ୍ୟ ପଥରେ ଚାଲିବେ |
ପର ଧନ, ପର ସ୍ତ୍ରୀ ଉପରେ ଆଖି ପକାଇବେ | ଗୁରୁକୁ ଶିଷ୍ୟମାନେ ସମ୍ମାନଦେବେ ନାହିଁ...!!! ଅସମ୍ମାନକରିବା ସହିତ ଅପମାନ କରି ନିନ୍ଦା କରିବେ | ଯାହା ଆଜିକା ଯୁଗରେ ଦେଖିବାକୁ ମିଳୁଛି |
ଇନ୍ଦ୍ର ଦେବ ମଧ୍ୟ୍ୟ ଠିକ୍ ସମୟରେ ବର୍ଷା କରିବେ ନାହିଁ | ଯେଉଁ ସମୟରେ ବର୍ଷା ହେବା କଥା ସେହି ସମୟରେ ବର୍ଷା ହେବ ନାହିଁ |
ମାୟା "ତପସ୍ୱୀ" ବ୍ରହ୍ମଚାରି ମାନେ ମିଛରେ ଲୋକଙ୍କ ଆଗରେ ଦେଖେଇ ହେବେ.. ଯେ ଆମେ ସାଧୁ ଏହା କହି ସଂସାରକୁ ଠକିବେ | ଆଗରେ କ୍ଷୀର, ଗୁଡ଼, କଦଳୀ ଖାଉଛୁ କହିବେ ପଛରେ ମଦ ଆମିଷ ସେବନ କରିବେ |
"" ହଁ ଦର୍ଶକ ବନ୍ଧୁ ମାଳିକାରେ ଲେଖାଥିବା କଥା ଏମିତି କିଛି ଘଟିବ...... କିନ୍ତୁ ଏତ କିଛି ନୁହେଁ ଆଗକୁ ଆହୁରି ବାକି ଅଛି |
ଏହି ଅଗଷ୍ଟ ରୁ ନଭେମ୍ବର ମାସ ଭିତରେ ଅନେକ କ୍ଷତି ଘଟିବ | ଲୋକ ଲୋକ ମଧ୍ୟରେ ହଣା କଟା ହେବା ସହ, ଝାଡା ବାନ୍ତି ହୋଇ ମାରିବେ | ଆହୁରି ମଧ୍ୟ୍ୟ ମାଳିକାରେ କହିଛନ୍ତି ଯେ ଘରେ ଘରେ କଳି ପଶି ବିନାଶର ତାଣ୍ଡବ ରଚିବ |
ପୃଥିବୀ ସାରା ଖାଲି ହା. ହା.. କାର ଶୁଭିବା ସହ ପୃଥିବୀ ଶବର ସ୍ମଶାନ ପାଲଟି ଯିବ |
କୋରନା ପରି ମହାମାରୀ ଏକ ଭୟଙ୍କର ରୋଗ ଆସିବାକୁ ଯାଉଛି | ଯାହା ଦ୍ୱାରା ସାରା ପୃଥିବୀ ଆକ୍ରାନ୍ତ ହୋଇ ସ୍ମଶାନ ପାଲଟି ଯିବ......!!!!ଏହି କିଛି ଦିନ ମଧ୍ୟ୍ୟ ରେ ବଡ଼ ବନ୍ୟା ହେବା ସହ ସୁନାମି ହେବ ଯାହା ଦ୍ୱାରା ଅନେକ ଲୋକଙ୍କ କ୍ଷୟ କ୍ଷତି ଘଟିବ | ଆଉ ମାତ୍ର ଅଳ୍ପ କେଇଟା ଦିନ, ସେହି ଶେଷ ସମୟ ମଧ୍ୟ୍ୟ ଆସିଗଲାଣି ଯେଉଁ ଦିନ 7ଦିନ 7ରାତି ଅନ୍ଧକାର ହୋଇଯିବ | କଳିର ବିନାଶ ପାଇଁ ଘରେ ଘରେ କଳି ବୁଲି ରକ୍ତର ତାଣ୍ଡବ ଖେଳିବ |
ଏହି କିଛିଟା ମାସ ମଧ୍ୟ୍ୟରେ କଳିତାର ଅସଲ ତାଣ୍ଡବ ଦେଖାଇବ | ବନ୍ୟା ବାତ୍ୟା ସୁନାମି ରେ ଲୋକେ ଜଳ ମଗ୍ନ ହୋଇ ପୋକ ମାଛି ପରି ମରିବେ |