ମାଳିକରୁ ଜଣାପଡିଲା ଜଗନ୍ନାଥ କିପରି ଯିବେ ଛତିଆବଟ .....??
କିଏ ଆକ୍ରମଣ କରିବେ ଆମ ମହାପ୍ରଭୁଙ୍କୁ ......???
କେଉଁ ଅଘଟଣ ଘଟିଲେ ମହାପ୍ରଭୁ ଯିବେ ଛତିଆବଟ ......!!!
ଏନେଇ ମାଳିକା କ’ଣ କୁହେ ଆସନ୍ତୁ ଜାଣିବା ....!!
“ଦର୍ଶକ ବନ୍ଧୁ” .......!!
ଆମ ମହାପ୍ରଭୁ ଜଗନ୍ନାଥଙ୍କ ନୀଳା ଅପାର,ଆମ ମହାପ୍ରଭୁ ଚାରିଗୋଟି ଓଡିଆଙ୍କ ମଉଡ ମଣି ଜଗା କେତେବେଳେ କେଉଁ ନୀଳା କରନ୍ତି ତାହା କେହି ଜାଣିପାରନ୍ତି ନାହିଁ |ତେବେ ଜଗନ୍ନାଥଙ୍କୁ ମାଳିକାରେ ମହାପୁରୁଷ ମାନେ କହିଯାଇଛନ୍ତି କି ..... ମହାପ୍ରଭୁ ସମସ୍ତଙ୍କୁ ଚକ୍ଷ୍ମାଦେଇ ଏପରି ଭାବରେ ଛତିଆବଟକୁ ଯିବେ ତାହା କେହି ଜାଣିପାରିବେ ନାହିଁ | ତେବେ ଯେତେବେଳେ ରୁସ୍ ଭାରତ ମଧ୍ୟରେ ଘମା ଘଟୁ ଯୁଦ୍ଧ ହେବ ଯେତେବେଳ ଭାରତରେ ରକ୍ତର ନଦୀ ବହିବ ଆଉ ଯେତେବେଳେ ରୁସ୍ ର ସୈନ୍ୟମାନେ ଓଡିଶା ଆସି ମହାପ୍ରଭୁଙ୍କୁ ଟାର୍ଗେଟ କରିବେ , ମହାପ୍ରଭୁଙ୍କୁ ନେବା ପାଇଁ ଯୋଜୋନ କରିବ ସେହି ସମୟରେ ମହାପ୍ରଭୁ ଚମତ୍କାର ଲୀଳା କରିବେ | ରୁସ୍ ର ସୈନ୍ୟମାନଙ୍କୁ ଚକ୍ଷ୍ମାଦେବ ........!!!
“ଦର୍ଶକ ବନ୍ଧୁ” .......!!
ମାଳିକରେ ମହାପୁରୁଷ କହିଯାଇଛନ୍ତି ଚାରିଆଡେ ପଡିବ ହୁରି ରୁସ୍ ନିଜ ବଳରେ ଭାରତକୁ ଆସିବା |ଆଉ ଭାରତର ଅନେକ ଅନିଷ୍ଟ କରିବା ପରେ ସାରା ବ୍ରହ୍ମାଣ୍ଡର ପ୍ରାଣ ମହାପ୍ରଭୁଙ୍କୁ ନେଇଯିବା ପାଇଁ ଅଦିବସିବେ | ରୁସ୍ ସୈନ୍ୟମାନଙ୍କ ବଳ ବୁଦ୍ଧି କିଛି କାମଦବା ନାହିଁ ମହାପ୍ରଭୁଙ୍କ ପାଦରେ | ପୂର୍ବରୁ ଇତିହାସ କୁହେ ପୁରୀ ଶ୍ରୀମନ୍ଦିରକୁ ଅନେକ ଥର ଅନେକ ଜଣ ଆକ୍ରମଣ କରିଛନ୍ତି |ହେଲେ ଆଜି ପର୍ଯ୍ୟନ୍ତ ମହାପ୍ରଭୁଙ୍କୁ ନେବାବେ କେହି ସଫଳ ହୋଇନାହାନ୍ତି | ତେବେ ଠିକ୍ ସେହିପରି ରୁସ୍ ଚାଲାକି ମଧ୍ୟ ଚୁରମାର୍ ହୋଇଯିବ |ଯେତେବେଳେ ରୁସ୍ ର ସୈନ୍ୟ ଓଡିଶାବାସୀଙ୍କ ଆଖିରେ ଅନ୍ଧ ପୁଟୁଳି ବାନ୍ଧି ମହାପ୍ରଭୁ ଜଗତର ନାଥ ଜଗନ୍ନଙ୍କୁ ନେଇ ରେଳ ମଧ୍ୟମରେ ଯାତ୍ରା କରୁଥିବେ ଠିକ୍ ସେତିକିବେଳେ ଗୌରି ଷ୍ଟେସନ ନିକଟରେ ରେଳ ଇଂଜିନ୍ ଫାଟିବ ବିରାଟ ଚିତ୍କାର ଶୁଭିବ |ଆଉ ମହାପ୍ରଭୁ ସେହି ସମୟରେ କଲ୍କିକୀ ରୂପ ଧାରଣ କରି ଛତିଆବଟକୁ ଆସିବେ | ଆଉ ଏହା ପରେ ଶ୍ରୀମନ୍ଦିର ଭଳି ଛତିଆବଟରେ ଲାଗିବ ଲୋକଙ୍କ ଗହଳି | ହରି ବୋଲ୍ ହୁଳ ହୁଳି ଶବ୍ଦରେ ପ୍ରକଟିତ ହେବ ଛତିଆବଟ ଆଉ ଏହା ପରେ ମହାପ୍ରଭୁ ସେହି କଲ୍କିକୀରୂପରେ ମେଚ୍ଛ ଭାରକୁ କରିବେ ସଂଘାର........!!!
ବ୍ୟୁର ରିପୋର୍ଟ ......... TVP NEWS9