16

* ସନ୍ଧ୍ୟା ହେଲେ ଶୁଭେ ଯୋସ୍ନା ଙ୍କ କାନ୍ଦ .....!!!!!
 
    ସନ୍ଧ୍ୟା ହେଲେ ବିରୂପା ନଦିତଟରେ ବସି ଘୁମୁରି କାନ୍ଦୁଛନ୍ତି  ଯୋସ୍ନା ..!!! ସବୁବେଳେ ବଞ୍ଚାଓ ବଞ୍ଚାଓ କହି ଚିତ୍କାର କରି ଡାକୁଛନ୍ତି ଯୋସ୍ନା...!! 
  
    ସତରେ ସେଦିନର ଜ୍ୟୋସ୍ନାଙ୍କର କଥା ଶୁଣିଲେ ଆପଣ ମାନେ ଭୟରେ ଥରି ଉଠିବ....!!!!!
  
     ଏମିତି ସେ ନର୍କ ହିଁନ ଜନ୍ତୁ ଖାଇ ଯାଇଥିଲା ଜ୍ୟୋସ୍ନା ଙ୍କୁ.......!!!!!
  
   ଆସନ୍ତୁ ଜାଣିବା କିପରି ଏହି ଘଟଣାଟି ଘଟି ଯାଇଥିଲା ଜ୍ୟୋସ୍ନାଙ୍କ ସହିତ......!!!!!!
  
  ହଁ "ଆଜ୍ଞା "
   
    ଏମିତି ଛାତିଥରା ଦୃଶ୍ୟ ଦେଖିବାକୁ ମିଳିଛି ବିରୂପା ନଦୀରେ.......!!!!!!
  
     ଆପଣମାନେ ଏହାକୁ ଶୁଣିଲେ ଆପଣ ମାନଙ୍କର ଛାତିଥରି ଉଠିବା ସହ ଆଖିରେ ଅସରନ୍ତି ଲୁହ ଝରି ଆସିବ.....!!!!!
     
 ସେଦିନ ସେହି ଭୟଙ୍କର ଦୁର୍ଘଟଣା ଦେଖିବାକୁ ମିଳିଥିଲା ବିରୂପା ନଦୀରେ..!! ମାତ୍ର ଏବେ ଏପରି ଏକ ଘଟଣା ଆଖି ସମ୍ମାନା କୁ ଆସିଛି, ତାହା ବିଷୟରେ ଶୁଣିଲେ ଆପଣ ହୁଏତ ବିଶ୍ୱାସ ମଧ୍ୟ କରିପାରିବେ ନାହିଁ...!!
   
   କିନ୍ତୁ ପ୍ରକୃତରେ ଏହି ଘଟଣା ଟି ସତ୍ୟ......!!!!
     ଜ୍ୟୋସ୍ନାଙ୍କ ଗ୍ରାମରେ ଏବେ ଖୁବ୍ ଚର୍ଚ୍ଚା ହେଉଛି ଯେ ସଞ୍ଜ ବୁଡିବା ମାତ୍ରକେ ସମସ୍ତଙ୍କ ବାରିପଟେ ଖୁବ୍ ଜୋରରେ କାହାର କାନ୍ଦିବା ଶବ୍ଦ ଶୁଣାଯାଉଛି ..!!!!
 
     ଏହି କାନ୍ଦ ଶବ୍ଦକୁ ଶୁଣି ସେହି ଗ୍ରାମର ଲୋକ ପୁରା ଭୟଭୀତ ହୋଇପଡିଛନ୍ତି.......!!!!!
  
ଆଉ ସେହି ବିରୂପା ନଦୀରୁ ଶୁଭୁଛି କଷ୍ଟ ଆଉ ଯନ୍ତ୍ରଣାର ଚିତ୍କାର....!!!! ଏମିତି ଏହି ଚିତ୍କାର ଶୁଣି ସେହି ଗ୍ରାମର ଲୋକେ ଦୌଡ଼ି ଗଲାବେଳକୁ କେହି ମଧ୍ୟ ନାହାନ୍ତି......!!!!!!
  
         ଅଧାରାତି ହେଲେ ସେହି ଗ୍ରାମର ସବୁ ଲୋକମାନେ ଯେତେବେଳେ ଶୋଇପଡିଥାନ୍ତି...ସେତେବେଳେ ଚାରିଆଡେ ପୁରା ଅନ୍ଧାର ହୋଇଯାଏ, ଏବଂ ତାହା ସହ ପୁରା ନିଶବ୍ଦ ଥାଏ....!!!!
     ଠିକ୍ ସେହି ସମୟରେ ଶିଆଳ ଓ କୁକୁରଙ୍କ ବିକଟାଳ ଏବଂ ତାହା ସହ ଜ୍ୟୋସ୍ନା ଙ୍କର ନିଜ ଘର ପାଖରେ କେହି ଜଣେ ଘୁରି ବୁଲୁଛି...!!!!
  
    ଆଉ ଧୀରେ ଧୀରେ କାହାର ପାଦର ପାଉଁଛି ର ଏବଂ ହାତର ଚୁଡ଼ି ଶବ୍ଦ ଶୁଣିବାକୁ ପାଉଛନ୍ତି ସେହି ଗ୍ରାମର ଲୋକ.......!!!!

   ଜ୍ୟୋସ୍ନା ଙ୍କର ଆତ୍ମା ଏବେ ଗ୍ରାମରେ ଘୁରି ବୁଲୁଚି ଓ ତାର ପିଲାମାନଙ୍କୁ ଛାଡି କୁଆଡେ ଯିବା ପାଇଁ ଚେଷ୍ଟା କରୁନାହିଁ..!! ସେମିତି ସେ ନିଜ ଘର ପାଖରେ ହିଁ ଘୁରି ବୁଲୁଚି.....!!!!!!
  
   ଏହି କଥା ଶୁଣି ସେହି ଗାଁର ସବୁ ଲୋକମାନେ ଏକାଠି ହୋଇ ଜ୍ୟୋସ୍ନା ଙ୍କର କଥାକୁ ଆଲୋଚନା କରିବାକୁ ଚାଁହୁଛନ୍ତି......!!!!!
  
      କିନ୍ତୁ ସେ ମଣିଷ ଖିଆ କୁମ୍ଭୀର ଜ୍ୟୋସ୍ନା ଙ୍କୁ ଏମିତି କିଲ୍ ବିଲ୍ କରି ମାରିଚି ଯେ ତାର ଅଧା ଶରୀରକୁ ଖାଇଦେଇଥିଲା ....!!!!!
  
    ଆଉ ଜ୍ୟୋସ୍ନା ଙ୍କ ଶରୀର ସିନା ସେହି ମଣିଷ ଖିଆ କୁମ୍ଭୀର ଖାଇଛି ହେଲେ ତାଙ୍କ ଛାଇ ସବୁ ବେଳେ ନିଜ  ପିଲାଛୁଆଙ୍କୁ ଦେଖିବାକୁ ନିଜ ଘର ପାଖରେ ଘୁରି ବୁଲୁଚି.....!!!!!
   
     ଆଉ ତାର ପିଲାମାନଙ୍କର ପାଖରେ ବସି ୨ଟି ଛୁଆର ମୁଣ୍ଡ କୁ ଆଉଁସି କହୁଛି ତମେ କେବେ ହେଲେ ନିଜର ମାଆ ନାହିଁ ବୋଲି ଭାବିବନି ଓ ମନକୁ କେବେ ଦୁର୍ବଳ କରିବନି ମୁଁ ସବୁବେଳେ ତମ ସହ ରହିବି......!!!!!!
  
     ଜ୍ୟୋସ୍ନା ଆତ୍ମା ହୋଇଆସି ନିଜ ସ୍ୱାମୀଙ୍କୁ ବି କହୁଛନ୍ତି ଯେ ପିଲାମାନଙ୍କର ଯତ୍ନ ନିଅ ଆଉ ସବୁବେଳେ ତାଙ୍କୁ ଖୁସିରେ ରଖ......!!! ନିଜକୁ କେବେବି ହାର୍ ମାନିବନି ଯେ ମୋ ସ୍ତ୍ରୀ ଜ୍ୟୋସ୍ନା ମତେ ଛାଡି ଚାଲିଗଲା ବୋଲି ...!!!!
   
    ଜ୍ୟୋସ୍ନାଙ୍କ ସହ ସେଦିନ ବିରୂପା ନଦୀକୁ ଯାଇଥିଲେ ତାଙ୍କ ସାନ ଯାଆ ତେଣୁ ତାଙ୍କୁ ମଧ୍ୟ ଛାଇ ହୋଇ ଆସି କହୁଛନ୍ତି ଯେ, ତମେ କେବେ ନିଜକୁ ଏକା ଭାବିବନି ମୁଁ ତମ ସମସ୍ତଙ୍କ ପାଖେ ପାଖେ ହିଁ ଅଛି...!!
  
    ଏପରି ନିଜ ପରିବାରଙ୍କୁ ଆଉ ପୁଣି ଗାଁର ଲୋକମାନଙ୍କୁ ମଧ୍ୟ ଯୋସ୍ନାଙ୍କ ଆତ୍ମା କହୁଛି ଯେ ମୁଁ କାହାର କିଛି ମଧ୍ୟ କ୍ଷତି କରିବିନାହିଁ ...!!! ତମେ କେହି ମଧ୍ୟ ଡରନାହିଁ, ମୁଁ ସବୁବେଳେ ଗାଁରେ ଆତ୍ମା ହୋଇ ଘୁରି ବୁଲିବି.... ଆଉ ଲୋକମାନଙ୍କ ଏବଂ ତା ସହ ନିଜ ପରିବାରର ଖୁସି ଦେଖୁଥିବି......!!!!!!
  
   
ଏମିତି ଥିଲା ଜ୍ୟୋସ୍ନା ଆତ୍ମାଙ୍କ କାହାଣୀ......!! ଏହା ଦେଖି ସମସ୍ତଙ୍କ ଆଖିରୁ ତ ଲୁହ ଝରି ଆସୁଥିବ.. ହେଲେ ଭଗବାନଙ୍କୁ ଏତିକି ପ୍ରାର୍ଥନା କରନ୍ତୁ ଯେ ଏଭଳି ମର୍ମନ୍ତୁକ ଘଟଣା କାହାକୁ ନ ଦିଅନ୍ତୁ...!!
   
   ବ୍ୟୁର ରିପୋର୍ଟ TVP NEWS9

Tags :- # news # tvp news9 # tvp # tvpnews

Share With