ପୁଣି ଥରେ ଦେଖିବାକୁ ମିଳିଲା ଟ୍ରେନ୍ ଆକ୍ସିଡେଣ୍ଟ ର ଦୃଘଟଣା...!!
ଡ୍ରାଇଭରର ଟ୍ରେନ୍ ପ୍ରତି ଖାମୂଖିଆଲି ଯୋଗୁଁ ଘଟିଲା ଏପରି ଦୃଘଟଣା...!!
ଆସନ୍ତୁ ଜାଣିବା ଏହି ଟ୍ରେନ ଦୃଘଟଣା ସଂପୂର୍ଣ୍ଣ ଖବର...!!
“ ହଁ ଦର୍ଶକ ବନ୍ଧୁ “......!!!
ଟ୍ରେନ୍ ଚଳାଇବା ବେଳେ ଡ୍ରାଇଭରଟି ମୋବାଇଲ୍ ଦେଖି ଅନ୍ୟ ମନସ୍କ ହେଇଥିବାରୁ ମଥୁରା ସ୍ଟେଶନ୍ ରେ ସାମ୍ନାରେ ଗୋଟିଏ ଫ୍ଲାଟ୍ ଫର୍ମ ଉପରକୁ ଚଡିଯାଇଛି ଏହି ଟ୍ରେନ୍ ଟି ! ଡ୍ରାଇଭରଟି ମୋବାଇଲ୍ ନିଶାରେ ରହି ଏମିତି ଏକ ଦୃଘଟଣା କରିଥିଲେ ଉତ୍ତରପ୍ରଦେଶର ମଥୁରା ସ୍ଟେଶନ୍ ରେ ! ଆଉ ଏହା ମଧ୍ୟ ସିସିଟିଭି ଫୁଟେକ୍ ରେ ସ୍ପଷ୍ଟ ଭାବେ ଦେଖାଯାଉଛି ଯେ , ଟ୍ରେନ୍ ଡ୍ରାଇଭର ମୋବାଇଲ୍ ନିଶାର ଫୋଟୋ ! ଏହା ପରେ ବିଭାଗ କତୃପକ୍ଷ ତଦନ୍ତ ପରେ ପାଞ୍ଚ ଜଣଙ୍କୁ ସସ୍ପେନ୍ ମଧ୍ୟ କରାଯାଇଛି !
26 ତାରିଖ ମଙ୍ଗଳବାର ରାତି 10: 48 ମିନିଟ୍ ରେ ଏହି ସମୟରେ ଦିଲ୍ଲୀରୁ ଆସି ମଥୁରାରେ ପହଞ୍ଚି ଥାଏ ଏହି ଡେମୋ ଟ୍ରେନ୍ ! ସେହି ସମୟରେ ସମସ୍ତ ଲୋକମାନେ ଟ୍ରେନ୍ ରୁ ଓଲ୍ଲାଇ ଥାନ୍ତି , କିନ୍ତୁ ଡ୍ରାଇଭର ବା ଲୋକ ପାଇଲେଟ୍ ମଧ୍ୟ ସେ ସମୟରେ ଡିଉଟି କରୁଥାନ୍ତି ! ଯେତେବେଳେ ଡ୍ରାଇଭର ଜିଚିନ୍ଦ୍ର ଟ୍ରେନ୍ ରୁ ଓଲ୍ଲାଇଲା ବେଳେ ଇଞ୍ଜିନ୍ ର ସମସ୍ତ ସୁଇଚ୍ ଅଫ୍ କରି ନିଜର ବ୍ୟାଗ୍ ଧରି ତଳକୁ ଓଲ୍ଲାଇଥିଲେ ଡ୍ରାଇଭର ! ଆଉ ତାପରେ ତାଙ୍କ ଜାଗାରେ ଡିଉଟି କରିବାକୁ ଆସିଥିଲେ ଆଉ ଏକ ଅନ୍ୟ ଡ୍ରାଇଭର !
କିନ୍ତୁ ଟ୍ରେନ୍ ଚଳାଇବାକୁ ଆସିଥିବା ଅନ୍ୟ ଡ୍ରାଇଭର ଜଣକ , ପ୍ରଥମେ ଟ୍ରେନ୍ ଭିତରକୁ ପ୍ରବେଶ କରି ନିଜର ସିଟ୍ ରେ ବସିବା ପୂର୍ବରୁ ନିଜର ବ୍ୟାଗ୍ କୁ ରଖିଥିଲେ ଟ୍ରେନ୍ ର ହିଟୋଲ୍ ଏକ୍ସ୍ସିଲିଟର ଉପରେ ଡ୍ରାଇଭର ଭିଡିଓ କଲ୍ ରେ କଥା ହେଇ ଅନ୍ୟ ମନସ୍କ ହୋଇ ନିଜର ଧ୍ୟାନ ମଧ୍ୟ ଠିକ୍ ସେ ଟ୍ରେନ୍ ଉପରେ ରଖିନଥିଲେ ଡ୍ରାଇଭର ଜଣଙ୍କ ! ଡ୍ରାଇଭରଟି ଭିଡିଓ କଲ୍ ରେ ବ୍ୟସ୍ତ ରହି ହିଟୋଲ୍ ଏକ୍ସ୍ସିଲିଟର ଉପରେ ବ୍ୟାଗ୍ କୁ ରଖିବା ମାତ୍ରକେ ହିଁ ଟ୍ରେନ୍ ଟିର ଡୋରଟି ଖୋଲି ଯାଇଥିଲା ! ଆଉ ତାପରେ ଆସ୍ତେ ଆସ୍ତେ ଧରିବାକୁ ଟ୍ରେନ୍ ଟି ! ଯେତେବେଳେ ଟ୍ରେନ୍ ଟି ଥରିବାକୁ ଲାଗିଲା ସେତେବେଳେ ଡ୍ରାଇଭରଟି କିଛି ବି ଜାଣିପାରୁନଥିଲା ! ଆଉ ସେହି ସମୟରେ ଟ୍ରେନ୍ ଟି ରେଡ୍ ଆଙ୍ଗ୍ ଭାଙ୍ଗି ଫ୍ଲାଟ୍ ଫର୍ମ ଉପରକୁ ଅଧା ଚଡିଯାଇଥିଲା ! ସେହି ସମୟରେ କଣ କରିବେ କିଛି ବୁଝିପାରୁନଥିଲେ ଡ୍ରାଇଭର ଖାଲି ବାର୍ ବାର୍ ମାରୁଥିଲେ ଏମର୍ଜିସ୍ ବ୍ରକ୍ ! ଆଉ ସେପଟେ ଟ୍ରେନ୍ ଟି ଫ୍ଲାଟ୍ ଫର୍ମ ଉପରକୁ ଚଡିଗଲା ବେଳେ ତାହା ଦେଖି ଅବାକ୍ ହୋଇଯାଇଥିଲେ ଡ୍ରାଇଭର ! ଆଉ ତାପରେ ଦଉଡି ଆସିଥିଲେ ଇଞ୍ଜିନ୍ ପାଖକୁ !
ସିସିଟିଭି ଫୁଟେକ୍ ରୁ ଏହି ପ୍ରମାଣ ପାଇବା ପରେ ଆଉ କିଛି ବୁଝିବାକୁ ବାକି ନଥିଲା ଯେ ,କାହିଁକି ଆଉ କଣ ପାଇଁ ଘଟିଲା ଏମିତିକା ଦୃଘଟଣା ! ଦତନ୍ତରୁ ଏହା ଜଣା ପଡିଛି ଯେ , ଡ୍ରାଇଭର ସଚିନ୍ ମଧ୍ୟ ଅଳ୍ପ ମଦ୍ୟ ପାନ କରିବା ସହ ଟ୍ରେନ୍ ଚଳାଇବାରେ ଖାମୂଖିଆଲି ଯୋଗୁଁ ଏପରି ଏକ ଦୃଘଟଣା ଘଟିଛି !