ସେଦିନ ଶ୍ରୀମନ୍ଦିର ଭିତରୁ ବାହାରି ଥିଲା ଆମିଷ ମାଂସର ବାସ୍ନା...........!!!
ମନ୍ଦିର ଭିତରକୁ ଭୋଗ କରିବାକୁ ମାଂସ ନେଇ ଯାଇଥିଲେ ଭକ୍ତ ...........!!!!
ପଣ୍ଡାମାନେ ଦେଖିନେବା ପରେ ମାଂସ ହୋଇ ଯାଇଥିଲା ପଣସ......!!!!
ଜାଣନ୍ତୁ ଭକ୍ତ ଓ ଭଗବାନଙ୍କର ଅଲୌକିକ କାହାଣୀ.........!!!
ହଁ ଦର୍ଶକ ବନ୍ଧୁ...................!
ସେଦିନ ଶ୍ରୀମନ୍ଦିର ଭିତରକୁ ଆମିଷ ନେଇ ଯାଇଥିଲେ ଏହି ଭକ୍ତ l ମହାପ୍ରଭୁ ଶ୍ରୀଜଗନ୍ନଥଙ୍କ ପାଇଁ ମନ ଖୁସିରେ ରୋଷେଇ କରି ନେଇଥିଲେ ମାଂସ l ଆଉ ତାପରେ ଘଟିଥିଲା ଏମିତି କିଛି ଚମତ୍କାର,,,,ଯାହା ଶୁଣିଲେ ଆପଣଙ୍କ ମୁଣ୍ଡ ଭକ୍ତିରେ ତଳକୁ ହେଇଯିବ l
କୁହାଯାଏ:....ଭାବକୁ ନିକଟ ସିଏ ଅଭାବକୁ ଦୂର........!!
ଭାବ ବିନୋଦିଆ କାଳିଆ ଠାକୁର...l
ପୁଣି କୁହଯାଏ ମାଡ ସହେ ଗାଳି ସହେ ସବୁ ସହି ହସୁଥାଏ l ହେଲେ ସହେ ନାହିଁ ସେ ବଡ଼ିମା ଜଗନ୍ନାଥ ମହିମା..........!!!!
ଦର୍ଶକ ବନ୍ଧୁ....... ସେ ହଉଛନ୍ତି ବ୍ରହ୍ମା , ବିଷ୍ଣୁ , ମହେଶ୍ୱେର ପୁଣି ଜଗତର ନାଥ l ବକ୍ତଟିଏ ଭକ୍ତି ଭାବ ଯାହା କିଛି ଦିଏ ପ୍ରଭୁ ତାକୁ ହସି ହସି ଗ୍ରହଣ କରନ୍ତି l ଥରେ ଜଣେ ଭକ୍ତ ଶ୍ରୀମନ୍ଦିରକୁ ଆସିଥିଲେ,,,,,ଭକ୍ତଙ୍କ ନାମ ଥିଲା କୁରୁମୀ l
କୁରୁମୀ ପ୍ରଭୁଙ୍କ ଦିବ୍ୟ ଦର୍ଶନ ପାଇଁ ପ୍ରଥମ ଦର୍ଶନରେ ହିଁ.....ନିଜକୁ କାଳିଆ ପାଖରେ ସମର୍ପଣ କରିଦେଇଥିକା l ତେକେ ହଠାତ କୁରୁମୀର ନଜର ପଢିଥିଲା ମହାପ୍ରଭୁଙ୍କର ମହାପ୍ରସାଦ ଉପରେ !!
କୁରୁମୀ ଅଧିକାଂଶ ସମୟରେ ଆମିଷ ଆଉ ମସଲା ଜାତୀୟ ଖାଦ୍ୟ ଖାଇବା ପାଇଁ ପସନ୍ଦ କରୁଥିଲା l ସେ ମନ୍ଦିରରେ ଦେଖିଥିଲା ମହାପ୍ରଭୁ ଶ୍ରୀଜଗନ୍ନଥଙ୍କ ପ୍ରସାଦରେ କେବଳ... "ମିଠା ହିଁ ମିଠା ଖାଦ୍ୟ" ରହିଛି l ତେଣୁ କୁରୁମୀ ଚିନ୍ତା କଲା ଯେ, ବେଶୀ ପରିମାଣ ର ମିଠା ଖାଇଲେ,,କାଳିଆ ସାଆନ୍ତଙ୍କ ପାଟିର ସୁଆଦ ଖରାପ ହେଇଯିବ l ତେଣେ ସେ ମହାପ୍ରଭୁଙ୍କୁ ମସଲା ଜାତୀୟ ଖାଦ୍ୟ ଆଉ ଆମିଷ ଖୁଆଇବା ପାଇଁ ମନରେ ଭାବିଲା l ତେବେ କୁରୁମୀ ତା ଭକ୍ତି ଓ ପ୍ରେମାଗରେ ଠିକ ଭୁଲ ଭୁଲିଯାଇ,ମହାପ୍ରଭୁଙ୍କ ପାଇଁ ମାଂସ ରୋଷେଇ କଲା l......ଆଉ କଦଳୀ ପତ୍ରରେ ପରସ୍ତ ପରସ୍ତ କରି ତାକୁ ବାନ୍ଧିନେଇ ଶ୍ରୀମନ୍ଦିରକୁ ନେଇଆସିଲା !!
ତେବେ ସିଂହଦ୍ୱାରରେ ପହଁଚିଲା ମାତ୍ରେ....ଆମିଷର ବାସ୍ନାରେ ଚତୁଃର୍ଦିଗ ମହକିଗଲା l ସେହି ବାୟୁରେ କେବଳ ଆମିଷର ବାସ୍ନାଆସିଲା l ତେବେ ପୁରୀର ସେବାୟତ ମାନେ କୁରୁମୀକୁ,,ସେ ଖାଦ୍ୟ ବିଷୟରେ ପଚରା ଉଚରା କଲେ l ସେ କଣ ନେଇ ଆସିଛି ବୋଲି ତାକୁ ପଚାରିଲେ l ଠିକ ସେହି ସମୟରେ,କୁରୁମୀ ହାତରୁ ଖାଦ୍ୟଟି ତଳେ ପଡିଗଲା.............!!
ଶ୍ରୀମନ୍ଦିରକୁ ଆମିଷ କଣ,,
ପିଆଜ ରସୁଣ ମଧ୍ୟ ନିଷେଧ ବୋଲି କୁରୁମୀ ଆଗରୁ ଜାଣିନଥିଲା!!!!!!!!
ତେବେ ତଳେ ପଡ଼ିଯାଇଥିବା କଦଳୀ ପତ୍ର ଭିତରୁ କଣ ବାହାରିଥିଲା,,, ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ........!!!!
ତେବେ ସେହି କଦଳୀ ପତ୍ର ଭିତରୁ ମାଂସ ନୁହେଁ ବରଂ ବାହାରିଥିଲା ପଣସ !!!
ମହାପ୍ରଭୁଙ୍କର ଚମତ୍କାରରେ......ମାଂସ ପଣସରେ ପରିଣତ ହେଇଥିଲା l ଆଉ ସେବାୟକ ମାନେ କୁରୁମୀଙ୍କୁ ମହାପ୍ରଭୁଙ୍କ ପାଖକୁ ପଣସ ନେଇ ଯିବା ପାଇଁ ଅନୁମତି ଦେଇଥିଲେ l
ତେବେ ମହାପ୍ରଭୁଙ୍କ ଚମତ୍କାରିତା ଦେଖି,, କୁରୁମୀ ଆମିଷ ଛାଡିଦେଇଥିଲା l ଆଉ ମହାପ୍ରଭୁଙ୍କ ପାଖରେ ନିଜକୁ ସମ୍ପୂର୍ଣ ଭାବରେ ସମର୍ପଣ କରି ସେହି ଦିନଠାରୁ ସୁଧ ଶlକାହାରୀ ଖାଦ୍ୟ ଖାଇବା ଆରମ୍ଭ କରିଥିଲା l ଆଉ ସେହି ଦିନଠାରୁ ସେ କେବେ ବି ଆମିଷ କଥା ମନଙ୍କୁ ଆଣିନି....କି... ଶ୍ରୀମନ୍ଦିରଙ୍କୁ ଆମିଷ ନେଇ ଯିବା କଥା ଆଉ ଚିନ୍ତା ବି କରିନି l ପ୍ରଭୁଙ୍କ ପ୍ରେମରେ ସେହି ଦିନଠାରୁ ପାଗଳିନୀ ହେଇରହି ମହାପ୍ରଭୁଙ୍କ ପାଇଁ କେବଳ ମିଠା ଜାତୀୟ ଫଳ ମୂଳ ନେଇ ସେ ମନ୍ଦିର ନେଇ ଯିବାର ଆରମ୍ଭ କରିଥିଲା !!!!!!!
ତେବେ ଦର୍ଶକ ବନ୍ଧୁ............
ଏ କାହାଣୀଟି ଶୁଣି ସରିଲା ପରେ ନିଶ୍ଚୟ ଆପଣଙ୍କ ମନେରେ ଜଗନ୍ନାଥଙ୍କ ପ୍ରତି ଭକ୍ତି ଭାବ ବଢିଯାଇଥିବ l
ଆମେ ମଧ୍ୟ ଆଶା କରୁଛୁ ...ଆପଣଙ୍କର ମହାପ୍ରଭୁ ମଙ୍ଗଳ କରନ୍ତୁ...........!!!!!!