* ଆଗକୁ ଆସୁଛି ରାକ୍ଷୀପୂର୍ଣ୍ଣିମା .......!!!

**  ଏ ବର୍ଷର  କେଉଁ ଦିନ ରାକ୍ଷୀ ବାନ୍ଧିବେ ...... ୩୦ରେ ନା  ୩୧ ତାରିଖ ରେ .......!!

**  ବାବା ଦିବାକର କାହିଁକି ଏପରି ରାକ୍ଷୀପୂର୍ଣ୍ଣିମା ବିଷୟରେ କହିଲେ .....!! 

** ଯାହା ଜାଣିବା ପରେ ଆପଣ ଚକିତ ହୋଇ ଉଠିବେ  ......!!

 ଆସନ୍ତୁ ଜାଣିବା ବାବା ଦିବାକର କ’ଣ କହିଛନ୍ତି ରାକ୍ଷୀପୂର୍ଣ୍ଣିମା ଉପରେ  ...!!


ଭାଇ ଭଉଣୀ ଏକ ଏମିତି ପବିତ୍ର ସମ୍ପର୍କ ଯାହାକି ସାରା ଦୁନିଆରେ ଏମିତି ସମ୍ପର୍କ ନାହିଁ । ଆଉ ଯେଉଁ ସମ୍ପର୍କ କୁ ଗୋଟିଏ ସୂତା ଡୋରୀରେ ବାନ୍ଧି ଦେଇଥାଏ ଭଉଣୀଟିଏ ତା ଭାଇ ହାତରେ । ଏବଂ ଆଉ ତା ବଦଳରେ ମାଗେ ତା ପାଖରୁ  ସୁରକ୍ଷା । ଆଉ ଭାଇ ମଧ୍ୟ୍ୟ ବଚନ ଦେଇଥାଏ କି ଭଉଣୀର ସରାଜୀବନ ରକ୍ଷା କରିବା ସହିତ ଓ ତାର ସମ୍ମାନ କରିବ ।

ଏ ବର୍ଷ ଅନେକ ଲୋକଙ୍କ ମନରେ ପ୍ରଶ୍ନ ଉଠୁଥିବ ଯେ କେଉଁ ଦିନ ରାକ୍ଷୀ ବାନ୍ଧିବେ ୩୦ରେ ନା  ୩୧ତାରିଖରେ , କାରଣ  ଏହି ବର୍ଷ ରାକ୍ଷୀପୂର୍ଣ୍ଣିମା ଦିନ ପଡୁଛି ଭଦ୍ରକାଳ  .....!!

 ତେଣୁ କେଉଁ ଦିନ ରାକ୍ଷୀ ବାନ୍ଧିବା ଦ୍ଵାରା ଭାଈର ମଙ୍ଗଳ ହେବ । ତାହା ଆସନ୍ତୁ ଜାଣିବା ।


      “ ହଁ ଦର୍ଶକ ବନ୍ଧୁ ”

ଭାଈ ଭଉଣୀର ଏହି ପବିତ୍ର ସମ୍ପର୍କ ରାକ୍ଷୀର କଥା ଯାହା କି ୩୦ ପାଳିବେ ନା ୩୧ ରେ । 
ଯେହେତୁ ଆପଣ ମାନଙ୍କର ୩୦ରେ ଭଦ୍ରକାଳ ପଢୁଛି ତ ଆପଣ କେଉଁ ଦିନ ବାନ୍ଧିବେ ରାକ୍ଷୀ ।ଅନେକ କହୁଛନ୍ତି ୩୦ରେ ବନ୍ଧା ହେବ ରାକ୍ଷୀ ଆଉ ଅନେକ କହୁଛନ୍ତି ୩୧ରେ ବନ୍ଧାହେବ  । କିନ୍ତୁ ଆପଣ ମାନେ ଜାଣିବାର ଆବଶ୍ୟକତା ଅଛି ,ଯେ ଅଗଷ୍ଟ ୩୦ ଆପଣଙ୍କର ପୁରାଦିନ ପୂର୍ଣ୍ଣିମା ରହୁଛି ଆଉ ପୂର୍ଣ୍ଣିମାର ଆରମ୍ଭ ହେଉଛି ଯେ ୩୦ ଅଗଷ୍ଟ ୨୦୨୩ ,ସକାଳ ୧୦:୫୮ରୁ ଆରମ୍ଭ ହୋଇ ତା ପର ଦିନ ୩୧ ଅଗଷ୍ଟ ସକାଳ ୭:୪୬ ମିନିଟ୍ ରେ ସମାପ୍ତ ହେବ ।


୩୦ ଅଗଷ୍ଟ ୧୦:୫୮ରୁ ଆରମ୍ଭ ହୋଇ ତା ପର ଦିନ ୩୧ ଅଗଷ୍ଟ ସକାଳ ୭:୪୬ ମିନିଟ୍ ପଯ୍ୟନ୍ତ ପୂର୍ଣ୍ଣିମା ରହୁଛନ୍ତି ।ଅର୍ଥାତ ୩୧ ଅଗଷ୍ଟ ସକାଳ ୭:୪୬ ମିନିଟ୍ ରେ ପୂର୍ଣ୍ଣିମି ସମାପ୍ତ ହେବ ।
ତେଣୁ ଆପଣ ପୁରା ଦିନ ୩୦ ଅଗଷ୍ଟରେ  ରାକ୍ଷୀ ବାନ୍ଧିପରିବେ ଏବଂ ଏହା ଉପଯୁକ୍ତ ସମୟ ଅଟେ ।କାରଣ ପୂର୍ଣ୍ଣିମି ଯେହେତୁ ରହୁଛି ,ତେଣୁ ଆପଣ ନିଶ୍ଚିତହୋଇ ୩୦ ଅଗଷ୍ଟ ରେ ରାକ୍ଷୀ ବାନ୍ଧି ପାରିବେ । କିନ୍ତୁ ଏହି ୩୦ ଅଗଷ୍ଟରେ  ଭଦ୍ରକାଳ ରହୁଥିବା ହେତୁ ,ଆପଣ ଭଦ୍ରକାଳରେ ରାକ୍ଷୀବାନ୍ଧିଲେ ଭାଈର ଅମଙ୍ଗଳ ହୁଏ ,ସତରେ କ’ଣ ଅମଙ୍ଗଳ ହୋଇଥାଏ । ପୁରାଣରେ ମଧ୍ୟ୍ୟ ଲେଖା ହୋଇଛି ଯେ ଭଦ୍ରକାଳରେ ରାକ୍ଷୀବାନ୍ଧିବା ଦ୍ଵାରା ଭାଇର ଅକାଳ ମୃତ୍ୟୁ ହୋଇଥାଏ । ଏ କଥା ଆମେ କହୁନୁ ଏକଥା ପୁରାଣରେ ଲେଖା ଯାଇଛି ।

Tags :- # news # tvp news9 # tvp # tvpnews

Share With