ପୁରିଲା କଳିର ଆୟୁଷ .......ମରିବେ କଳିଯୁଗର ମଣିଷ !!
ନଦୀ ,ନଇଁ ଛାଡି ରାଜରାସ୍ଥାରେ ଘୁରି ବୁଲୁଛି ବଉଳା କୁମ୍ଭୀର ........!!
ମାଳିକାରେ ଥିବା ବଉଳା କୁମ୍ଭୀର ଏବେ ଚାରିଆଡେ ଘୁରି ବୁଲୁଛି .......!!
ବିରୂପା ନଦୀ ନୁହେଁ କି ବ୍ରାହ୍ମଣି ନଦୀ ନୁହେଁ ପୁରା ସବୁ ନଦୀରେ ବୁଲୁଛି କୁମ୍ଭୀର.........!!
“ ହଁ ଆଜ୍ଞା ” .........!!
କୁମ୍ଭୀରର ଆତଙ୍କ ଚାରି ଆଡେ ଚର୍ଚ୍ଛା ଥିବା ସମୟରେ କିଛି ଦିନ ପାଇଁ ସ୍ଥଗିତ ହୋଇ ରହିଥିଲା । ଏବେ ପୁଣି କୁମ୍ଭୀରର ଅତଙ୍କ ଚାରି ଆଡେ ଚର୍ଚ୍ଛା । ଭୁବେନେଶ୍ଵର ପଶି ଆସିଛନ୍ତି ୫୦ଟି ମଣିଷଖିଆ ବଉଳା କୁମ୍ଭୀର । ମହାପୁରୁଷ ଅଚ୍ୟୁତାନନ୍ଦ ମାଳିକରେ ସ୍ଵଷ୍ଟ ରୂପେ ଲେଖିଯାଇଛନ୍ତି ଯେ ବଉଳା ସବୁ ଏକାଠି ହେବେ ଆଉ ସାରା ଓଡିଶାରେ ଆତଙ୍କ ଖେଳାଇବେ , ଏବେ ତାହା ହିଁ ଘଟୁଛି ।
ଏବେ ବୁଲୁଛି ବଉଳା କୁମ୍ଭୀର , ଯେଉଁ କୁମ୍ଭୀର କଥା ମାଳିକାରେ ଲେଖା ଅଛି । ସେହି ବଉଳା କୁମ୍ଭୀର ଯାହାକୁ ଦେଖୁଛି ତାଙ୍କୁ ଟାଣି ନେଇ କଲ୍ ବଲ୍ କରି ମାରି ଖାଇଦଉଛି ।
ଯାହା ଫଳରେ ଲୋକେ ଭୟବିତ ହୋଇ ନଦୀକୁ ଯିବାତ ଦୂରକଥା ଘରୁ ପାଦ କାଡି ବାହାରକୁ ଯିବା ପାଇଁ ମଧ୍ୟ ସାହସ କରୁନାହାନ୍ତି । କାରଣ କୁମ୍ଭୀର ଏବେ ପାଣିରେ ରହିବା ସହିତ ରାସ୍ତା ଘାଟରେ ମଧ୍ୟ ଘୁରି ବୁଲୁଛି । ଆଉ ମଣିଷକୁ ମାରି ଖାଇବା ସହିତ ଜୀବ,ଜନ୍ତୁ ପଶୁ ,ପକ୍ଷୀକୁ ମଧ୍ୟ ଛାଡୁନାହିଁ । ମାଂସ ଖାଇବା ପାଇଁ ଏତେ ପାଗଳ ହୋଇସାରିଛି ଯେ ଯାହାକୁ ଦେଖୁଛି ତାକୁ ଖାଇ ନେଉଛି ।
ଏହି କିଛି ଦିନ ତଳେ ଘଟିଥିଲା ଯେଉଁ ଛାତିଥରା ଲୋମ ଟାଙ୍କୁରିଲା ଭଳି ଦୃଶ୍ୟ । ସେହି ଦୃଶ୍ୟକୁ ଦେଖିଲେ ଆଯିବି ଲୋମ ଟାଙ୍କୁରି ଉଠୁଛି । କେମିତି ସେଦିନ ସେହି ବିରୂପା ନଦୀରେ ଗୋଟିଏ ମହିଳାଙ୍କୁ ଟାଣି ନେଇଥିଲା ସେହି ବଉଳା କୁମ୍ଭୀର । ପାଣିକୁ ଟାଣି ନେଇ ଶରୀରରୁ ଅଧା ମାଂସ ଖାଇ ଖାଲି ଗୋଡଟିକୁ ଛାଡି ଦେଇଥିଲା ସେହି ମଣିଷ ଖିଆ ବଉଳା କୁମ୍ଭୀର । ପୁଣି ତା ମନକୁ ଶାନ୍ତି ମିଳିନ ଥିଲା ଯେ ଗୋଟିଏ ପରେ ଗୋଟିଏ ଲୋକକୁ ଟାଣି ଖାଇବା ସହିତ ପଶୁଟିକୁ ମଧ୍ୟ ଖାଇ ଥିଲା । ପୁଣି ଏବେ ରାଜଧାନୀର ରାଜରାସ୍ଥାରେ ଘୁରିବୁଲୁଛି । ବିରୂପା ନଦୀ ନୁହେଁ କି ବ୍ରାହ୍ମଣି ନଦୀ ନୁହେଁ ପୁରା ଓଡିଶାର କୋଣ ଅନୁକୋଣରେ ନଦୀ ,ନଇଁ ,ନାଳରେ ମାଂସ ପାଇଁ ଘୁରି ବୁଲୁଛି ସେହି ବଉଳା କୁମ୍ଭୀର ।
ଆଉ କେତେଦିନ ଏମିତି ସେହି ବଉଳା କୁମ୍ଭୀର ମାଂସ ପାଇଁ ଘୁରି ବୁଲିବ ........!!
କେତେ ଦିନ ଓଡିଶାରେ କୁମ୍ଭୀରର ରାଜୁତି ଚାଲିବ ........!!! ତାହା କିଛି ବି ଜଣା ପଡୁ ନାହିଁ .....!!
ତେବେ ଦର୍ଶକ ବନ୍ଧୁ ଆମେ ଆପଣଙ୍କୁ ଏତିକି କହିରଖୁଛୁ ଯେ ଯଦି ଆପଣ ମାନେ ନଦୀକୁ କି ନଦୀର ଆଖପାଖରେ ବି ରହୁଛନ୍ତି ତାହେଲେ ବହୁ ସତର୍କତା ସହି ରୁହନ୍ତୁ ।
ଯଦି ଆପଣମାନେ ଏମିତି ଆହୁରି ନୁଆ ନୁଆ ଖବର ଜାଣିବାକୁ ଚାହୁଁଛନ୍ତି ତାହାଲେ ଆମ ଚାନେଲ୍ ସହିତ ଜଡ଼ି ହୋଇ ହୁହନ୍ତୁ, ଆଉ ଆମ ଚାନେଲ କୁ ଲାଇକ୍ , ଶେର୍ ସସ୍କ୍ରାଇବ କରିବା ସହିତ କମେଣ୍ଟ ମଧ୍ୟମରେ ନିଶ୍ଚିତ ଜାଣନ୍ତୁ |
ବ୍ୟୁରୋ ରିପୋର୍ଟ tvp news9....!!!