ମାଳିକା ସହ ମିଶିଲା କୋରାନ .......
ମାଡିଆସୁଛି ପ୍ରଳୟ ...........!
ଭାରତ ମହାସାଗରରେ ହେବ ଉଲକାପାତ!!!!!!!!!!!"
ଦର୍ଶକ ବନ୍ଧୁ ମାଳିକା କଥା ତ ଆପଣମାନେ ନିହାତି ଭାବରେ ଶୁଣିଥିବେ l
ମାଳିକା ରେ ଯାହା ବର୍ଣ୍ଣିତ ଅଛି,,,,,,,,,,,,, ଧିରେ ଧିରେ ଏବେ ତାହା ସତ ହବାକୁ ଯାଉଛି |ମାଳିକା ରେ କୁହାଯାଇଛି କି ପ୍ରଭୁ ଶ୍ରୀ ଜଗନ୍ନାଥ ନେବେ କଳକୀ ଅବତାର,,,,,,,,,ଆଉ ସମଗ୍ର ପୃଥିବୀ କୁ କରିବେ ଶାସନ l
.......ହେଲେ ମାଳିକା ନୁହେଁ ଏଟି କୋରାନ ମଧ୍ୟ ସେ ସମାନ କଥା!!!!
କୋରାନ ହିସାବ ରେ ପୃଥିବୀ କୁ ଆସିବେ ଇମାମଳ ମେହେଦି |ଆଉ ବାଇବେଲ ହିସାବ ରେ ସମାନ ଘଟଣା ଖୁବଶୀଘ୍ର ଘଟିବାକୁ ଯାଉଛି |ହନକ ନ ମରି ସ୍ୱର୍ଗ କୁ ଯାଇଥିଲେ |ସେ ମଧ୍ୟ ପୃଥିବୀ ରେ ଦରାବତରଣା କରିବେ ଖ୍ରୀଷ୍ଟିଆନ ଙ୍କ ମତରେ....,,,,
ଏପଟେ ବୁଦ୍ଧିଷ୍ଟମାନେ ମଧ୍ୟ ସେହି ସମାନ ମତବ୍ୟ ଦେଉଛନ୍ତି |ଗୌତମ ବୁଦ୍ଧ ଙ୍କ ହିସାବ ରେ ସେ ଶେଷ ବୁଦ୍ଧ ନୁହନ୍ତି,,,,,ଆରମ୍ଭ ବୁଦ୍ଧ lବରଂ ପ୍ରବେଶ କରିବେ ଆଉ ଜଣେ ବୁଦ୍ଧ |
ଯାହା ଙ୍କ ନାମ ହେଲା ମୈତ୍ରୀ ବୁଦ୍ଧ ହେଲେ ଯୁଗ ସାରିବା ପରେ ନୁହେଁ ବରଂ ଯୁଗନ୍ତ ବେଳକୁ ଆସିବେ,,,,ଅର୍ଥାତ ଯୁଗ ର ଅନ୍ତ ପୂର୍ବରୁ ତାଙ୍କ ର ଆଗମନ ହେବ ଏ ପୃଥିବୀ ଲୋକରେ.....
ତେବେ ଏଠି ଆପଣ ଭାବୁଥିବେ କି କଳିଯୁଗ ଶେଷ ବେଳ କୁ ବୋଧ ହୁଏ ଚାରି ଚାରି ଜଣ ଆସିବେ ସଂଘlର କରିବାକୁ,,,,,
ମାତ୍ର ବାସ୍ତବ ରେ ସେମିତି ନୁହେଁ |
ପୃଥିବୀ ରେ ପାପି ମାନଙ୍କ ସଂଘାର ଜଣେ ହିଁ କରିବେ, ହେଲେ ଲୋକେ ନିଜ ଧର୍ମ ଅନୁଯାୟୀ ସେ ନା ରେ ସେମାନ ଙ୍କୁ ଡାକିବେ..... |
କୋରlନ ହିସାବ ରେ ଯଦି ରଞ୍ଜନ ମାସ ଆରମ୍ଭ ଦିନ ରେ ଚନ୍ଦ୍ର ଗ୍ରହଣ ପଡେ ଏବଂ ମଧ୍ୟ ଭାଗରେ ପଡେ ସୂର୍ଯ୍ୟ ପରାଗ ତବେ ଏଠି ଜାଣିନବା ଉଚିତ ଯେ ଇମାମଳ ମେହେଦି ଆସିଗଲା...
ହେଲେ ଦର୍ଶକ ବନ୍ଧୁ ଏଠି ଖାସ କଥା ହେଉଛି ସେ ସମୟ ଆଉ ଦୂର ନୁହେଁ...
କାରଣ ଏମିତି ସମୟ ଖୁବ ଶୀଘ୍ର ଘଟିବାକୁ ଯାଉଛି |
୨୦୨୫ମସିହା କିମ୍ବା ୨୦୨୮ମସିହା ରେ ହିଁ ଏହି ଦିନ ଆସିଯିବ |
ଯେଉଁ ଧୀନ ରଞ୍ଜନ ମାସ ଆରମ୍ଭ ରୁ ପଡିବ ଚନ୍ଦ୍ର ଗ୍ରହଣ ଆଉ ମଧ୍ୟ ଭାଗରେ ପଡିବ ସୂର୍ଯ୍ୟ ପରାଗ...
କୋରାନ ରେ କୁହାଯାଇଛି କି "କାୟlମତ ଆଏଗା"...... ଯେତେବେଳେ ମାଳିକା ରେ କୁହାଯାଇଛି ଆସିବ ମହା ପ୍ରଳୟ...
ସବୁ କିଛି ଧ୍ବଂସ ହୋଇଯିବ |
କଳକୀ ପୁସ୍ତକ ରେ ପାଠକ ମାନେ ଉଲ୍ଲେଖ କରିଛନ୍ତି |ଯୁଗର ଅନ୍ତ ବେଳ କୁ ମା କାଳୀ ଯେ ପ୍ରଭୁ ଙ୍କୁ....
ପ୍ରାର୍ଥନା କରିବେ ବାକି ରହିଯାଇଥିବା ପାପି ଙ୍କର ନାଶ କରିବା ପାଇଁ |
ତେବେ କାଲି ମା କାଳୀ ନୁହନ୍ତି ବରଂ
ଦେବ ଦେବ ମହାଦେବ ମଧ୍ୟ ସାମିଲ ହେବେ ମା କାଳୀ ଙ୍କ ସହିତ,,,,,,ଆଉ ଉଭୟ ପ୍ରଳୟ ସୃଷ୍ଟି କରିବେ | ଆଉ ସେ ସମୟ ରେ ପୃଥିବୀ ଓଲଟି ଯିବ ବୋଲି ଉଲ୍ଲେଖ କରାଯାଇଛି,,,,,,,ଆଉ ସେ ସମୟରେ ହବ ଉଲ୍ଲକା ପାତ ସାତ ଟି ଷ୍ଟାଡିୟମ ଆକାରେ ପଡିବ ଉଲ୍ଲକା ପାତ
ଭାରତ ମହାସାଗର ରେ ହେବା କୁ ଥିବା ଏହି ଉଲ୍ଲକା ପାତ ପ୍ରଳୟ ରଚାଇବା ......ଏ ପୃଥିବୀ ପୃଷ୍ଠରେ...l
ପଳ ସ୍ୱରୂପ ମାଟି ରେ ମିଶିଯିବ ଅନେକ ସହର!!!!!!
୫୧ ତମ କଳିଯୁଗ ରେ ଏମିତି କିଛି ଘଟିଥିଲା |
ଏବେ ଚାଲିଛି ୫୨ତମ କଳିଯୁଗ
ମୋଟା ମୋଟୀ ଭାବରେ ମାଳିକା ସହିତ ପ୍ରାୟ କୋରାନ ଆଉ ବାଇବେଲ ସମସ୍ତ ତଥ୍ୟ ମିଶି ଯାଉଛି |
କୋରାନ ହିସବା ରେ ଇମାମଳ ମେହେଦି ଯେବେ ଆସିଥିଲା ସମାନ ଭାବରେ କଳିକି ମଧ୍ୟ ଅବତାର ଧାରଣ କରିସାରିଥିବେ |
ଆଉ ଖ୍ରୀଷ୍ଟିଆନ ଙ୍କ ହିସାବରେ ସେତେବେଳେ କୁ ଯୀଶୁଖ୍ରୀଷ୍ଟାନ ସେତେବେଳେ ପୃଥିବୀ ପୃଷ୍ଠ କୁ ଆସି ସାରିଥିଲା |ତେଣୁ ନିହାତି ଭାବରେ ସେ ସମୟ ହବ ପ୍ରଳୟ ର ସମୟ ୨୦୨୮ ଓ ୨୦୨୯ ମସିହା ପୃଥିବୀ ପାଇଁ ପ୍ରଳୟ ନେଇ ଆସିବ...
୨୮ ଶେଷ ବେଳକୁ କିମ୍ବା ୨୯ ବେଳକୁ ଉଲ୍ଲକା ପାତ ହବ ବୋଲି ଗବେଷକ ମନେ କହୁଛନ୍ତି |
ତେବେ ଦର୍ଶକ ବନ୍ଧୁ ଆପଣ ମାଳିକା କଥା କୁ କେତେ ମାତ୍ର ରେ ବୁଶ୍ୱାସ କରନ୍ତି....??????... ଆମକୁ ଜଣାନ୍ତୁ l!!