ବିଶ୍ଵରେ ଅନେକ ମନ୍ଦିର ରହିଛି !
     ଏବେ ଆମେ ଏମିତି ଏକ ମନ୍ଦିର ଜାଣିବା ଯେ, ଯାହାର କଥା ଆଶ୍ଚର୍ଯ୍ୟ ଚକିତ କରିଦେବ ଆପଣଙ୍କ ମନକୁ .....!!!!!
ମନ୍ଦିର ଟି  ସମୁଦ୍ର ମଝିରେ ଅବସ୍ଥିତ | କିନ୍ତୁ ମନ୍ଦିରକୁ ସୁରକ୍ଷା ଦେବା ପାଇଁ ବିଶ ଧରା ସର୍ପ ମାନେ ଚାରିପାଖରେ ଘେରିକରି ରହିଛନ୍ତି ଏହି ବିଶ ଧର ସର୍ପ ମାନେ | ଏହି ମନ୍ଦିରଟି ଅବସ୍ଥିତ ରହିଛି  ଇଣ୍ଡୋନେସିଆ ସମୁଦ୍ର ମଧ୍ୟ ଭାଗରେ ଏକ ଉଛତା ବିଶେଷ ଚଟାଣରେ ନିର୍ମାଣ ହୋଇଛି | କିନ୍ତୁ ଏହି ମନ୍ଦିର ଟି ତନାହୋଲୋତ୍ ମନ୍ଦିର ଭାବରେ ଖୁବ୍ ପରିଚିତ ତନାହୋଲୋତ୍ ଅର୍ଥ ହେଉଛି ସମୁଦ୍ର ଭୂମିରେ ତିଆରେ | ଏହି ମନ୍ଦିର  ବ୍ୟବହାର ହୋଇଥିବା ପଥର ୧୯୮୦ ମସିହାରେ ଦୁର୍ବଳ ହୋଇ ଭାଙ୍ଗିବାରେ ଲାଗିଥିଲା | ପରେ ଏହାର କିଛି ଅଂଶକୁ କୃତିମ ଚଟାଣରେ ଗୋଡାଇ ଦିଆଯାଇଥିଲା | କିମ୍ବଦନ୍ତୀ ଅନୁସାରେ  ତନାହୋଲୋତ୍ ମନ୍ଦିର ନିର୍ମାଣ ନିରଥକ୍ ନାମକ ଜଣେ ପୂଜାରୀ ୧୫୦୦ ଶପ୍ତାବ୍ଦୀ କରିଥିଲେ | କୁହାଯାଏ ଯେ ଏହି ମନ୍ଦିର କୁ ଦୁର୍ଷ୍ଟ ଆତ୍ମା ଫଳ ପ୍ରକୃତି ମଣିଷଙ୍କ ଠାରୁ ରକ୍ଷା କରିଥାନ୍ତି | ଶିଳା ତଳେ ରହିଥିବା ବିଶ ଧର ସର୍ପ ମାନେ ପୁଣି କୁହାଯାଏ ପୂଜାରୀ ନିରଥକ୍ ତାଙ୍କର ଶକ୍ତି ବଳରେ ଏହି ବିଶାଳକାୟ ସମୁଦ୍ର ରେ ସୃଷ୍ଟି କରିଥିଲେ | ଯାହାର ପରିବାର ଏବେ ବି ଏହି ମନ୍ଦିର ସୁରକ୍ଷା କରୁଛନ୍ତି | କିନ୍ତୁ ଏହି ମନ୍ଦିର ର ସୌନ୍ଦର୍ଯୀ ଖୁବ୍ ଆକର୍ଷିତ ଭାବେ ଲୋଚିତ ଆଉ ଏହି ମନ୍ଦିରକୁ ଦେଖିବାକୁ କାହିଁ କେତେ ଜାଗରୁ ଲକ୍ଷ ଲକ୍ଷ ଜନସାଧାରଣ ଦେଖିବାକୁ ଆସୁଛନ୍ତି |
   ବ୍ୟୁର ରିପୋର୍ଟ  TVP NEWS9……!!!!!

Tags :- # news # tvp news9 # tvp # tvpnews

Share With