ଖୋଲା ହେଲା 15ଟି ଗେଟ୍ ହୀରାକୁଦ ବନ୍ଧର.........!!!!!!
ଚିନ୍ତା ଏବଂ ଭୟଭୀତ ହେଲେ ଓଡିଶା ବାସୀ......!!!!!
ତୀବ୍ର ଗତିରେ ବୃଦ୍ଧି ପାଉଛି ହୀରାକୁଦର ଜଳ ଭଣ୍ଡାର......!!!!!
ପୁଣି ସମ୍ଭାଳି ପାରୁନି ହୀରାକୁଦ ବନ୍ଧର ଆଉ 5ଟି ଗେଟ୍.......!!!!
ଆସନ୍ତୁ ଜାଣିବା ଏହି ଜଳ ଭଣ୍ଡାର ବିଷୟରେ.......!!!!
“ ହଁ ଦର୍ଶକ ବନ୍ଧୁ “…….!!!!!
ବର୍ତ୍ତମାନ ହୀରାକୁଦ ବନ୍ଧର 15ଟି ଗେଟ୍ ଖୋଲା ହୋଇସାରିଆଲାଣି ! ଏବଂ ହୀରାକୁଦ ବନ୍ଧର ଜଳ ସ୍ତର ମଧ୍ୟ ବହୁତ ମାତ୍ରାରେ ବୃଦ୍ଧି ପାଇବା ସହ ଓଡିଶାରେ ଜଳସ୍ତରରେ ଲୋକମାନେ ପାଣିରେ ଭାସିବାରେ ଲାଗିଲାଣି ! କିନ୍ତୁ ଏହାକୁ ନେଇ ସାରା ଓଡିଶାରେ ଚର୍ଚ୍ଚା ହେବା ସହ ଲୋକମାନେ ଭୟଭୀତ ହୋଇ ଚିନ୍ତା କରିଲେଣି ଯେ କେଉଁ ସ୍ଥାନକୁ ଯାଇ ନିଜ ଜୀବନକୁ ବଞ୍ଚାଇବେ !
ଏବେ ବର୍ତ୍ତମାନ 15ଟି ଗେଟ୍ ଦେଇ ହୀରାକୁଦ ବନ୍ଧର ଜଳସ୍ତର ବହୁତ ତୀବ୍ର ଗତିରେ ପ୍ରବାହିତ ହେଉଛି , ଯାହାକି 745.45ଫୁଟ୍ ରେ ଜଳସ୍ତର ବହୁତ ତୀବ୍ର ହେବାରେ ଲାଗିଛି ! କିନ୍ତୁ ଡ୍ଯାମ୍ କୁ 2,53,105 କ୍ୟୁବୀ ଜଳ ତୀବ୍ରରେ ପ୍ରବାହିତ ହେବା ସହ ବହୁତ ମାତ୍ରାରେ ଜଳ ନିଷ୍କାସନ୍ ଜାରିରହୁଛି ! କିନ୍ତୁ ବର୍ତ୍ତମାନ ଏହା ସୂଚନା ମିଳୁଛି ଯେ ହୀରାକୁଦ ଜଳ ଭଣ୍ଡାରର 15ଟି ଗେଟ୍ ଦେଇ ଜଳ ପ୍ରବାହିତ ହୋଉଛି , କିନ୍ତୁ ଏହା ମଧ୍ୟ ସୂଚନା ଦେଉଛି ଯେ ବର୍ତ୍ତମାନ ବର୍ଷା ଯେଉଁ ଭବଳି ଭାବରେ ଜାରିରହୁଛି , ଏପରି ହେବା ଦ୍ଵାରା ହୀରାକୁଦ ବନ୍ଧର ଆଉ 5ଟି ଗେଟ୍ ଖୋଲା ଦିଆଯିବାରେ ବହୁତ ମାତ୍ରାରେ ସମ୍ଭାବନା ରହିଛି ! ଏବଂ ଏହାକୁ ନେଇ ଓଡିଶା ବାସୀ ଚିନ୍ତା କରିବା ସହ ଅଧିକ ଭୟଭୀତ ମଧ୍ୟ ହେଇସାରିଲେଣି !
ଏହି ପରି ହୀରାକୁଦର ଜଳ ଭଣ୍ଡାର ଉପର ଭାଗ ଦେଇ ଜଳ ପ୍ରବାହିତ ହେଉଛି ! ଏହା ପରେ ବି ଗତ କାଲି ହୀରାକୁଦ ବନ୍ଧର ଜଳ 745.45ଫୁଟ୍ରୁ ଜଳସ୍ତର ଅତିକ୍ରମ କରିସାରିଲାଣି ! ଏହାକୁ ନେଇ କତୃପକ୍ଷ ହୀରାକୁଦର ଆଉ 5ଟି ଗେଟ୍ ଖୋଲା ଦିଆଯିବ ବୋଲି କହିଥିଲେ , ଏହା କହିବାର ପରେ ବି ଆଜି ସକାଳ ଠୁ ବହୁତ ତୀବ୍ର ଗତିରେ ଜଳସ୍ତର ପ୍ରବାହିତ ହେଉଛି ! ଏହି ଜଳ ଭଣ୍ଡାରକୁ ରୁକିବାରେ କାହା ପାଖରେ ଆଉ ସେତିକି ସାମଥ୍ୟା ମଧ୍ୟ ନାହିଁ !
ଯଦି ଏହି ପରି ଦିନ କୁ ଦିନ ହୀରାକୁଦ ବନ୍ଧର ଜଳସ୍ତର ତୀବ୍ର ଗତିରେ ବୃଦ୍ଧି ପାଇବା ତେବେ ଓଡିଶା ଖୁବ୍ ଶୀଘ୍ର ଜଳସ୍ତର ହେବାରେ ବହୁତ ଆଶଙ୍ଖା ମଧ୍ୟ ଦେଖା ଦେଉଛି ! ଏହା ମଧ୍ୟ ଜଣା ପଡିଲାଣି ଯେ ବହୁତ ଶୀଘ୍ର ଓଡିଶା ଜଳପୂର୍ଣ୍ଣ ହୋଇଯିବ !