କାହିଁକି ଭଗବାନ ଶିବଙ୍କୁ ସୋମବାର ଦିନ ପୂଜା କରାଯାଏ ..........!!!!!!
କାହିଁକି ଲୋକମାନେ ସୋମବାର ଦିନ ଶିବ ମନ୍ଦିର ଯାହାନ୍ତି...........!!!!!
ଭଗବାନ ଶିବଙ୍କର ସୋମବାର ଦିନ କେଉଁ ପୂଜା ଥାଏ..........!!!!!!!
ଭଗବାନ ଶିବଙ୍କୁ ପୂଜା କରିବା ଦ୍ଵାରା କଣ ରହିଛି ମହତ୍ତ୍ଵ ...........!!!!!!
ଆସନ୍ତୁ ଜାଣିବା ଏହାର ରହସ୍ୟ...........!!!!!!
“ ଦର୍ଶକ ବନ୍ଧୁ “...........!!!!!!
ସପ୍ତାହ ସାରା ପ୍ରତେକ ବାରକୁ ଆମେ ଈଶ୍ଵରଙ୍କ ନାମରେ ନାମିତ କରିଥାଉ ! କିନ୍ତୁ ହିନ୍ଧୁ ଧର୍ମ ମାନଙ୍କରେ ପୂଜା ବିଧିର ବିଶେଷ ମହତ୍ତ୍ଵ ରହିଅଛି ! କିନ୍ତୁ କୁହାଯାଏ କି ପ୍ରଭୁ ମହାଦେବଙ୍କୁ ଯେତେବେଳେ ଓ ଯେଉଁ ସମୟରେ ପୂଜା କରାଯାଏ ପ୍ରଭୁ ମହାଦେବ ସେତେବେଳେ ହିଁ ଆଶୀର୍ବାଦ ପ୍ରଦାନ କରିଥାନ୍ତି ! କାହିଁକି ଲୋକମାନେ ପ୍ରତେକ ସୋମବାର ଦିନ ଶିବ ମନ୍ଦିରକୁ ଯାହାନ୍ତି ଆଉ ତାଙ୍କ ପୂଜା କରିଥାନ୍ତି , କିନ୍ତୁ ଅନ୍ୟ ବାରରେ ଶିବଙ୍କ ମନ୍ଦିରକୁ କାହିଁକି ଲୋକମାନେ ଯାଆନ୍ତିନୀ ! କ’ଣ ପ୍ରଭୁ ଶିବ ଅନ୍ୟ ବାରରେ ଆଶୀର୍ବାଦ ପ୍ରଦାନ କରନ୍ତିନୀ କି !!!
ଲୋକଙ୍କର କହିବା କଥା ଅନୁସାରେ ସୋମବାର ଦିନ ଭଗବାନ ଶିବଙ୍କୁ କ୍ଷୀର ଓ ବେଲପତ୍ର ଅର୍ପଣ କଲେ ଭଗବାନ ଶିବ ମନସ୍କମାନ ପୂରଣ କରନ୍ତି ! କିନ୍ତୁ କଣ ଆପଣମାନେ ଜାଣିଛନ୍ତି ପ୍ରତେକ ସମୋବାର ଦିନ ପ୍ରଭୁ ଶିବଙ୍କୁ କାହିଁକି ପୂଜା କରାଯାଏ ଆଉ ଶିବଙ୍କୁ ପୂଜା କରିବା ଦ୍ଵାରା କଣ ରହିଥାଏ ମହତ୍ତ୍ଵ !
ସୋମବାର ଦିନ ଶିବଙ୍କୁ ଯେଉଁ ଉପାସନା କରାଯାଇଥାଏ ତାହାକୁ ସୋମେଶ୍ଵର ବ୍ରତ ବୋଲି କୁହାଯାଏ ! କିନ୍ତୁ ଏହାର ଏକ ଧର୍ମୀକିକ ମହତ୍ତ୍ଵ ରହିଅଛି , ଏହି ଦିନରେ ଚନ୍ଦ୍ରମାଙ୍କୁ ମଧ୍ୟ ପୂଜା କରାଯାଇଥାଏ ! ଆମର ଗ୍ରନ୍ଥ ଅନୁସାରେ ସୋମେଶ୍ଵର ପ୍ରଥମ ଶବ୍ଦର ଅର୍ଥ ହେଲା ସୋମ ଅର୍ଥାତ୍ ଚନ୍ଦ୍ରମା ଆଉ ଚନ୍ଦ୍ରମାଙ୍କୁ ଈଶ୍ଵର ଭାବେ ପୂଜା କରାଯାଇଥାଏ ! ତେବେ ସୋମେଶ୍ଵରଙ୍କ ଦ୍ଵିତୀୟ ଶବ୍ଦର ଅର୍ଥାତ୍ ହେଲା ଯିଏ ଚନ୍ଦ୍ରମାଙ୍କୁ ମସ୍ତକରେ ଧାରଣ କରିଛନ୍ତି ସିଏ ହେଉଛନ୍ତି ସ୍ଵୟଂ ମହାଦେବ ! ତେବେ ପୌରାଣିକ ଗାଥା ଅନୁସାରେ ପ୍ରଭୁ ମହାଦେବଙ୍କ ସହ ଚନ୍ଦ୍ରମାଙ୍କୁ ମଧ୍ୟ ସୋମବାର ଦିନ ପୂଜା କରାଯାଏ ! ଏବଂ ଅନ୍ୟ ବାର ଅନୁସାରେ ଶିବଙ୍କୁ ଆରାଧନା କରି ନିରୋଗୀ ହେବା ସହ ମହତ୍ତ୍ଵ ମଧ୍ୟ ରହିଅଛି ଆଉ ଧାର୍ମିକ ଆସ୍ଥା ଓ ପରମ୍ପର ଗାଥା ଅନୁଯାଇ ପ୍ରାଚୀନ କାଳକୁ ନେଇ ସୋମବାର ଦିନ ଭଗବାନ ଶିବଙ୍କ ବ୍ରତ ଓ ପୂଜା କରାଯାଇଥାଏ !!