ଦେହ ବେପାର କରି ପୁଳା ପୁଳା ଟଙ୍କା ରୋଜକାର କରୁଥିଲେ ଏହି ଅଭିନେତ୍ରୀ .........!!
ଅଭିନୟରେ ସଫଳ ହୋଇପାରିଲେନି ବୋଲି ଦେହ ବେପାର କଲେ .....!!
ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଏହି କାମରେ ସାହାର୍ଯ୍ୟ କରୁଥିଲେ ନିଜ ସ୍ଵାମୀ .......!!
ଆଉ କମାଉଥିଲେ ପୁଳା ପୁଳା ଟଙ୍କା .....!!
“ ଆଜ୍ଞା ହଁ ” ......!!
ଓଡିଆ ସିନେମାରେ ଅଭିନେତ୍ରୀ ଜଣକ ଅଭିନୟରେ ସଫଳ ହୋଇପାରିଲେନି ବୋଲି ନିଜ ଦେହ ବେପାର କରି ପୁଳା ପୁଳା ଟଙ୍କା ରୋଜଗାର କରୁଛନ୍ତି,ଆଉ ଏଥିରେ ତାଙ୍କ ସ୍ଵାମୀ ମଧ୍ୟ ତାଙ୍କୁ ସାହାଯ୍ୟ କରୁଛନ୍ତି । ନିଜ ଦେହର ସୌନ୍ଦର୍ଯ୍ୟ ରୂପକୁ ଦେଖାଇ ଗ୍ରାହକ ମାନଙ୍କୁ ଆକର୍ଷଣ କରି ପୁଳା ପୁଳା ଟଙ୍କା ସେମାନଙ୍କ ଠାରୁ ଲୁଟି ନେଉଥିଲେ । ଆଉ ଜଣେ ହିରୋଇନ୍ ଠାରୁ ସାଜି ଯାଇଥିଲେ ଦେହ ବେପାରୀ ........!!
ପ୍ରଥମେ ପ୍ରଥମେ ସିନେମା ଜଗତରେ ପାଦ ଥାପିଥିଲେ ଏହି ଅଭିନେତ୍ରୀ ଜଣକ । କିନ୍ତୁ ଅଭିନୟରେ ସଫଳତା ହୋଇପାରିନଥିଲେ । ତେଣୁ ବଡ ଲୋକ ହେବାର ସ୍ଵପ୍ନ ଅଧାରେ ରହିଜାଇଥିଲା । ସେହି ବଡ ଲୋକ ହେବାର ସ୍ଵପ୍ନ କୁ ପୁରା କରିବା ପାଇଁ ନିଯକୁ ବେସ୍ୟା ବନେଇ ଦେଇଥିଲେ । ନିଜ ସ୍ଵାମୀ ସହିତ ମିଶି ନିଜ ଘରଠାରୁ ଆଉ ଟିକେ ଦୂରରେ ଥିବା ଏକ ଘର ଭିତରେ ଏପରି କାମ କରୁଥିଲେ ଅଭିନେତ୍ରୀ । ଏପରି କାମ କରି କରି ସେ ବଡ ଲୋକ ହେବାର ସ୍ଵପ୍ନ ମଧ୍ୟ ପୁରା କରିଥିଲେ । ଆଉ ବିଡା ବିଡା ଟଙ୍କା ମଧ୍ୟ କମାଇଥିଲେ । ଏପରି କରି ସେ ନିଜ ଦେହ ବେପାରକୁ ଆଗକୁ ବଢାଇଥିଲେ । କିନ୍ତୁ ତାଙ୍କର ଏହି ସ୍ଵପ୍ନ ବେଶୀ ଦିନ ରହିପାରିନଥିଲ । ଧୀରେ ଧୀରେ ସବୁ ସତ ଜଣା ପଡିଥିଲା । ଏହି ସତକୁ ସାମ୍ନାକୁ ଆଣିଥିଲେ ଜଣେ ଡ଼କ୍ତର । 8 ତାରିଖ ଦିନ ରାତିରେ ଏହି ଅଭିନେତ୍ରୀ ଜଣକ ମିଛରେ ବାପାଙ୍କ ଦେହ ଖରାପ ବୋଲି ପାଖରେ ଥିବା ଡ଼କ୍ତର ଜଣକୁ ଫୋନ୍ କରି ଡକାଇ ଥିଲେ ନିଜ ଘରକୁ । ଆଉ ଡ଼କ୍ତର ଜଣଙ୍କ ମଧ୍ୟ ଅଭିନେତ୍ରୀଙ୍କ ବାପାଙ୍କୁ ଆଗରୁ ଜାଣିଥିଲେ ବୋଲି ତାଙ୍କ ଘରକୁ ଯାଇଥିଲେ । ଡ଼କ୍ତର ଜଣକ ଘରଭିତରେ ପଶିବା ଆଗରୁ ସେହି ଅଭିନେତ୍ରୀ ଓ ତାଙ୍କ ସ୍ଵାମୀ ଥିଲେ । ଆଉ ତାଙ୍କୁ ସହଯୋଗ କରିବା ପାଇଁ ଆଉ ଦୁଇଜଣ ବ୍ୟକ୍ତି ମଧ୍ୟ ଥିଲେ । ଯେଉମାନେ ହେଲେ ଗଣେଶ ,ମନୋଜ ଓ ତାଙ୍କ ସ୍ଵାମୀ ରିଷି କାନ୍ତ । ଡ଼କ୍ତର ଜଣକ ଘରଭିତରେ ପଶିବା ପରେ ଭିତରପଟୁ କବାଟ ବନ୍ଦ କରିଦେଇଥିଲେ । ଆଉ ତା ପରେ ତାକୁ ବ୍ଳାକ୍ ମେଲ୍ କରିବା ଆରମ୍ଭ କରିଦେଇଥିଲେ । ଆଉ ଡ଼କ୍ତରଙ୍କ ଠାରୁ 25 ଲକ୍ଷ ଟଙ୍କା ମାଗିଥିଲେ ଆଉ ଟଙ୍କା ନଦେଲେ ମିଛ ଦୁରଷ୍କର୍ମ ନାରେ ଫସେଇ ଦେବେ ବୋଲି କହିଥିଲେ । ଡ଼କ୍ତର ଜଣକ ନିଜର ପ୍ରାଣ ଭୟରେ ସେମାନଙ୍କୁ 1 ଲକ୍ଷ ଟଙ୍କା ଦେଇ କାକୁତି ମିନତୀ ହୋଇ ସେଠାରୁ ଖସି ଆସି, ସିଦ୍ଧା ଭୁବେନେଶ୍ଵର ତମଣ୍ଡୋ ଥାନାରେ ସେହି ଅଭିନେତ୍ରୀ ଜଣକ ଉପରେ ଅଭିଯୋଗ କଲେ । ତା ପରେ ସେହି ଅଭିନେତ୍ରୀଙ୍କ ସବୁ ସତ ସାମ୍ନାକୁ ଆସିଥିଲା । ଆଜ୍ଞା ହଁ ଏହି ଅଭିନେତ୍ରୀ ଜଣକ ହେଉଛନ୍ତି ଇରାନି ପାତ୍ର । ଏହି ଅଭିନେତ୍ରୀ ଜଣକୁ ସେଥିରେ ସାମିଲ ଥିବା ତାଙ୍କ ସ୍ଵାମୀ ଆଉ ଦୁଇ ଜଣକୁ ପୋଲିସ ଧରିନେଇଛି । ସେମାନେ ଥାନା ହାଜତରେ ଏବେ କଲା କର୍ମର ଫଳ ଭୋଗୁଛନ୍ତି ।
ବ୍ୟୁର ରିପୋର୍ଟ tvp news9 …….!!