ଖୋଲିବ ରତ୍ନ ଭଣ୍ଡାର ......!!
ରତ୍ନ ଭଣ୍ଡାର ଖୋଲିବାକୁ ତେଜିଲା ଦାବି .......!!!
ବହୁ ବାଦ ବିବାଦ ପରେ ଖୋଲି ବାକୁ ଯାଉଛି ରତ୍ନ ଭଣ୍ଡାର ......!!
ଆଜି ଦିନ ସାଢେ 11 ଟାରେ କୋର୍ଟରେ କରାଯିବ ଶୁଣାଣି .......!!

“ ହଁ ଦର୍ଶକ ବନ୍ଧୁ ” ............!!!
            ଶ୍ରୀ ମନ୍ଦିରର ରତ୍ନ ଭଣ୍ଡାରକୁ ନେଇ ଆସିଲା ବଡ ଖବର । ବହୁ ବାଦ ବିବାଦ ପରେ ରତ୍ନ ଭଣ୍ଡାରକୁ ନେଇ ଆଜି କୋର୍ଟରେ ହେବ ଶୁଣାଣି ।  ସୋମବାର ଦିନ ଏହି ମାମଲାର ଶୁଣାଣି ପାଇଁ ସ୍ଥିର କରଯାଇଥିଲା କିନ୍ତୁ ସମୟର ଅଭାବ ଥିବା ଯୋଗୁଁ ରତ୍ନ ଭଣ୍ଡାରର ଶୁଣାଣି ହୋଇପାରି ନଥିଲା । ତେଣୁ ଆଜି ଏହି ମାମଲାର ମୁଖ୍ୟ ଶୁଣାଣି କରାଯିବ ଆଉ 3 ତାରିଖ ଦିନ ଚାବି ବାବଦରେ ଶୁଣାଣି କରାଯିବ । 
ଆଜି ଶୁଣାଣି ଅଛି ରତ୍ନ ଭଣ୍ଡାର ବିଷୟରେ ରତ୍ନ ଭଣ୍ଡାରର ଇନଭେଷ୍ଟରୀ ,ଗଣନା ଗଣନ , ରତ୍ନ ଭଣ୍ଡାରର ମରାମତି କରିବା ବିଷୟରେ । ରତ୍ନ ଭଣ୍ଡାରକୁ ସରକାର କଣ ପାଇଁ ଖୋଲୁନାହାନ୍ତି ......? କାହିଁକି ଚାଳିଶି ବର୍ଷ ହେଲା ବନ୍ଦ ରଖିଛନ୍ତି । କିଛି ଦିନ ତଳେ ଚର୍ଚ୍ଛା ହୋଇଥିଲା ଯେ ରତ୍ନ ଭଣ୍ଡାରର ଲୁଟ୍ ହୋଇଛି । ତେଣୁ ଲୁଟ୍ ହୋଇଛି କି ନାହିଁ ,ଲୋକ ମାନେ ଜାଣିବେ କେମିତି ତାହା ସତନା ମିଛ । ତେଣୁ ରତ୍ନ ଭଣ୍ଡାର ଖୋଲିବା ପାଇଁ ଦାବି କରିଛନ୍ତି । 

କୁହାଯାଇଛି ଯେ ପୂର୍ବ ବର୍ଷ ରଥ ଯାତ୍ରାରେ ରତ୍ନ ଭଣ୍ଡାର ଖୋଲା ଯିବ ବୋଲି ଶ୍ରୀ ମନ୍ଦିରର ପ୍ରଶାସନ କହିଥିଲେ କିନ୍ତୁ ଭୁବେନେଶ୍ଵର ସରକାର କହୁଛନ୍ତି ଯେ ହାଇକୋର୍ଟ ରେ କେସ୍ ଥିବା ଯୋଗୁଁ ଏବେ ଖୋଲି ପାରିବନି ରତ୍ନ ଭଣ୍ଡାର  । କିନ୍ତୁ ଏପଟେ ସରକାରଙ୍କ ଜଣେ ମୁଖପାତ୍ର କହୁଛନ୍ତି ଯେ ଏବେ କୋର୍ଟ ରେ କେସ୍ ଚାଲିଛି ଆଉ ଜଣେ କହୁଛନ୍ତି ଯେ ପୂର୍ବ ବର୍ଷ ରଥ ଯାତ୍ରାରେ ଖୋଲା ଯିବ ରତ୍ନ ଭଣ୍ଡାର  । 
ଆଜି ଦିନ 11:00 ରୁ ସାଢେ 11 ରେ ଏହି ମାମଲା ବିଚାର ହାଇକୋର୍ଟରେ କରାଯିବୋଲି  ଅନୁମାନ ରେ କୁହା ଯାଇଛି । ତେଣୁ ପୁରା ରାଜ୍ୟବାସୀ ଏହା ଉପରେ ନଜର ରହିଛନ୍ତି । ତେବେ ରତ୍ନ ଭଣ୍ଡାରକୁ ଖୋଲା ଯିବ ପରେ ଯାଇ କରାଯିବ ଯାଞ୍ଚ ; ଲେଜର ସ୍କାନିଂ; ଅତ୍ୟାଧୁନିକ ଜ୍ଞାନ କୌଶଳରେ କରାଯିବ ଯାଞ୍ଚ ।
ତେବେ ଦର୍ଶକ ବନ୍ଧୁ ରତ୍ନ ଭଣ୍ଡର ଖୋଲା ଯିବ ପରେ ଜଣା ପଡିବ ଯେ ମହାପ୍ରଭୁ ଜଗନ୍ନାଥଙ୍କ ସୁନା ,ରୁପା ,ଅଳଙ୍କାର ସୁରକ୍ଷିତ  ଭାବରେ ରହିଛି କି ନାହିଁ । 
     
ଯଦି ଆପଣମାନେ ଏମିତି ଆହୁରି ନୁଆ ନୁଆ ଖବର ଜାଣିବାକୁ ଚାହୁଁଛନ୍ତି ତାହାଲେ ଆମ ଚାନେଲ୍ ସହିତ ଜଡ଼ି ହୋଇ ରୁହନ୍ତୁ , ଆଉ ଆମ ଚାନେଲ କୁ ଲାଇକ୍ , ଶେର୍ ସସ୍କ୍ରାଇବ କରିବା ସହିତ କମେଣ୍ଟ  ମଧ୍ୟମରେ ନିଶ୍ଚିତ ଜାଣନ୍ତୁ  |

       ବ୍ୟୁରୋ ରିପୋର୍ଟ tvp news9....!!!

Tags :- # news # tvp news9 # tvp # tvpnews

Share With