ହୀରାକୁଦ ଡ୍ୟାମର ୧୮ଟି ଗେଟ୍ ଖୋଲିଲା ଆଉ ଦେଖା ଦେଲା ସହ ସହ ବାଉଳା କୁମ୍ଭୀର...!!
ଏଥର ଅଧିକ ମାତ୍ରାରେ ଆତଙ୍କ ନଚେଇବ ଆଉ ପ୍ରତ୍ୟେକ ଦିନ ମଣିଷ ମାଂସ ଖାଇବ ବଉଳା କୁମ୍ଭୀର ....!!
ଶେଷରେ ସତ ହେଲା ଅଚୁତ୍ୟାନନ୍ଦ ଙ୍କ ମାଳିକା କଥା......!!
"ହଁ ଦର୍ଶକ ବନ୍ଧୁ"
ଖୋଲିଲା ହୀରାକୁଦ ଡ୍ୟାମର ୧୮ଟି ଗେଟ୍, ଭାସି ଆସିଲେ ମଣିଷ ଖିଆ ବଉଳା କୁମ୍ଭୀର ! ଆଉ ଏବେ ସାରା ଓଡିଶାରେ ନିଜର ଆତଙ୍କ ରଚି ଚାଲିବେ ! "ହଁ ଆଜ୍ଞା" ଗତ ୧୦ ଦିନ ଧରି ଲାଗି ରହିଛି ଓଡିଶାରେ ବର୍ଷା ଝଡ଼ , ଆଉ ସବୁ ଜିଲ୍ଲା ଏବେ ଭିଜୁଛି ବର୍ଷା ଝଡ଼ ରେ , ଏମିତି କିଛି ଦିନ ଆହୁରି ବର୍ଷା ହେବାର ସମ୍ଭାବନା ରହିଛି !
ଏଥି ସହ ହୀରାକୁଦ ଡ୍ୟାମର ଜଳ ସ୍ତର ବଢିବାରେ ଲାଗିଛି ! ଯାହା ପାଣି ପାଗ ସୂଚନା ଦେଇଛି ଯେ, ଆହୁରି ହୀରାକୁଦ ଡ୍ୟାମର ଗେଟ୍ ଖୋଲିବାରେ ସମ୍ଭାବନା ରହିଛି ! ପୁଣି ଦେଖା ଦେବେ ସହ ସହ ବଉଳା କୁମ୍ଭୀର ଆଉ ଚାରିଆଡେ ନିଜର ଆତଙ୍କ ଖେଳାଇ ଚାଲିବେ !
ହୀରାକୁଦ ଡ୍ୟାମ ବିଶୟରେ ଅଚୁତ୍ୟାନନ୍ଦ ମାଳିକା ରେ ଯାହା ଉଲ୍ଲେଖ କରିଛନ୍ତି ତାହା ଏବେ ସତ ହେବାକୁ ଯାଉଛି ! ଶେଷ ହେବ କଳି ଯୁଗ ଆରମ୍ଭ ହେବ ସତ୍ୟଯୁଗ ଆଉ ମହାପ୍ରଭୁ ଜଗନ୍ନାଥ କଳିଯୁଗରେ ଧାରଣ କରିବେ କଳିକି ରୂପ ! ତେବେ "ଦର୍ଶକ ବନ୍ଧୁ" ଆପଣମାନେ ତ ଜାଣିଥିବେ ହୀରାକୁଦ ଡ୍ୟାମ ଖୋଲିଲା ମାତ୍ରେ ବିପଦ ସାରା ଓଡିଶାକୁ ମାଡି ଆସିବ ! ଏବେ ଚାରିଆଡେ ତଳିଆ ଅଞ୍ଚଳର ଲୋକ ମାନେ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି କାହିଁକି ନା ହୀରାକୁଦ ଡ୍ୟାମ ର ୧୮ଟି ଗେଟ୍ ଖୋଲିଦିଆ ଯାଇଛି !
କାରଣ ଏହି ହୀରାକୁଦ ବନ୍ଧ ମହାନଦୀ ର ଉପର ଭାଗରେ ତିଆରି ହୋଇଛି ! ଆଉ ଏହି ମହାନଦୀ ହେଉଛି ଓଡିଶାର ସବୁଠାରୁ ବଡ ନଦୀ ଏହାର ଅନେକ ଶାଖା ରହିଛି ! ହୀରାକୁଦ ବନ୍ଧର ଗେଟ୍ ଖୋଲିଲା ପରେ ମହାନଦୀ ର ଗେଟ୍ ଖୋଲା ଯାଇଥାଏ ! ଯାହାଫଳରେ ଅନେକ ନଦୀ ରେ ବନ୍ୟା ଜଳ ସୃଷ୍ଟି ଦେଖିବାକୁ ମିଳୁଛି ! ଦର୍ଶକ ବନ୍ଧୁ ଆମେ ଯେଉଁ ବିପଦ କଥା କହୁଛୁ ମଣିଷ ମାଂସ ଖିଆ ବଉଳା କୁମ୍ଭୀର ର କଥା ! ଏବେ ସବୁ ନଦୀ ରେ ବଢୁଛି ଜଳ ସ୍ତର ! ଯାହାଫଳରେ ଗାଁ ଗଣ୍ଡା ରେ ପାଣି ପଶୁଛି ଆଉ ଦେଖା ଦେଉଛି ବଉଳା କୁମ୍ଭୀର !
କାହିଁକି ନା କୁମ୍ଭୀର ସବୁବେଳେ ଗୋଳିଆ ପାଣିକୁ ପସନ୍ଦ କରିଥାଏ ! ଶେଷରେ ବ୍ରହ୍ମଣୀ ଓ ବୋଇତରଣୀ ନଦୀରେ ମଧ୍ୟ ବଉଳା କୁମ୍ଭୀର ଦେଖିବାକୁ ମିଳିଥିଲା ! "ଦର୍ଶକ ବନ୍ଧୁ" ସବୁ ସତର୍କ ହୋଇଯାନ୍ତୁ ଏବେ ହୀରାକୁଦ ଗେଟ୍ ଆହୁରି ଖୋଲିବାକୁ ଯାଉଛି କାହିଁକି ନା କୁମ୍ଭୀର ବାସ ସ୍ଥାନ ହେଉଛି ହୀରାକୁଦ ବନ୍ଧ !
ବ୍ୟୁର ରିପୋର୍ଟ Tvp News9